Odisha Link
Bridging the Missing Links in Odisha
Browsing Tag

AIIMS

ଏଣିକି ସହଜ ହେବ ରକ୍ତ ଯୋଗାଣ; ଭୁବନେଶ୍ୱର…

ଓଏଲ୍‌ ବ୍ୟୁରୋ: ଏଣିକି ସହଜ ହେବ ରକ୍ତ ଯୋଗାଣ। ଭୁବନେଶ୍ୱର ଏମ୍ସରୁ ପରୀକ୍ଷା ମୂଳକ ପ୍ରଥମ ଥର ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଣ, ରକ୍ତ ସାମ୍ପଲ ସଂଗ୍ରହ, ଅତି ଜରୁରୀ ଇଞ୍ଜେକ୍ସନ ଔଷଧ ଯୋଗାଣ ନେଇ ଡ୍ରୋନ ସେବା ଆରମ୍ଭ କରାଯାଇଛି। ଏହି ଡ୍ରୋନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ…

ଟନେଲ୍ ଟ୍ରାଜେଡି: ଏମ୍ସରୁ ଡିସ୍‌ଚାର୍ଜ…

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଦୀର୍ଘ ୧୭ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ଓ ସମଗ୍ର ଦେଶର ପ୍ରାର୍ଥନା କାମ ଦେଇଛି। ଟନେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଶ୍ରମିକ। ପର୍ଯ୍ୟାୟକ୍ରମେ ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ…

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ନିଆଁ ଲିଭା…

ଓଏଲ୍‌ ବ୍ୟୁରୋ: ଦିଲ୍ଳୀ ଏମ୍ସ ହସ୍ପିଟାଲରେ ଅଗ୍ନିକାଣ୍ଡ। ହସ୍ପିଟାଲର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ନେଇ ଖବର ସାମ୍ନାକୁ ଆସିଛି। ନିଆଁକୁ ଆୟତ୍ତ କରିବା ପାଇଁ ୬ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ଏଥିରେ କାହାର କ୍ଷତି ଘଟିନାହିଁ। ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ…

ବାହୁଡ଼ାରେ ରଥ ଦଉଡ଼ି ଛିଡ଼ିବାରୁ…

ଓଏଲ୍‌ ବ୍ୟୁରୋ: ପୁରୀ ବାହୁଡ଼ା ଯାତ୍ରାରେ ଘଟିଥିବା ଏକ ଅଘଟଣ ଖବର ସାମ୍ନାକୁ ଆସିଥିଲା। ରଥ ଟାଣିବା ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା କାରଣରୁ ପୁଲିସ କର୍ମଚାରୀଙ୍କ ସମେତ ୬ ଜଣ ଆହତ ହୋଇଥିବା ସୂଚନା ରହିଥିଲା। ଏହା ସହ ତାଳଧ୍ୱଜ ରଥର ଦଉଡ଼ି ଛିଡ଼ି ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ ହୋଇଥିଲେ। ସମସ୍ତ…

ଏମ୍ସରେ ଚାଲିଛି ମୃତଦେହ ଚିହ୍ନଟ ପାଇଁ…

ଓଏଲ୍‌ ବ୍ୟୁରୋ: ଗତ ୨ ତାରିଖରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ…

ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କୁ…

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ଅର୍ଥାତ ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ…

ଅଚିହ୍ନା ମୃତଦେହର ମିଳିବ ପରିଚୟ, ଏମ୍ସରେ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ଶୁକ୍ରବାର ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି।…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବିକ, ସୀତାରମଣଙ୍କୁ ହସ୍ପିଟାଲର ପ୍ରାଇଭେଟ୍‌ ଓ୍ବାର୍ଡରେ ତାଙ୍କର ଚିକିତ୍ସା ଜାରି ରହିଛି। ୬୩ ବର୍ଷିୟ ସୀତାରମଣଙ୍କୁ ପାଖାପାଖି ଦିନ ୧୨ ଟାରେ ହସ୍ପିଟାଲ…

ଦିଲ୍ଲୀ ଏମ୍ସରେ ସିଗାରେଟ ଓ ତମାଖୁ ବ୍ୟାନ

ଓଏଲ୍ ବ୍ୟୁରୋ : ଦିଲ୍ଲୀ ଏମ୍ସ ଭିତରେ ଲାଗିଲା କଟକଣା। କୌଣସି ବ୍ୟକ୍ତି ନେଇପାରିବେ ନାହିଁ ସିଗାରେଟ ବା ତମାଖୁ। ଏମ୍ସ କର୍ତ୍ତୃପକ୍ଷ ଜାରି କଲେ ନିୟମ। ଡାକ୍ତର, ମେଡିକାଲ କର୍ମଚାରୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ଅନ୍ୟ କୌଣସି ବ୍ୟକ୍ତି କେହିବି ନେଇପାରିବେ ନାହିଁ ସିଗାରେଟ ଓ ତମାଖୁ। ଏମ୍ସ…

ବଡ଼ଧରଣର ସାଇବର ଆକ୍ରମଣ, ଦିଲ୍ଲୀ ଏମ୍ସରୁ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ବଡ଼ଧରଣର ସାଇବର ଆକ୍ରମଣ। ଏମ୍ସରେ ଅନଲାଇନ୍‌ ସିଷ୍ଟମ ବା ସର୍ଭରକୁ ହ୍ୟାକ୍‌ କରି ତଥ୍ୟ ଚୋରି କଲେ ହ୍ୟାକର। ଏମ୍ସ ସିଷ୍ଟମ୍‌ରୁ ୪ କୋଟିରୁ ଅଧିକ ରୋଗୀଙ୍କ ତଥ୍ୟ ଚୋରାଇ ନେଇଛନ୍ତି ହ୍ୟାକରମାନେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, କଂଗ୍ରେସର ପୂର୍ବତନ…