Odisha Link
Bridging the Missing Links in Odisha
Browsing Tag

ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶୋକ ପ୍ରକାଶ…

ଓଏଲ୍‌ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ମଧ୍ୟରେ ୬ଜଣ ପୁରୁଷ,୪ ଜଣ…

ପିଛା ଛାଡ଼ୁନି ଦୁର୍ଘଟଣା: ଏକ୍ସପ୍ରେସରେ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ତାରିଖରେ ବାଲେଶ୍ବର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଚାଲି ଯାଇଥିଲା। ଯାଜପୁର ରୋଡରେ ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ ମନରୁ ଲିଭି ନଥିବା ବେଳେ ଆଉ ଦୁଇଟି ଟ୍ରେନ ଦୁର୍ଘଟଣା ଯାତ୍ରୀମାନଙ୍କୁ ଆତଙ୍କିତ କରି ପକାଇଛି। ଚଣ୍ଡିଖୋଲ ନିକଟରେ ଚଳନ୍ତା…

କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା: ଖେଳାଳିଙ୍କ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା। ଇଂଲଣ୍ଡର ଓଭାଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇ ସାରିଛି ବୋବାଲ୍‌। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ତେବେ…

ଖୋର୍ଧା DRMଙ୍କ ସନ୍ଦେହ, ଜାଣିଶୁଣି କେହି…

ଭୁବନେଶ୍ବର: ଜୁନ୍‌ ୨ ଶୁକ୍ରବାର ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣାର କାରଣ ଖୋଜା ଚାଲିଥିବା ବେଳେ ଖୋର୍ଧା ଡିଆରଏମ ରିଙ୍କେଶ…

ଜଣାପଡ଼ିଲା ବାହାନଗା ରେଳ ଦୁର୍ଘଟଣାର ମୂଳ…

ଓଏଲ୍‌ ବ୍ୟୁରୋ: ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ମୂଳ କାରଣ ଜଣାପଡ଼ିଲା। ଦୁର୍ଘଟଣା କେମିତି ହେଲା? କାହାର ଭୁଲ ରହିଛି ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ରେଳ ଦୁର୍ଘଟଣା ନେଇ ଜଣାପଡିଛି ମୂଳ କାରଣ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ…

ଭୁବନେଶ୍ୱର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ। ବିଧାୟକ ସଞ୍ଜୀବ ମଲ୍ଲୀକଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ପାଖରେ ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବିଧାୟକ ଓ ତାଙ୍କ ସହଯୋଗୀ ସହ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ…

ସ୍ତ୍ରୀଙ୍କ ମୃତଦେହ ନେଇ ଫେରିବାବେଳେ…

ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ। ବୁର୍ଲାରୁ ସ୍ତ୍ରୀର ମୃତଦେହ ନେଇ ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣା। ଦୁର୍ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଝୁଲେନବର ଓ ପାଢେଲ ଗ୍ରାମ ନିକଟରେ। ଦୁର୍ଘଟଣା…

ପୁଣି ଏକ ଦୁର୍ଘଟଣା, କଳିଙ୍ଗା ଘାଟି ଦେଇ…

ଭୁବନେଶ୍ବର: ସୁରତରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଧରି ଆସୁଥିବା ଏକ ବସ୍ ଗତକାଲି ରାତିରେ କନ୍ଧମାଳର କଳିଙ୍ଗା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇ ୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳୁ ପୁଣି ଏକ ବସ୍‌ ଦୁର୍ଘଟଣାର ଶିାର ହୋଇଛି। ଏ ବସ୍‌ଟି ମଧ୍ୟ ସୁରତରୁ ଆସୁଥିଲା। ଅମ୍ବିକା ନାମକ ଏହି ବସଟି…

ସୁରତରୁ ଆସୁଥିବା ବସ କଳିଙ୍ଗାଘାଟିରେ…

କନ୍ଧମାଳ: ଆଜି ସୁରତରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଆଣି ଓଡ଼ିଶା ଆସୁଥିବା 'ଶ୍ରୀ ପଟେଲ' ନାମକ ବସ୍‌ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟି ଗିରିପଥରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କରୋନା ଭୂତାଣୁ ସହ ଲଢ଼େଇ ସମୟରେ ପ୍ରବାସୀ…