Odisha Link
Bridging the Missing Links in Odisha
Daily Archives

April 20, 2020

ଭଦ୍ରକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ…

ଭୁବନେଶ୍ବର: ଆଜି ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୫ଜଣ ଭଦ୍ରକ ଜିଲ୍ଲାରୁ ହୋଇଥିବା ବେଳେ ଆଉ ୨ଜଣ ବାଲେଶ୍ବର ଜିଳ୍ଲାର। ଅପରପକ୍ଷେ ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ସଠିପୁର ଅଂଚଳର ୬ ଜଣ ସଂସ୍ପର୍ଶରେ ଆସିଥିବା ଯାଜପୁର ଜିଲ୍ଲାପାଳ ସୂଚନା…

ପରଲୋକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ପରଲୋକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଆଜି ଦିନ ୧୦ଟା ୪୪ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତରର ପ୍ରଦେଶର ଅତିରିଙ୍କ ମୁଖ୍ୟ ସଚିବ। ଆଜି ଦିଲ୍ଲୀସ୍ଥିତ…

କରୋନା: ବିଶ୍ଵବିଦ୍ୟାଳୟ ଶିକ୍ଷାକୁ ସଠିକ…

ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଶ୍ୱର ସର୍ବବୃହତ ଛାତ୍ରସଙ୍ଗଠନ, ଏହି ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଶିକ୍ଷାକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିବାତ୍ର ଦେଇଛି। କରୋନା ଭାଇରସର ପ୍ରଭାବ ରାଜ୍ୟର…

ଭଲ ଖବର: ଗୋଆ ପରେ ମଣିପୁର ହେଲା କରୋନା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି କରୋନା ଯାହାକି ଚିନ୍ତାର କାରଣ ପାଲଟିଛି। ଏସବୁ ମଧ୍ୟରେ ଏକ ଭଲ ଖବର ଆସିଛି। ଗୋଆ ପରେ ମଣିପୁର ଦେଶର ୨ୟ ରାଜ୍ୟ ଭାବେ ବର୍ତ୍ତମାନ କରୋନା ମୁକ୍ତ ହୋଇଛି। ଏନେଇ ନିଜେ ଟୁଇଟରରେ ସୂଚନା ଦେଇଛନ୍ତି…

୭ ମେ’ ପର୍ଯ୍ୟନ୍ତ ଲକ୍‌ଡାଉନ୍‌…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ବ। ଏଥିପାଇଁ ଏହି ମହାମାରୀରର ମୁକାବିଲା ପାଇଁ ପ୍ରଥମେ ଏପ୍ରିଲ ୧୪ ଏବଂ ପରେ ୩ ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହାରି ମଧ୍ୟରେ ତେଲେଙ୍ଗାନା ସରକାର ରାଜ୍ୟରେ…

ଦେଶରେ ୧୭ ହଜାର ଟପିଲା କରୋନା…

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ଧରୁନାହିଁ। ଏପରିକି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତି ଖବର ଏହାକି ଯେ, ଭାରତରେ…

ଭଦ୍ରକରୁ ୫ ଓ ବାଲେଶ୍ଵରରୁ ୨ କରୋନା…

ଭୁବନେଶ୍ବର: ରାଜ୍ୟରେ ଆଉ ୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍। ୭ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାରୁ ୫ ଜଣ ହୋଇଥିବା ବେଳେ ବାଲେଶ୍ବର…

ବଡ଼ଚଣା ଆଇଆଇସି ନିଲମ୍ବିତ

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ଆଇନ୍‌ ଭାଙ୍ଗି ସପରିବାର ଶ୍ରୀମନ୍ଦିର ଯିବା ପୁଲିସ୍‌ ବାବୁଙ୍କୁ ପଡ଼ିଲା ମହଙ୍ଗା। ଯାଜପୁର ବଡଚଣା ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ୍‌ ଡିଜି। ଏନେଇ ପୁଲିସ୍ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଲକଡାଉନ ନିୟମ ଭାଙ୍ଗିବା…

ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ଆଉ ୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍। ଆଜି ଯାଏ ରାଜ୍ୟରେ ୧୦,୬୪୧ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୦,୫୭୩…

ଶୃଙ୍ଖଳିତ ଜନଶୃଙ୍ଖଳ: ସାମାଜିକ ଦୂରତା…

ତେଲ ଆଭିଭ୍: ଇସ୍ରାଏଲ ରାଜଧାନୀରେ ଏକ ନିଆରା ବିକ୍ଷୋଭ ଦେଖିବାକୁ ମିଳିଛି। ପ୍ରଦର୍ଶନ ପୂର୍ବରୁ ସାମାଜିକ ଦୂରତା ରକ୍ଷା ପାଇଁ ଆୟୋଜକଙ୍କ ପକ୍ଷରୁ ଭୂଇଁରେ ଘର କଟାଯାଇଥିବା ବେଳେ ସମସ୍ତଙ୍କୁ ମାସ୍କ ଦିଆଯାଇଥିଲା। ରବିବାର ଦିନ ୨୦୦୦ରୁ ଅଧିକ ବ୍ୟକ୍ତି ତେଲ ଆଭିଭର ରବିନ ସ୍କ୍ବାରରେ ଏକତ୍ରିତ ହୋଇ…