Odisha Link
Bridging the Missing Links in Odisha

ପରଲୋକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା

ନୂଆଦିଲ୍ଲୀ: ପରଲୋକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଆଜି ଦିନ ୧୦ଟା ୪୪ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତରର ପ୍ରଦେଶର ଅତିରିଙ୍କ ମୁଖ୍ୟ ସଚିବ।

ଆଜି ଦିଲ୍ଲୀସ୍ଥିତ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ଅସୁସ୍ଥତା କାରଣରୁ ମାର୍ଚ୍ଚ ୧୫ ତାରରିଖରୁ ଦିଲ୍ଲୀସ୍ଥିତ ଏମ୍ସରେ ଚକିତ୍ସିତ ହେଉଥିଲେ ଯୋଗୀଙ୍କ ପିତା।

Comments are closed.