Odisha Link
Bridging the Missing Links in Odisha
Daily Archives

April 20, 2020

ମୁଦ୍ରା ଦୁର୍ବଳ: ୧୦ ବର୍ଷରେ ଡଲାର…

ଓଏଲ୍‌ ବ୍ୟୁରୋ: ଡଲାର ତୁଳନାରେ ଦିନକୁ ଦିନ ଅଧିକ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା। ଆଜି ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ରହିଛି ୭୬.୬୦ ଟଙ୍କା। ଏପ୍ରିଲ ୧୬ ତାରିଖରେ ଏହା ସର୍ବାଧିକ ଦୁର୍ବଳ ହୋଇ ପ୍ରାୟ ୭୭ ଟଙ୍କା (୭୬.୮୫୧)ରେ ପହଞ୍ଚିଥିଲା। ୧୦ ବର୍ଷ ତଳର ମୂଲ୍ୟକୁ ଯଦି ତଳନା କରାଯାଏ ତେବେ…

ଓଡ଼ିଶାରେ ପ୍ରତି ୩ ଜଣରେ ଜଣେ କରୋନା ରୋଗୀ…

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ୧୩ ନୂଆ କରୋନା ଆକ୍ରାନ୍ତ ଠାବ ହୋଇତିବା ବେଳେ ମୋଟ ସଂଖ୍ୟା ୭୪ରେ ପହଞ୍ଚିଛି। ଆଜି ଠାବ ବୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ କୋଲକାତାରୁ ଫେରିଥିଲେ। ମୋଟ ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ବା ଏକ ତୃତୀୟାଂଶ ବ୍ୟକ୍ତି ପଶ୍ଚିମବଙ୍ଗରୁ ଫେରିଛନ୍ତି ବୋଲି ରାଜ୍ୟ…

ଲକ୍‌ଡାଉନ୍: ୧.୭ ଲକ୍ଷ ଟଙ୍କାରେ ଡଙ୍ଗା…

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ସଡ଼କ ପଥ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଅଭିନବ ଉପାୟରେ ଘରକୁ ବାହୁଡ଼ିଛନ୍ତି ଚେନ୍ନାଇରେ ଫସି ରହିଥିବା ୧୦ ଜଣ ଓଡ଼ିଆ। ତେବେ ଘରେ ପହଞ୍ଚିବା ପୂର୍ବରୁ ପ୍ରଶାସନ ସେମାନଙ୍କୁ ଧରିନେଇ କ୍ବାରାଣ୍ଟିନ୍‌ ଗୃହରେ ରଖିଛି। ଚେନ୍ନାଇରେ ଫସି ରହିଥିବା ଓଡ଼ିଶାର ୧୦ ଜଣ ଓ ଆନ୍ଧ୍ରର…

ଓଡ଼ିଶାରେ କରୋନା: ନିଜାମୁଦ୍ଦିନ୍‌ ପରେ…

ଭୁବନେଶ୍ବର: ଗତ ତିନି ଦିନ ଧରି ରାଜ୍ୟରେ ଗୋଟିଏ ବି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଆଜି ହଠାତ ଗୋଟିଏ ଦିନରେ ୧୩ ନୂଆ ରୋଗୀ ମିଳିଛନ୍ତି। ସମସ୍ତେ ଗ୍ରାମାଞ୍ଚଳର। ଏମାନଙ୍କ ଭିତରୁ ଭଦ୍ରକ ଓ ଯାଜପୁରର ୧୦ ଜଣ ଆକ୍ରାନ୍ତ କୋଲକାତାରୁ ସଂକ୍ରମିତ ହୋଇ ଆସିଥିବା ସ୍ବାସ୍ଥ୍ର ବିଭାଗ…

କରୋନା: କଟକଣା ସହ ଖୋଲିବ…

ଭୁବନେଶ୍ବର: ସାରା ଦେଶ ୩ ମେ' ପର୍ଯ୍ୟନ୍ତ ଲକ୍‌ଡାଉନ୍। ଏପରିକି ରାଜ୍ୟ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ୍‌ ୧୭ ଯାଏ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ…

ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେନି…

ନୂଆଦିଲ୍ଲୀ: ପରଲୋକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଆଜି ଦିନ ୧୦ଟା ୪୪ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଆଜି ଦିଲ୍ଲୀସ୍ଥିତ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ଅସୁସ୍ଥତା କାରଣରୁ ମାର୍ଚ୍ଚ ୧୫…

କରୋନା: ରାଜ୍ୟରେ ଆଉ ୬ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଜି ଦିନ ୧୨ ଟା ସୁଦ୍ଧା ଆଉ ୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍। ଆଜି ଦିନକରେ ରାଜ୍ୟରେ ମୋଟ ୧୩ ଜଣ କରୋନା ପଜିଟିଭ…

୩୦ ସାମ୍ବାଦିକ କରୋନା ଆକ୍ରାନ୍ତ

ମୁମ୍ବାଇ: ଗତ ସପ୍ତାହରେ ଏକ ସ୍ପେଶାଳ ମେଡିକାଲ କ୍ୟାମ୍ପରେ ସ୍ଥାନୀୟ ସାମ୍ବାଦିକମାନଙ୍କର ସ୍ବାବ୍‌ ନମୁନା ପରୀକ୍ଷଣ କାଯାଇଥିବା ବେଳେ ୩୦ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଆକ୍ରାନ୍ତ ସାମ୍ବାଦିକମାନଙ୍କ ମଧ୍ୟରୁ ଅଧିକାଂଶ ଟିଭି ଚ୍ୟାନେଲରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ କିଛି…

ପାଲଘର ଭିଡ଼ହତ୍ୟାରେ ମୃତ ସାଧୁ ଓ…

ପାଲଘର: ଏପ୍ରିଲ ୧୬ ତାରିଖ ରାତିରେ ମହାରାଷ୍ଟ୍ରର ପାଲଘର ଠାରେ ୨ ହିନ୍ଦୁ ସାଧୁ ଓ ତାଙ୍କର ଡ୍ରାଇଭରଙ୍କୁ ପିଟିପିଟି ମାରିବା ସହ ପୁଲିସ ଉପରେ ଆକ୍ରମଣ ଘଟଣାରେ ୧୧୦ ଜଣଙ୍କୁ ଦାୟୀ କରିଛି ପୁଲିସ। ୧୦୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୯ ଜଣ ନାବାଳନ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।…

କରୋନା କବଳରେ ୨ ବର୍ଷର ଶିଶୁ କନ୍ୟା

ବାଲେଶ୍ବର: ଆଜି ରାଜ୍ୟରେ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୭ଜଣଙ୍କ ମଧ୍ୟରୁ ଭଦ୍ରକ ଜିଳ୍ଲାର ୫ ଓ ବାଲେଶ୍ବର ଜିଲ୍ଲାର ୨ଜଣ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଥିଲା। ଆଜି ଚିହ୍ନଟ ହୋଇଥିବା ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ…