Odisha Link
Bridging the Missing Links in Odisha
Browsing Tag

2020

ପିଲାଙ୍କୁ ଟିପସ୍‌ ଦେଉଛନ୍ତି ମୋଦୀ

ନୂଆଦିଲ୍ଲୀ : ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ଟିପସ୍‌ ଦେଉଛନ୍ତି ମୋଦୀ। ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେବା ସହ ନିଜର ଉଦବୋଧନ ଆରମ୍ଭ କରିଛନ୍ତି। ଏହି…

ଆଜି ପିଲାଙ୍କ କ୍ଲାସ୍ ନେବେ ମୋଦୀ

ନୂଆଦିଲ୍ଲୀ: ଆଜି ପିଲାଙ୍କ କ୍ଲାସ୍ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀର ତାଲକୋଟା ଷ୍ଟାଡିୟମରେ ଆଜି ଦିନ ୧୧ଟାରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ କ୍ଲାସ ନେବେ ମୋଦି। ଏହି ଅବସରରେ ପରୀକ୍ଷାର୍ଥୀମାନେ ବିଭିନ୍ନ ପ୍ରଶ୍ନ ପଚାରିବେ ଓ ତାହାର ଉତ୍ତର ଦେବେ ମୋଦୀ।…

ଆଜିଠୁ କଳିଙ୍ଗଷ୍ଟାଡିୟମ୍‌ରେ ହକି…

ଭୁବନେଶ୍ବର : ଆଜିଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଦ୍ବିତୀୟ ସଂସ୍କରଣ। ଏହି ପ୍ରତିଯୋଗିତାରେ ୯ଟି ଦଳ ଭାଗ ନେଉଥିଲା ବେଳେ ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ପ୍ରତି ଦଳ ଲିଗ୍‌ ପର୍ଯ୍ୟାୟରେ ୧୬ ଲେଖାଏଁ ମ୍ୟାଚ୍‌…

ମେ ୨୪ରେ ୨୦୨୦ ଆଇପିଏଲ୍‌ ଫାଇନାଲ୍‌

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୦ ସଂସ୍କରଣର ଫାଇନାଲ ମ୍ୟାଚ୍‌ ମେ ୨୪ରେ ଖେଳାଯିବ। ୨୦୨୦ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ମାର୍ଚ୍ଚ ୨୯ରେ ମୁମ୍ବଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯିବ। ରାତି ମ୍ୟାଚ୍‌ ୮ଟା ପରିବର୍ତ୍ତେ ୭.୩୦ରୁ ଖେଳ ଆରମ୍ଭ ହେବ। ୨୦୨୦ ସଂସ୍କରଣରେ ମୋଟ୍‌…

ଜାନୁଆରୀ ୧୦ରେ ଚନ୍ଦ୍ର ଗ୍ରହଣ

ଭୁବନେଶ୍ବର: ଜାନୁଆରୀ ୧୦ରେ ହେବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ ଜାନୁଆରୀ ୧୧ ତାରିଖ, ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ…

ଜୟପୁର ସାହିତ୍ୟ ଉତ୍ସବ ୨୦୨୦: ଯୋଗଦେବେ…

ଭୁବନେଶ୍ବର: ଚଳିତ ମାସ ୨୩ରୁ ୨୭ ତାରିଖ ୫ ଦିନ ଧରି ରାଜସ୍ଥାନର ରାଜଧାନୀ ଜୟପୁର ସହରରେ ଅନୁଷ୍ଠିତ ହେଉଛି ୧୩ତମ ଜୟପୁର ସାହିତ୍ୟ ଉତ୍ସବ। ବିଶ୍ବର ସବୁଠୁ ବଡ଼ ସାହିତ୍ୟ ଉତ୍ସବ ଭାବେ ଜଣାଶୁଣା ଜୟପୁର ଲିଟରେଚର ଫେଷ୍ଟିଭାଲ ୨୦୨୦ର ଅତିଥି ତାଲିକାରେ ଏଥର ଦେଶ ବିଦେଶର ୩୦୦ରୁ ଅଧିକ ବକ୍ତାଙ୍କ ସମେତ ୧୪ଟି…

ବିହାରରେ ପୋଷ୍ଟର ରାଜନୀତି, ଲାଲୁ…

ପାଟନା : ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନ ନିର୍ବାଚନ ପାଇଁ ଅନେକ ସମୟ ଅଛି। ହେଲେ ଏବେଠାରୁ ବ୍ୟାନର ଓ ପୋଷ୍ଟରକୁ ନେଇ ଶାସକ-ବିରୋଧୀ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଇତି ମଧ୍ୟରେ ରାଷ୍ଟ୍ରୀୟ ଜନତାଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ…

୨୦୨୦ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ…

ଭୁବନେଶ୍ବର: ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୦୨୦ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ। ୨୦୨୦ରେ ମେ’ ୬ରୁ ତାରିଖରୁ ଗ୍ରୀଷ୍ମ ଛୁଟି ଦିଆଯିବ। ବିଗତ ବର୍ଷଗୁଡ଼ିକରେ ମେ’ ୨ ତାରିଖରୁ ଗ୍ରୀଷ୍ମ ଛୁଟି ଦିଆଯାଉଥିବା ବେଳେ ୨୦୨୦ ବର୍ଷରେ ମେ ୬ ରୁ ଜୁନ୍‌ ୧୮ ଯାଏ ଗ୍ରୀଷ୍ମ ଛୁଟି ଦିଆଯିବ। । ମୋଟ ଉପରେ ଏ…

ଆସନ୍ତା ମାର୍ଚ୍ଚ-ଏପ୍ରିଲ୍‌ରେ ହେବ…

ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ-ଏପ୍ରିଲ୍‌ରେ ହେବ ସ୍ପେକ୍ଟ୍ରମ ନିଲାମ। ଏଥିପାଇଁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଯେଉଁ ପ୍ରସ୍ତାବ ଦେଇଥିବା ବେଳେ ଟେଲିକମ୍ ବିଭାଗ ଅନୁମୋଦନ ପ୍ରଦାନ କରିଛି। ସ୍ପେକ୍ଟ୍ରମ ନିଲାମରୁ ୫ ଲକ୍ଷ ୨୨ ହଜାର ୮୫୦ କୋଟି ଟଙ୍କା ମିଳିବ ବୋଲି ଆଶା ରଖାଯାଇଛି।…

ବ୍ରାଜିଲ ରାଷ୍ଟ୍ରପତି ହେବେ…

ବ୍ରାସିଲିଆ: ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ସେ ଗ୍ରହଣ କରିଥିବା ଜଣାପଡିଛି। ୧୧ତମ ବିକ୍ସ ସମିଟ୍‌ ଅବସରରେ ମୋଦି ବୋଲ୍‌ସୋନାରୋଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…