Odisha Link
Bridging the Missing Links in Odisha
Browsing Tag

ସରପଞ୍ଚ

ଆସ୍ଥା ଭୋଟରେ ସୌମ୍ୟଙ୍କ ପରାଜୟ, ହରାଇବେ…

ନୟାଗଡ଼: ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚ ଇଂ ସୈାମ୍ୟରଞ୍ଜନ ପ୍ରଧାନଙ୍କୁ ଲାଗିଛି ଝଟକା। ଅନାସ୍ଥା ଭୋଟ୍‌ରେ ପରାଜିତ ହୋଇଛନ୍ତି ସୌମ୍ୟରଞ୍ଜନ। ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ୧୫ରୁ ୧୫ ୱାର୍ଡ଼ ସଭ୍ୟ ତାଙ୍କ ବିରୁଦ୍ଧରେ ମତଦାନ କରିଛନ୍ତି। ଯାହାରି ଫଳରେ ସେ ତାଙ୍କ ପଦବୀ…

ମାସ୍କ ପିନ୍ଧି ନ ଥିଲେ ଜିଲ୍ଲାପାଳ, ତଣ୍ଡ…

ଜଗତସିଂହପୁର: କରୋନା ଜନିତ ଲକ୍‌ଡାଉନ୍‌ ସମୟରେ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଜଣେ ଜିଲ୍ଲାପାଳ ଏହା ଅମାନ୍ୟ କରି ଜରିମାନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରିଛନ୍ତି ତହସିଲଦାର। ଅବଶ୍ୟ ତଣ୍ଡ ଗଣିଥିବା ଏ ଜିଲ୍ଲାପାଳ ଜଣଙ୍କ କୌଣସି ଜିଲ୍ଲାର…

ସରପଞ୍ଚଙ୍କ ଅଭିଯୋଗ: କେବଳ କାଗଜପତ୍ରରେ…

ଜଗତସିଂହପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ ହେଁ, ତୃଣମୂଳ ସ୍ତରରେ ଏବେ ବି ବାବୁରାଜ ଚାଲିଛି। ସରପଞ୍ଚମାନଙ୍କ ଅଜ୍ଞାତସାରରେ ପଞ୍ଚାୟତରେ କୋଭିଡ୍‌ ପରିଚାଳନା କରୁଛି ବ୍ଲକ୍‌ ପ୍ରଶାସନ। କେବଳ କାଗଜପତ୍ରରେ…

ସରପଞ୍ଚଙ୍କ ସହ କଥାହେଲେ ମୋଦି: ଇ-ଗ୍ରାମ…

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଦି ଦେଶର ସରପଞ୍ଚମାନଙ୍କ ସହ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ପଞ୍ଚାୟତି ରାଜ ଦିବସରେ ଦେଶର ସମସ୍ତ ପଞ୍ଚାୟତ ମୁଖ୍ୟମାନଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏ ଅବସରରେ ସେ "ଇ-ଗ୍ରାମ ସ୍ବରାଜ" ପୋର୍ଟାଲ୍‌ ଓ…

‘ଦୁଇ ଗଜର ଦୂ‌ରତା’ ଜରୁରୀ: ମୋଦି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ। ଏହି ଅବସରରେ ଭିଡିଓ କନଫରନ୍ସିଂ ଜରିଆରେ ଦେଶର ସମସ୍ତ ସରପଞ୍ଚଙ୍କୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି। ସମ୍ବୋଧନ କରି ଦେଶର ସମସ୍ତ ସରପଞ୍ଚଙ୍କୁ ରାଷ୍ଟ୍ରୀୟ ପଞ୍ଚାୟତ ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି  ଅବସରରେ ଆଜି ପ୍ରଧାନମନ୍ତ୍ରୀ…

ପାଲଘର ଭିଡ଼ହତ୍ୟାରୁ ବର୍ତ୍ତି ଯାଇଥିବା…

ପାଲଘର: ମହାରାଷ୍ଟ୍ରର ପାଲଘର ଠାରେ ଏପ୍ରିଲ ୧୬ ରାତିରେ ହୋଇଥିବା ଭିଡ଼ହତ୍ୟା ବେଳେ ଜୀବନ ବଞ୍ଚାଇ ଖସିଆସିଥିବା ବିଜେପି ନେତା ତଥା ସ୍ଥାନୀୟ ସରପଞ୍ଚ ସେଦିନର ଛାତିଥରା କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା କହିଥିବା ବେଳେ ପୁଲିସ ଗିରଫ କରିଥିବା ୧୦୦…

କାଲି ଦେଶର ସମସ୍ତ ସରପଞ୍ଚଙ୍କ ସହ କଥା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏପରିକି ୩ ମେ' ପର୍ଯ୍ୟନ୍ତ ସାରା ଦେଶ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାରି ମଧ୍ୟରେ ଆଉଥରେ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା…

ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହିତ କଥା…

ଭୁବନେଶ୍ବର: ୨ ଦିନରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ବିଶେଷ କରି ରାଜ୍ୟ ପାଇଁ ଅଡ଼ୁଆ ହୋଇଛି ପଶ୍ଚିମବଙ୍ଗ ଫେରନ୍ତା କରୋନା ଆକ୍ରାନଙ୍କ ପାଇଁ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେ ପଞ୍ଚାୟତଗୁଡ଼ିକ ମାଧ୍ୟମରେ…