Odisha Link
Bridging the Missing Links in Odisha
Browsing Tag

AIIMS

ଜାନୁଆରୀ ୧୭ରୁ ଏମ୍ସ ଓପିଡି ବନ୍ଦ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି କଟକଣା। ଏପରିକି ଅଧିକ ଗୁରୁତର ସ୍ବାସ୍ଥ୍ୟ ଖରାପ ନହେଲେ ରୋଗୀମାନଙ୍କୁ ମେଡିକାଲ ନଆସିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏସବୁ ମଧ୍ୟରେ ଜାନୁଆରୀ ୧୭ ତାରିଖରୁ…

ଭୁବନେଶ୍ବର ଏମସ୍‌ ଠାବ କଲା…

ଭୁବନେଶ୍ବର: ବ୍ଲାକ୍‌ ଫଙ୍ଗସ୍‌, ହ୍ବାଇଟ୍‌ ଫଙ୍ଗସ୍‌ ପରେ ଆଉ ଏକ ଫଙ୍ଗସ୍‌କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଭୁବନେଶ୍ବର ଏମ୍‌ସର ଗବେଷକମାନେ ଏକ ନୂଆ ଫଙ୍ଗସ୍‌ ଆବିଷ୍କାର କରିଛନ୍ତି। ଯାହାର ନାମ ଅରୁଣାଲୋକେ ରଖିଛନ୍ତି ଗବେଷକମାନେ। ଏହି ଫଙ୍ଗସ୍‌ ଯୋଗୁ ବ୍ଲାକ୍‍ ଫଙ୍ଗସ୍‌ ବା ମ୍ୟୁକରମାଇକାସିସ୍‌…

ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା…

ସୁନ୍ଦରଗଡ଼: ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା। ଦ୍ଵିତୀୟ ଏମ୍ସ ପାଇଁ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ତେବେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ରାସ୍ତା ଘାଟ ଦୋକାନ ବଜାର…

ଭୁବନେଶ୍ୱର ଏମ୍ସରେ ଲାଗିଲା ଇକମୋ ମେସିନ୍

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଲାଗିଲା ଇକମୋ ମେସିନ୍। ପ୍ରଥମ ସରକାରୀ ଭାବରେ ଉଦଘାଟନ ହୋଇଛି ଇକମୋ ମେସିନ୍‌। ଆଜି ଏମ୍ସର ନବମ ପ୍ରତିଷ୍ଠା ଦିବସରେ ନିର୍ଦ୍ଦେଶିକା ଉଦଘାଟନ କରିଛନ୍ତି। ତେବେ ଏହି ମେସିନ୍ ପରେ ଆଉ ଏକ ଇକମୋ ମେସିନ୍ ଆସିବ। ଆଗାମୀ ୧ ସପ୍ତାହ ମଧ୍ୟରେ ଇକମୋ ଚିକିତ୍ସା ଆରମ୍ଭ ହେବ ବୋଲି…

ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ…

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କରୋନାରେ ଆକ୍ରାନ୍ତ ହେବାପରେ ଆଜି ତାଙ୍କୁ ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମ୍‌ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ, ତାଙ୍କୁ ଏକ…

ଭୁବନେଶ୍ୱର ଏମ୍ସକୁ ଆସିଲା ପ୍ରଥମ ଇକମୋ…

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍। ଆଉ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ବାହାରକୁ ଚିକିତ୍ସା ପାଇଁ ନେବାକୁ ପଡିବ ନାହିଁ। ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ଆସିଛି।ଏହାକୁ କାର୍ୟ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ…

ଜୁନ୍ ୨୮ରୁ ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୮ ତାରିଖରୁ ଖୋଲିବ ଏମ୍ସ ଓପିଡି। ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସର ଓପିଡ଼ି ବିଭାଗ। କରୋନା ପାଇଁ ଏପ୍ରିଲ ୨୪ ତାରିଖରୁ ଏମ୍‌ସ ଓପିଡ଼ି ବନ୍ଦ ରହିଥିଲା। ଏବେ ସବୁ ବିଭାଗର ଆଉଟଡୋର୍ ଖୋଲିଲେ ମଧ୍ୟ ଅଳ୍ପ ସଂଖ୍ୟକ ରୋଗୀଙ୍କୁ କରୋନା କଟକଣା ମଧ୍ୟରେ ଚିକିତ୍ସା କରାଯିବ…

ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା…

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୪ଜଣିଆ ଡାକ୍ତରୀ ଟିମ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ଏମସର ୨ ଜଣ ଓ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ଥିବା ଜଣାଇଛନ୍ତି…

ପୁଣି ଅସୁସ୍ଥ ହେଲେ ଅମିତ ଶାହ, ଏମ୍‌ସରେ…

ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୁଣିଥରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତିପ୍ରାୟ ୧୧ଟା ସମୟରେ ଏମ୍‌ସରେ ଭର୍ତ୍ତି କରାଯାଇଛି ସୂଚନା ରହିଛି। ସୂଚନାଥାଉକି, ଅଗଷ୍ଟ ୨ରେ…