Odisha Link
Bridging the Missing Links in Odisha
Browsing Tag

Arachana Nag

୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା…

ଓଏଲ୍‌ ବ୍ୟୁରୋ: ଆଜି ସକାଳୁ ଜେଲ୍‌ରୁ ବାହାରିଲେ ଅର୍ଚ୍ଚନା ନାଗ। ହନିଟ୍ରାପ୍‌ କୁଇନ୍‌ ଭାବେ ଜଣା ୧୪ ମାସ ପରେ ଜେଲରରୁ ମୁକୁଳିଛନ୍ତି। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ସେ ଆଜି ମୁକୁଳିଛନ୍ତି। ତାଙ୍କୁ ଆଣିବା ପାଇଁ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଯାଇଥିଲେ। ଯାହାର ଦୃଶ୍ୟ…

ନୟାଗଡ଼ର କେଉଁ ରାଜନେତାଙ୍କୁ…

ଓଏଲ୍‌ ବ୍ୟୁରୋ: ବ୍ଲାକ୍‌ମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲାକୁ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। କାରଣ ବିଗତ କିଛି ଦିନ ତଳେ ଅର୍ଚ୍ଚନା ନାଗ ଗଣମାମଧ୍ୟରେ କହିଥିଲେ, ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। ମୋତେ ସଫିସିଏଣ୍ଟ ସମୟ ଦରକାର, ୩୦ ମିନିଟ ଦରକାର ବୋଲି ଅର୍ଚ୍ଚନା ନାଗ…

ଚର୍ଚ୍ଚାରେ ଅର୍ଚ୍ଚନା ନାଗଙ୍କ ଡାଏରୀ,…

ଓଏଲ୍‌ ବ୍ୟୁରୋ: ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲାର ତଦନ୍ତ କରୁଛି ଇଡି। ବର୍ତ୍ତମାନ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରି ଇଡି ଅଧିକ ତଦନ୍ତ କରୁଛି। ଏସବୁ ମଧ୍ୟରେ ଅର୍ଚ୍ଚନା ନାଗଙ୍କ ଡାଏରୀକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। କାରଣ ଅର୍ଚ୍ଚନାଙ୍କ ଗିରଫ ପରେ ତାଙ୍କ ଘରୁ ଦୁଇଟି…

ସଂସଦରେ ଉଠିଲା ବ୍ଲାକମେଲ୍‌ କୁଇନ୍‌…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନରେ ଉଠିଲା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ମାମଲା। ସମ୍ବଲପୁର ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ଆଜି ସଂସଦରେ ବ୍ଲାକମେଲ କୁଇନ୍‌ ଅର୍ଚ୍ଚନା ନାଗ ମାମଲା ଉଠାଇଛନ୍ତି । ସବୁଠୁ ବଡ଼କଥା ହେଲା ଏହି ମାମଲାରେ ଅନେକ ବଡ ବଡ…

ଅର୍ଚ୍ଚନାଙ୍କୁ ମିଳିଲାନି ଜାମିନ

ଓଏଲ୍‌ ବ୍ୟୁରୋ: ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ମିଳିଲାନି ଜାମିନ୍‌। ଅର୍ଚ୍ଚନାଙ୍କ ଜାମିନ୍‌ ଖାରଜ କଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ କୋର୍ଟ। ଭୁବନେଶ୍ବର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ…

ଅର୍ଚନା ନାଗ ମାମଲା: ୩ ବିଧାୟକଙ୍କୁ…

ଓଏଲ୍‌ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରଙ୍କୁ ରିମାଣ୍ଡରେ ଆଣି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ଇଡି। ସୋମବାର ଦିନ ଜେରାବେଳେ ଅନେକଙ୍କ ଗୁମର ଖୋଲିଛନ୍ତି ଖଗେଶ୍ବର। ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ୩ ଜଣ…

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା, ଇଡିର…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା। ଜେଲରେ ଥିବା ଅର୍ଚ୍ଚନା ନାଗଙ୍କ ପାଇଁ ବଢ଼ିଲା ଅଡ଼ୁଆ। କାରଣ ବ୍ଲାକମେଲିଂର ଗୁମର ଖୋଲିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ପ୍ରାଥମିକ ପର୍ଯ୍ୟାୟରେ ମୋଟ ୪ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି।…