Odisha Link
Bridging the Missing Links in Odisha
Browsing Tag

ଦର

କମିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: କମିଲା ସୁନା ଓ ରୁପା ଦର। ଘରୋଇ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏମସିଏକ୍ସରେ, ସୁନା ୦.୦୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୪୦୬ ଟଙ୍କା ହୋଇଛି। ସେହିପରି ରୂପା ଦାମ୍ ୦.୧୩ ପ୍ରତିଶତ ହ୍ରାସ ପାଇ ୬୫,୨୦୮…

ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦର। ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ…

କମିଲା ସୁନା ଓ ରୂପା ଦର, ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ସୁନା ଓ ରୂପା ଦର। ଗତ କିଛିଦିନ ଧରି ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଉଭୟ ଦରରେ ହ୍ରାସ ଘଟିଛି। ଆଜି MCXରେ ସୁନା ୦.୨୦ ପ୍ରତିଶତ ହ୍ରାସରେ କାରବାର ଚାଲିଛି। ସେହିପରି ରୂପା ଦର ଆଜି ୦.୦୨% ହ୍ରାସ ପାଇଛି। ଆଜି MCXରେ ସୁନା…

କମିଲା ସୁନା ଓ ରୁପା ଦର, ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ସୁନା ଦର। ସୁନା ସହ ରୁପା ଦର ମଧ୍ୟ କମିଛି। ଗୁଡ୍ ରିଟର୍ଣ୍ଣସ୍ ଓ୍ୱେବସାଇଟ୍ ଅନୁସାରେ, ୨୨ କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୬୭୧୦ ଟଙ୍କା ରହିଛି। ସେହିପରି ରୁପା ଦାମ୍ ମଧ୍ୟ କମିଛି। ଗତବର୍ଷ ଅଗଷ୍ଟରେ ଏମସିଏକ୍ସରେ ୧୦ ଗ୍ରାମ୍ ସୁନା ଦର ୫୬ ହଜାର ଛୁଇଁଥିଲା। ଯାହା ସର୍ବାଧିକ…

ଘରୋଇ ହସ୍ପିଟାଲ ପାଇଁ ଟିକା ଦର ଧାର୍ଯ୍ୟ…

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ହେଲା ଟିକା ଦର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକା ଦର ଧାର୍ଯ୍ୟ କରାଯାଇଛି। କୋଭାକ୍ସିନ ଟିକା ଦର ୧୪୧୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଥିସହ କୋଭିସିଲ୍ଡ ଟିକା ଦର ୭୮୦ ଟଙ୍କା ଧାର୍ଯ୍ୟ ହୋଇଛି। ସ୍ପୁଟନିକ ଟିକା ଦର ୧୧୪୫ ଟଙ୍କା ଧାର୍ଯ୍ୟ ହୋଇଛି।…

ପୁଣି ବଢିଲା ତୈଳ ଦର, କେତେ…

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ହୁହୁ ବଢ଼ିବାରେ ଲାଗୁଛି। କରୋନା ମହାମାରୀ ମଧ୍ୟରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳୀତା ବିଡା ସଦୃଶ। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି। ଏହାରି…

କମିଲା କୋଭିସିଲ୍ଡ ଟିକା ଦର

ଭୁବନେଶ୍ବର: କମିଲା କୋଭିସିଲ୍ଡ ଟିକା ଦର। ରାଜ୍ୟ ପାଇଁ କୋଭିସିଲ୍ଡ ଟିକା ଦର କମାଇଲା ସେରମ ଇନଷ୍ଟିଚ୍ୟୁଟ୍। ୧୦୦ ଟଙ୍କା ହ୍ରାସ ନେଇ ସେରମ ସିଇଓ ଆଦର ପୁନାଓ୍ବାଲାଙ୍କ ସୂଚନା। କୋଭିସିଲ୍ଡ ଟିକା ଦର ୩ ଶହ ଟଙ୍କା ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ୍। ଏଣିକି ରାଜ୍ୟମାନଙ୍କୁ ୩ ଶହ ଟଙ୍କାରେ କୋଭିସିଲ୍ଡ…

କୋଭିସିଲଡ୍ ଟିକାର ଦର ଧାର୍ଯ୍ୟ

ନୂଆଦିଲ୍ଲୀ: ଏଣିକି ଖୋଲା ବଜାରରେ ମିଳିବ ଟିକା। ରାଜ୍ୟ ସରକାରଙ୍କୁ ୫୦ ପ୍ରତିଶତ ଟିକା ଏବଂ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ ଟିକା…