ଟ୍ରଲର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ…
ଓଏଲ୍ ବ୍ୟୁରୋ : ସମ୍ବଲପୁର ଅଇଁଠାପାଲି ଛକରେ ମର୍ମତୁନ୍ତ ସଡକ ଦୁର୍ଘଟଣା। ସ୍କୁଲ ଯାଉଥିବା ସମୟରେ ଜଣେ ସ୍କୁଲ ଛାତ୍ରୀଙ୍କୁ ମାଡ଼ି ଚାଲିିଗଲା ଟ୍ରଲର। ଘଟଣା ସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।
ସ୍କୁଲ ଛାତ୍ରୀ ଜଣଙ୍କ ନାମ ହେଉଛି ପ୍ରଜ୍ଞାପରମିତା ପାଣିଗ୍ରାହୀ। ସେ ସମ୍ବଲପୁର…