Odisha Link
Bridging the Missing Links in Odisha
Browsing Tag

ତୃତୀୟ ଲହର

ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ…

ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ପଡି ନ ପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ ନୁହେଁ। ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଟ୍ରେଣ୍ଡ…

ତୃତୀୟ ଲହର ମୁକାବିଲା ନେଇ ଆଜି…

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରକୁ ନେଇ ବଢିଲା ଚିନ୍ତା। ଆଜି ଅପରାହ୍ନ ୩ଟା ୩୦ରେ ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକରେ ବର୍ତମାନର କରୋନା ସ୍ଥିତି ନେଇ ଚର୍ଚ୍ଚା କରାଯିବ।ମହାମାରୀରୁ ବର୍ତ୍ତିବା ପାଇଁ ବର୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ନେଇ ମଧ୍ୟ ସମୀକ୍ଷା…

ସେପ୍ଟେମ୍ବରରେ ଆସିପାରେ ତୃତୀୟ ଲହର,…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମଉଥିବା ବେଳେ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଇଛି। ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ ତେବେ ଏହା ଅକ୍ଟୋବରରେ ପିକ୍‌ କରିବ। ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇ ଯେସନ ପ୍ରତିଶତ ୧୦୦ ଜଣଙ୍କ ମଧ୍ୟରେ ୨୩ ରହିବେ ବୋଲି…

ତୃତୀୟ ଲହର ପାଇଁ ଜିଲ୍ଲାସ୍ତରୀୟ…

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। କେନ୍ଦ୍ର ଗାଇଡ଼ଲାଇନ ଅନୁସାରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ଼ ଆବଶ୍ୟକ ପଡିପାରେ। କିନ୍ତୁ ୩୦୦୦ ବେଡ଼ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। କେବଳ ୬୧୦ ରହିଛି ଆଇସିୟୁ ଓ ଏଚଡ଼ିୟୁ…

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ:…

ଭୁବନେଶ୍ବର: କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜୋରଦାର ପ୍ରସ୍ତୁତି କରିଛି। ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ିଲାଣି। ସବୁବେଳେ ଆମକୁ ସତର୍କ ରହିବାକୁ ପଡ଼ିବ। ସାବଧାନ ରହିବାକୁ ପଡ଼ିବ। ନିୟମ ମାନନ୍ତୁ ତାହେଲେ ଆମେ କରୋନାକୁ ନିୟନ୍ତ୍ରଣ…

ଅଗଷ୍ଟ ମାସରେ ଆସିପାରେ କରୋନା ତୃତୀୟ…

ନୂଆଦିଲ୍ଲୀ: ଚଳିତ ମାସରେ କୋଭିଡର ତୃତୀୟ ଲହର ଆରମ୍ଭ ହେବ। ଅକ୍ଟୋବରରେ ଏହା ପିକ୍ ହେବ। ଏହି ସମୟରେ ପ୍ରତିଦିନ ସଂକ୍ରମିତ ସଂଖ୍ୟା ୧ଲକ୍ଷ ପାଖାପାଖି ହୋଇପାରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ହୋଇପାରେ। ଏଭଳି ଏକ ସମ୍ଭାବ୍ୟ ରିପୋର୍ଟ ଜାରି କରିଛନ୍ତି ଆଇଆଇଟି ହାଇଦ୍ରାବାଦର ପ୍ରଫେସର ମଥୁକୁମାଲି…

ଓଡ଼ିଶାରେ ଏଯାଏଁ ଆସି ନାହିଁ ତୃତୀୟ ଲହର

ଭୁବନେଶ୍ୱର: ଓଡ଼ିଶାରେ ଏଯାଏଁ ଆସି ନାହିଁ କରୋନାର ତୃତୀୟ ଲହର। ଏନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ତୃତୀୟ ଲହର କେବେ ଆସିବ ଓ ଏହାର ପ୍ରଭାବ କିଭଳି ରହିବ, ସେନେଇ ମଧ୍ୟ ବିଶେଷ ସୂଚନା ମିଳିନାହିଁ। ତେବେ ଏବେ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି, ଏହି ଟ୍ରେଣ୍ଡ ଅନ୍ୟ ଦେଶମାନଙ୍କରେ ମଧ୍ୟ…

ତୃତୀୟ ଲହର ପାଇଁ ସରକାର ସମ୍ପୂର୍ଣ୍ଣ…

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣର ଗ୍ରାଫ୍‌ ତଳମୁହାଁ ହୋଇଛି। ଆକଳନ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। କେସ ଲୋଡ୍ ଓ ସଂକ୍ରମଣ ହାରରେ ଆସୁଛି ଉନ୍ନତି। କିଛି ଜିଲ୍ଲାରେ ସଂକ୍ରମଣ ଏବେ…

ତୃତୀୟ ଲହର ପାଇଁ ୩ ମାସିଆ ସର୍ଭେଲାନ୍ସ

ଭୁବନେଶ୍ୱର: ତୃତୀୟ ଲହର ଆଶଙ୍କାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦଶକ ବିଜୟ ମହାପାତ୍ର କହିଛନ୍ତି ଯେ, ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ। ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କୁ ଟିକାକାରଣ କରିବା, ୩ ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତ କରାଯିବା ସହ ସ୍ୱତନ୍ତ୍ର ଗ୍ରୁପର…

ଆଗୁଆ ଆସିପାରେ କରୋନାର ତୃତୀୟ ଲହର:…

ଭୁବନେଶ୍ୱର: ଆଗୁଆ ଆସିପାରେ କରୋନାର ତୃତୀୟ ଲହର। ଅମାନିଆଙ୍କ କାରଣରୁ ତୃତୀୟ ପ୍ରବାହ ଆଗୁଆ ଆସିବାର ସମ୍ଭାବନା ରହିଛି। ଢ଼ିଲାପଣ ଯୋଗୁଁ ସଂକ୍ରମଣ ବଢ଼ୁଛି। ଆଜି ଦେଶରେ ମଧ୍ୟ ସଂକ୍ରମଣ ବଢ଼ିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏଭଳି ସ୍ଥିତିରେ ଲୋକମାନେ…