Odisha Link
Bridging the Missing Links in Odisha
Browsing Tag

2020

ଆଜି ବିଶ୍ୱ ମାନବ ଅଧିକାର ଦିବସ, ମାନବ…

ନୂଆଦିଲ୍ଲୀ: ଆଜି ବିଶ୍ୱ ମାନବିକ ଅଧିକାର ଦିବସ। ପ୍ରତିବର୍ଷ ଡିସେମ୍ୱର ମାସ ୧୦ ତାରିଖରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମନୁଷ୍ୟ। ଏଣୁ ସବୁ ବର୍ଗର ମଣିଷ କିଭଳି ଉଚିତ୍ ନ୍ୟାୟ, ଅଧିକାର ଓ ସମ୍ମାନ ପାଇବେ ସେନେଇ ବିଶ୍ୱ ମାନବ ଅଧିକାର ଦିବସ…

ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି…

ନୂଆଦିଲ୍ଲୀ: ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନ, ଜ୍ଞାନକୌଶଳ, ନବଉନ୍ମେଷର ଭୂମିକା ମହତ୍ୱପୂର୍ଣ୍ଣ ବୋଲି ଶନିବାର ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ପରିଷଦ ଖଣିଜ ଏବଂ ପଦାର୍ଥ ପ୍ରାଧୋଗିକ ସଂସ୍ଥା, ଭୁବନେଶ୍ୱର (ସିଏସଆଇଆର-ଆଇଏମଏମଟି) ପକ୍ଷରୁ ଆୟୋଜିତ ଷଷ୍ଠ ଭାରତ ଆନ୍ତର୍ଜାତିକ…

ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ…

ଭୁବନେଶ୍ୱର: ସୋମବାର ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ। ଜ୍ୟୋର୍ତିବିତ୍‌ଙ୍କ କହିବା ମୁତାବକ, ଏହି ଚନ୍ଦ୍ର ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷେତ୍ରରେ ଲାଗିବ। ଦିନ ଗୋଟାଏ ୨ ମିନିଟ ୨୨ ସେକେଣ୍ଡରେ ଆରମ୍ଭ ହୋଇ ଅପରାହ୍ନ ୫ଟା ୨୩ ମିନିଟ ୨୨ ସେକେଣ୍ଡ…

କାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ଆସନ୍ତା କାଲି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ନଭେମ୍ୱର ୩୦ ରେ ପଡୁଛି ଏହି ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ପରି ହେବ ହେଲି କୁହାଯାଉଛି। ଜ୍ୟୋର୍ତିବିତ୍‌ଙ୍କ କହିବା ମୁତାବକ, ଏହି ଚନ୍ଦ୍ର ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷେତ୍ରରେ ଲାଗିବ। ଚନ୍ଦ୍ର ଗ୍ରହଣର ପ୍ରଭାବ…

ନମିତା ଟୋପ୍ପୋଙ୍କୁ ମିଳିବ ଏକଲବ୍ୟ…

ଭୁବନେଶ୍ବର: ଆନ୍ତର୍ଜାତୀୟ ହକି ଖେଳାଳୀ ନମିତା ଟୋପ୍ପୋଙ୍କୁ ମିଳିବ ଏକଲବ୍ୟ ପୁରସ୍କାର। ୨୦୨୦ ବର୍ଷ ପାଇଁ ୨୮ ତମ ଏକଲବ୍ୟ ପୁରସ୍କାର ପାଇଁ ନମିତା ଟୋପ୍ପୋଙ୍କୁ ମନୋନିତ କରାଯାଇଛି। ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ମନୋନୟନ କରାଯାଇଛି। ପୁରସ୍କାର ବାବଦରେ ନମିତାଙ୍କ ୫ ଲକ୍ଷ ଟଙ୍କା ସହ…

୪ର୍ଥ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

TO READ THIS NEWS IN ENGLISH CLICK HERE ଭୁବନେଶ୍ବର: ଯୁବ ଲେଖକଙ୍କ ପାଇଁ ବହୁ ପ୍ରତୀକ୍ଷିତ ମଞ୍ଚ ଭାବେ ପରିଚିତ ପୁରସ୍କାରର ସମୟ ଆସିଯାଇଛି। ଭୁବନେଶ୍ବରରୁ ଓଡ଼ିଆ ମିଡିଆ ପରିଚାଳିତ ଦେଶର ପ୍ରମୁଖ ପ୍ରକାଶନ ସଂସ୍ଥା ଭାବେ ଜଣାଶୁଣା 'ପେନ୍‌ ଇନ୍‌ ବୁକ୍ସ' ପକ୍ଷରୁ ଏହାର ବାର୍ଷିକ ଯୁବ ଲେଖକ…

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ…

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହରାଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା। ଏପରି ସ୍ଥିତିରେ ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ…

ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ

ବାଲେଶ୍ବର: ଆଜି ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷାରେ ଦେଖିବାକୁ ମିଳିଛି ନକଲି ପରୀକ୍ଷାର୍ଥୀ। ପରୀକ୍ଷା କେନ୍ଦ୍ରରୁ ଧରା ପଡିଛି ନକଲି ପରୀକ୍ଷାର୍ଥୀ। ବସ୍ତା ବ୍ଲକ ପାଉଁଶକୁଲି ଆର.ଏନ୍. ହାଇସ୍କୁଲ୍‌ରେ ଧରା ପଡିଛନ୍ତି ନକଲି ପରୀକ୍ଷାର୍ଥୀ। ଡି.ଇ.ଓ ସ୍କ୍ବାର୍ଡ ଦ୍ବାରା…

କାଲିଠୁ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: କାଲିଠାରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ପିଲାମାନେ…

ଆଦିବାସୀ ମେଳା ପାଇଁ ସଜେଇ ହେଲାଣି…

ଭୁବନେଶ୍ବର: ଆସନ୍ତା କାଲି ଠାରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ୨୦୨୦, ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କିଏ ଛପର ବାନ୍ଧୁଚି ତ କିଏ କାନ୍ଥରେ ମାଟି ଲିପୁଛି, ଆଉ କିଏ ବାଉଁଶ ବାଡ଼ ବାନ୍ଧୁଚି। ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ସ୍ମାର୍ଟ ସିଟି ଭୁବନେଶ୍ବର ପ୍ରଦର୍ଶନୀ…