Odisha Link
Bridging the Missing Links in Odisha
Browsing Tag

ନବୀନ ପଟ୍ଟନାୟକ

ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହିତ କଥା…

ଭୁବନେଶ୍ବର: ୨ ଦିନରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ବିଶେଷ କରି ରାଜ୍ୟ ପାଇଁ ଅଡ଼ୁଆ ହୋଇଛି ପଶ୍ଚିମବଙ୍ଗ ଫେରନ୍ତା କରୋନା ଆକ୍ରାନଙ୍କ ପାଇଁ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେ ପଞ୍ଚାୟତଗୁଡ଼ିକ ମାଧ୍ୟମରେ…

କରୋନା ଯୋଦ୍ଧାମାନଙ୍କ ପାଇଁ…

ଭୁବନେଶ୍ବର: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଆଜି ପୁଣି ଥରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ନବୀନ। ଏନେଇ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ୩ଟି ପ୍ରଶ୍ନ କଲେ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ମାଧ୍ୟମରେ ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଶ୍ରୀ ଜେନା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଲକ୍‌ଡାଉନ୍‌…

ସହରାଞ୍ଚଳ ଗରିବଙ୍କ ପାଇଁ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ମହାମାରୀ ପାଇଁ କେବଳ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଛି ତା ନୁହେଁ ଅର୍ଥନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା…

ଆଜି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସ,…

ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧଦିବସ। ଏହି ଦିବସରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟ ମାଧ୍ୟମରେ କହିଛନ୍ତି ଯେ, ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି…

ଆଗାମୀ ୧ ସପ୍ତାହ ମଧ୍ୟରେ ପ୍ରତି…

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୫୬ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରୁ ୧୮ ଜଣ ସୁସ୍ଥ ହେବା ଖବର ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଏଭଳି ସମୟରେ ରାଜ୍ୟରେ ମହାମାରୀ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରୁ ଭିଡିଓ…

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଆଜି ଓଡ଼ିଆଙ୍କ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି। ରାଜ୍ୟର ଏହା ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ…

ତାମିଲ କିଶୋର ପତ୍ରିକାରେ ନବୀନ ହିରୋ

ଭୁବନେଶ୍ବର: କରୋନା ଲଢ଼େଇରେ ସମଗ୍ର ବିଶ୍ବକୁ ପଥ ପ୍ରଦର୍ଶନ କରୁଛି ଓଡ଼ିଶା ମଡେଲ। କୋଭିଡ୍-୧୯ ଭୟଙ୍କର ଭୂତାଣୁର ପ୍ରଭାବରୁ ରାଜ୍ୟକୁ ରକ୍ଷା କରିିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ପଦକ୍ଷେପ ଓ ଜନହିତକାରୀ କାର୍ଯ୍ୟ ସମଗ୍ର ବିଶ୍ବ ପାଇଁ ଉଦାହରଣ ସାଜିଛି। ନବୀନ ଓ ତାଙ୍କର କୋଭିଡ୍‌…

ଏପ୍ରିଲ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ଭୁବନେଶ୍ବର: ଆଜି ଅନୁଷ୍ଠିତ ହୋଇଥିବା ଓଡ଼ିଶା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ାଯାଇଥିବା ବେଳେ କେନ୍ଦ୍ର ପାଖରେ ମଧ୍ୟ ସମାନ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର। ଏଥିସହିତ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା…