Odisha Link
Bridging the Missing Links in Odisha
Browsing Tag

2 Dead

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍, ୨ ହେଲପର…

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ-୨୦ ବୀରଗୋବିନ୍ଦପୁର ନିକଟରେ ଦୁର୍ଘଟଣା। ଚକା ବଦଲାଉଥିବା ବେଳେ ହେଲ୍‌ପରଙ୍କ ଉପରେ ମାଡିଗଲା ଟ୍ରକ। ଫଳରେ ଘଟଣାସ୍ଥଳରେ ୨ଜଣ ହେଲ୍‌ପରଙ୍କ ମୃତ୍ୟୁ ହୋଇଛି। ମୃତକ ୨ ହେଲ୍‌ପର ହେଲେ ଆନନ୍ଦପୁର ଥାନା ଜୋକନାଳି ଗାଁ ର ଲିପୁନ୍ ନାୟକ ଓ ସଂଜିବ ଘଡେଇ। ଘସିପୁରା…

ସଡ଼କ‌ ଦୁର୍ଘଟଣା: ୨ ମୃତ, ୨୫ ଆହାତ

ବୌଦ୍ଧ: ବୌଦ୍ଧ-ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ମର୍ମନ୍ତୁଦ ସଡ଼କ‌ ଦୁର୍ଘଟଣା। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଗୁରୁତରଙ୍କୁ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଇଛି। ଏଥିସହ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ ହୋଇଛନ୍ତି। ଆହାତ ଯାତ୍ରୀଙ୍କୁ ବୌଦ୍ଧ…

ଓଲଟିଲା ଅଟୋ ୨ମୃତ, ୧୫ ଆହତ

ଉମରକୋଟ: ଉମରକୋଟ ଚନ୍ଦାହାଣ୍ଡି ଘାଟି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଅଟୋ ଓଲଟି ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ରୁ ୪ ଜଣ ଶିଶୁ ଥିବା ଜଣାଯାଇଛି। ଅଟୋର ସବୁ ଯାତ୍ରୀ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ। ଚନ୍ଦାହାଣ୍ଡି…

ଦଶାହ କାର୍ଯ୍ୟବେଳେ ବଜ୍ରପାତ, ୨ ମୃତ

ଜଗତସିଂହପୁର: ଦଶାହ କାର୍ଯ୍ୟବେଳେ ବଜ୍ରପାତ। ଜଗତସିଂହପୁର ଜିଲ୍ଲା ବିରିଡି ଥାନା ପୁରଣ ବାରେଡ଼ିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନଦୀରେ ଗାଧୋଉଥିବା ବେଳେ ବଜ୍ରପାତରେ ଦୁଇଜଣ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ବାରେଡ଼ିଆ ଗାଁର ବିଷ୍ଣୁ ଚରଣ ବହାଲିଆ ଓ ପ୍ରମୋଦ ବହାଳିଆ। ସୂଚନାଯୋଗ୍ୟ,…

ବଜ୍ରପାତରେ ୨ ମୃତ

ନୟାଗଡ: ବଜ୍ରାପାତରେ ୨ ମୃତ। ଆଜି ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁରେ। ମୃତକ ଦ୍ବୟ ହେଲେ ଉଦୟନାଥ ପ୍ରଧାନ ଏବଂ ଶାନ୍ତିଲତା ସାହୁ। ସୂଚନାମୁତାବକ, ରାଜ୍ୟରେ ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ବିଲକୁ କାମ କରିବାକୁ ଯାଉଥିବା ବେଳେ…

ବିଦ୍ୟୁତ୍ ଆଘାତରେ ଶ୍ୱଶୁର ଓ ବୋହୂ ମୃତ

ରାୟଗଡ଼ା: ବିଦ୍ୟୁତ୍ ଆଘାତରେ ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଫଙ୍ଗପଡ଼ା ଗ୍ରାମରେ। ମୃତକ ଦ୍ବୟ ସମ୍ପର୍କୀୟରେ ଶ୍ୱଶୁର ଦହନି ମାଣ୍ଡାଙ୍ଗୀ (୬୫) ଓ ବୋହୂ ସୁମିତ୍ରା ମାଣ୍ଡାଙ୍ଗୀ (୨୪ )ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ,…

ଟ୍ରକ୍ ଓ କାର ମୁହାଁମୁହିଁ, ୨ ମୃତ

ସମ୍ବଲପୁର: ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜୁଜୁମୁରା ଥାନା ଅନ୍ତର୍ଗତ ସମ୍ବଲପୁରୀ ଢ଼ାବା ସାମ୍ନାରେ ଅପରାହ୍ନରେ ଟ୍ରକ୍ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପ ପୁଅ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସିଙ୍ଗାରୀ ଢାବା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ପୁଅ ଗୁରୁତର ଅଛି। ଗୁରୁତର ଥିବା ପୁଅକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଜୁରାମୁଣ୍ଡା ଗାଁର ସୁଜିତ ଦାସ ତାଙ୍କ ୨…

ଭାରତରେ କରୋନା ନେଲା ଦ୍ବିତୀୟ ମୁଣ୍ଡ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନାରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଆରଏମଏଲ…

ଓଲଟିଲା ବସ୍‌ : ୨ ମୃତ

ନବରଙ୍ଗପୁର: ପାପଡାହାଣ୍ଡି ମୃଗ ବିହାର ନିକଟରେ ଓଲଟିଲା ବସ୍। ଜୟପୁର ଚନ୍ଦାହାଣ୍ଡିକୁ ଯାଉଥିବା 'ଜେକେ' ବସ୍‌ ଓଲଟିଲା ଗାଡି ସାମ୍ନାକୁ ଗୋଟିଏ ଗାଇ ପଶି ଆସିବାରୁ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡିଛି। ବସ୍‌ ତଳେ ୨ ଜଣ ବ୍ୟକ୍ତି ଚାପି ହୋଇ ରହିଛନ୍ତି। ବସ୍‌ରେ ଥିବା ପ୍ରାୟ ୧୫ ଯାତ୍ରୀ ଆହତ ହୋଇଛନ୍ତି।…