Odisha Link
Bridging the Missing Links in Odisha
Browsing Tag

ବିଜେପି

ଲଗାଣ ବର୍ଷା ସତ୍ତ୍ୱେ କଟକରେ ବିଜେପି…

କଟକ: ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ଏହାସହ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ଲଗାଣ…

ତ୍ରିରଙ୍ଗାକୁ ଅସମ୍ମାନ: ଜାତୀୟ ପତାକା…

ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କର ଆଜି ଶେଷକୃତ୍ୟ ହୋଇଛି। ୮୯ ବର୍ଷୀୟ କଲ୍ୟାଣ ସିଂଙ୍କର ଶନିବାର ରାତିରେ ଦେହାନ୍ତ ହୋଇଥିଲା। ଗତକାଲି ବହୁଲୋକ ତାଙ୍କର ପ୍ରାର୍ଥୀବ ଶରୀରକୁ ଅନ୍ତିମ ଦର୍ଶନ କରିଥିଲେ। ଏହି ସମୟରେ ତାଙ୍କ ପ୍ରାର୍ଥୀବ ଶରୀର ଉପରେ ଜାତୀୟ ପତାକା ରହିଥିଲା। କିନ୍ତୁ…

ବିଜେଡି ବିଜେପି କର୍ମୀ ମୁହାଁମୁହିଁ

ଆଠଗଡ଼: ଆଠଗଡ଼ରେ ବିଜେପି କର୍ମୀ ଓ ବିଜେଡି ସର୍ମଥକ ମୁହାଁମୁହିଁ। ଘଟଣାସ୍ଥଳରେ ଢେଲାପଥର ମାଡ଼ ସହ ଉତ୍ତେଜନା ଦେଖିବାକୁ ମିଳିଛି। ଫଳରେ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ବିଜେପି ପକ୍ଷରୁ ସମସ୍ତ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କ…

ପଦ୍ମ ଧରିଲେ ଜିତିନ୍‌

ନୂଆଦିଲ୍ଲୀ: ପଦ୍ମ ଶିବିରରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ। ଆଜି ହାତ ଛାଡ଼ି ପଦ୍ମ ଧରିଲେ ଜିତିନ୍‌। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଲେ ଜିତିନ ପ୍ରସାଦ। ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଜିତିନ ପ୍ରସାଦ ରାଷ୍ଟ୍ରମନ୍ତ୍ରୀ ଥିଲେ। ଜିତିନ ୨୦୦୧ରେ…

ମହିଳା ସୁରକ୍ଷା ଦିଗରେ ଆଉ କେତେ ଦିନ…

ଭୁବନେଶ୍ବର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି। ପ୍ରତିଦିନ ମହିଳା ଓ ନାବାଳିକାମାନଙ୍କ ସହ ଦୁଷ୍କର୍ମ ବଢିବାରେ ଲାଗିଛି । ବିଶେଷ କରି ଗତ କିଛି ମାସ ହେବ ଆଦିବାସୀ ନାବାଳିକା ମାନଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦ ଜୁଲାଇରେ କିଛି ଦୃବୁତ କୋରାପୁଟ…

ଭିଡିଓ ଶେୟାର କରି ମୋଦି ସରକାରଙ୍କୁ…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି। ବଡ଼ ବ୍ୟାଙ୍କ ଖିଲାପକାରୀଙ୍କ ନାମ ଲୁଚାଇ ରଖିଥିବା ରାହୁଲ ଅଭିଯୋଗ କରିଛନ୍ତି। ସଂସଦରେ ପଚାରିଥିବା ନିଜ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି ଯେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ନୀରବ ମୋଦୀ,…

କରୋନା ବେଳେ କ୍ରିକେଟ ଖେଳ:…

ଲକ୍ଷ୍ନୌ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ବେଳେ କ୍ରିକେଟ୍‌ ଖେଳ ଆୟୋଜନ କରି ଗିରଫ ହୋଇଛନ୍ତି ବିଜେପି ନେତା। ତାଙ୍କ ସହ ଆଉ ୧୯ ଜଣଙ୍କୁ ମଧ୍ୟ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ବାରବାଙ୍କୀ ଜିଲ୍ଲାର ଟିକାଏତନଗରରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ଖବର ପାଇ ଆଜି ସକାଳେ…

ଲକ୍‌ଡାଉନ୍ ଅବଧି ବୃଦ୍ଧି ନିଷ୍ପତିକୁ…

ଭୁବନେଶ୍ବର: କରୋନାକୁ ବିରୁଦ୍ଧରେ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ସହ ୨୧ ଦିନର ଲକ ଡାଉନକୁ ସମଗ୍ର ଦେଶବାସୀ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଦେଶରେ ଲକଡାଉନ ହେବା କାରଣରୁ କରୋନା…

ମଧ୍ୟପ୍ରଦେଶ: ରାଷ୍ଟ‌୍ରପତି ଶାସନ ପାଇଁ…

ଭୋପାଳ: ମହାମାରୀ କରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ। ହେଲେ ଏହାରି ମଧ୍ୟରେ ମଧ୍ୟପ୍ରଦେଶରେ ରାଜନୀତି ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରି…

ବିଜେପିକୁ ୪୦ ପୂରିଲା

ନୂଆଦିଲ୍ଲୀ: କେନ୍ଦ୍ରରେ ବର୍ତ୍ତମାନ ସରକାର ଗଢ଼ିଥିବା ଭାରତୀୟ ଜନତା ପାର୍ଟି ଆଜି ୪୦ ବର୍ଷ ପୂର୍ତ୍ତି ପାଳନ କରୁଛି। ଏ ଅବସରରେ ଆଜି ଦଳର ରାଷ୍ଟ୍ରୀୟ ସଭାପତି ଦଳୀୟ ପତାକା ଉତ୍ତୋଳନ କରିବା ସହ କର୍ମୀ ଓ ନେତାଙ୍କୁ ଶୁଭକାମନା ଜଣାଇଛନ୍ତି। କରୋନା ସଂକ୍ରମମଣ କାରଣରୁ ଆଜିର ପ୍ରତିଷ୍ଠା ଦିବସ ନିରାଡମ୍ବର…