Odisha Link
Bridging the Missing Links in Odisha
Browsing Tag

AIIMS

ପୁଣି ଅସୁସ୍ଥ ହେଲେ ଅମିତ ଶାହ, ଏମ୍‌ସରେ…

ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୁଣିଥରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତିପ୍ରାୟ ୧୧ଟା ସମୟରେ ଏମ୍‌ସରେ ଭର୍ତ୍ତି କରାଯାଇଛି ସୂଚନା ରହିଛି। ସୂଚନାଥାଉକି, ଅଗଷ୍ଟ ୨ରେ…

ପୁଣି ଅମିତ ଶାହ ଅସୁସ୍ଥ, ଏମ୍ସରେ…

ନୂଆଦିଲ୍ଲୀ: ପୁଣି ଥରେ ଅସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହ ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ କରୁଛି । ଅମିତ ଶାହଙ୍କ…

AIIMS ନଯାଇ ଘରୋଇ ହସ୍ପିଟାଲ କାହିଁକି…

ନୂଆଦିଲ୍ଲୀ: "ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ାଇବା ପାଇଁ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ସରକାରୀ ଅନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହିତ କରିବା କଥା।" କରୋନା ଆକ୍ରାନ୍ତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଚିକିତ୍ସା ବାବଦରେ ଆଜି ଏମିତି କହିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଦିଲ୍ଲୀର ଏମ୍‌ସରେ…

ମନମୋହନ ସିଂହ ଅସୁସ୍ଥ, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ ଆଜି ରାତିରେ ଦିଲ୍ଲୀ ସ୍ଥିତ ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଆଜି ରାତି ୮ଟା ୪୫ରେ ହୃଦରୋଗ ବିଭାଗରେ ଚିକିତ୍ସା ପାଇଁ ରଖାଯାଇଛି। ୮୭ ବର୍ଷିୟ…

ପରଲୋକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ପରଲୋକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଆଜି ଦିନ ୧୦ଟା ୪୪ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତରର ପ୍ରଦେଶର ଅତିରିଙ୍କ ମୁଖ୍ୟ ସଚିବ। ଆଜି ଦିଲ୍ଲୀସ୍ଥିତ…

AIIMSରେ କରୋନା: ସୁପରିଟେଣ୍ଡେଣ୍ଟ୍‌ ଓ…

ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସରେ ରାଜ୍ୟର ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଡାକ୍ତରଖାନା ପରିସରରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାଇ ପ୍ରୋଫାଇଲ୍‌ କେସ୍‌ କହି ଏହି ରୋଗୀଙ୍କ ବାବଦରେ କାହାରିକୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ରୋଗୀ ଜଣକ ଏମ୍‌ସର ଜଣେ ବରିଷ୍ଠ ଅଧିକାରୀଙ୍କ ପୁଅ ବୋଲି…

କରୋନା: ”ନିଜ ପୁଅ ବୋଲି…

ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସରେ ରାଜ୍ୟର ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଡାକ୍ତଖାନା ପରିସରରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାଇ ପ୍ରୋଫାଇଲ୍‌ କେସ୍‌ କହି ଏହି ରୋଗୀଙ୍କ ବାବଦରେ କାହାରିକୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ରୋଗୀ ଜଣକ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ପୁଅ ବୋଲି…

ଭୁବନେଶ୍ବର AIIMSରେ ଛନକା: ନିର୍ଦ୍ଦେଶକ,…

ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସରେ ରାଜ୍ୟର ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଡାକ୍ତଖାନା ପରିସରରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାଇ ପ୍ରୋଫାଇଲ୍‌ କେସ୍‌ କହି ଏହି ରୋଗୀଙ୍କ ବାବଦରେ କାହାରିକୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଗତକାଲି ଦିବସ ବ୍ୟାପୀ ବହୁ ଡାକ୍ତର ଓ କର୍ମଚାରୀ ତାଙ୍କ…

ଭୁବନେଶ୍ବର AIIMSରେ କରୋନା ରୋଗୀ, ୧୨…

ଭୁବନେଶ୍ବର: ଓଡ଼ିଶାରେ ଗତକାଲି ବିଳମ୍ବିତ ରାତ୍ରିରେ ଦ୍ବିତୀୟ କୋରାନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଯୁବକ ଜଣକର ବୟସ ୧୯ ବର୍ଷ। ଏମ୍‌ସର ଜଣେ ବରିଷ୍ଠ ପଦାଧିକାରୀଙ୍କ ପୁତ୍ର। ଲଣ୍ଡନରେ ପାଠ ପଢ଼ୁଥିବା ଯୁବକ ଜଣକ ୩ ଦିନ ତଳେ ଓଡ଼ିଶା ଫେରିଥିଲେ। ଗତକାଲି ସକାଳେ ତାଙ୍କୁ ଏମ୍‌ସରେ…

AIIMSର ଦାଦାଗିରି, ଭୁବନେଶ୍ବରରେ ହିନ୍ଦୀ…

ଭୁବନେଶ୍ବର: ଆଜି ସାରା ବିଶ୍ବରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହେଉଥିବା ବେଳେ ଭୁବନେଶ୍ବର ସ୍ଥିତ ସର୍ବଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ(AIIMS)ର ଭାଷା ବିଦ୍ବେଷ ସାମନାକୁ ଆସିଛି। ଡାକ୍ତରଖାନା ପରିସରରେ ସମସ୍ତ ସରକାରୀ କାର୍ଯ୍ୟ ହିନ୍ଦୀରେ କରିବା ଲାଗି କର୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।…