Odisha Link
Bridging the Missing Links in Odisha
Browsing Tag

Ashok Gehlot

ରାଜସ୍ଥାନ ରାଜନୀତି: ବିଧାୟକଙ୍କୁ ହୋଟଲରୁ…

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଦିନକୁ ଦିନ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ଲାଗିରହିଥିବା ସଙ୍କଟ ମଧ୍ୟରେ ବିଧାୟକଙ୍କୁ ସୁରକ୍ଷିତ ଭାବେ ନିଜ ପକ୍ଷରେ ରଖିବା କଂଗ୍ରେସ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି। ଅଗଷ୍ଟ ୧୪ରେ ବିଧାନସଭା…

ସୁପ୍ରିମକୋର୍ଟରେ ପୁଣି ଥରେ ରାଜସ୍ଥାନ…

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ ପୁଣି ଥରେ ରାଜସ୍ଥାନ ରାଜନୀତି। ବିଜେପି ବିଧାୟକ ମଦନ ଦିଲବାର ବିଏସ୍‌ପି ବିଧାୟକ କଂଗ୍ରେସରେ ମିଶ୍ରଣକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ…

ରାଜସ୍ଥାନ ରାଜନୀତି: ସିଏମ୍‌ ଗେହଲଟଙ୍କ…

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଆବାସରେ ଅନୁଷ୍ଠିତ ହେଉଛି କ୍ୟାବିନେଟ ବୈଠକ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଗାମୀ ବିଧାନସଭା ଅଧିବେଶନ ବିଷୟରେ ଆଲୋଚନା ହୋଇପାରେ। ରାଜ୍ୟପାଳ ଉଠାଇଥିବା ୩ଟି ପଏଣ୍ଟ ଉପରେ ଆଲୋଚନା…

ରାଜସ୍ଥାନ ରାଜନୀତି: ରାଜ୍ୟପାଳ ଡାକିଲେ…

ଜୟପୁର: ରାଜସ୍ଥାନ ରାଜନୈତିକ ନାଟକରେ ନୂଆ ମୋଡ଼। ଚାଲିଥିବା ହାଇଭୋଲଟେଜ ଡ୍ରାମା ମଧ୍ୟରେ ରଜ୍ୟପାଳ କଲରାଜ ମିଶ୍ର ଡାକିଛନ୍ତି ବିଧାନସଭା ଅଧିବେଶନ। ରାଜ୍ୟ କ୍ୟାବିନେଟ ପକ୍ଷରୁ ରାଜ୍ୟପାଳ କଲରାଜ ମିଶ୍ର ଅଧିବେଶନ ଡାକିଛନ୍ତି। ଏଥିସହ ବିଧାନସଭା ବିଳମ୍ବରେ ହେଉ ବୋଲି ରାଜ୍ୟପାଳ ଚାହୁଁଥିବା କଥାକୁ…

ପିଏମ୍‌ ମୋଦିଙ୍କ ସହ କଥା ହୋଇଛି:…

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ରାଜନୈତିକ ନାଟକ ଜାରି ରହିଛି। ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ରାଜ୍ୟପାଳ କାଲରାଜ ମିଶ୍ରଙ୍କ କାର୍ଯ୍ୟକୁ ନେଇ ପିଏମ୍‌ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ସାତ ଦିନ ପୂର୍ବରୁ ଲେଖିଥିବା…

ରାଜସ୍ଥାନ ରାଜନୀତି: ମୁହାଁମୁହିଁ…

ଜୟପୁର: ରୋଚକ ମୋଡ଼ରେ ରାଜସ୍ଥାନ ରାଜନୀତି। ଘଡ଼ିକେ ଘଡ଼ି ମୋଡ଼ ବଦଳାଉଛି ରାଜସ୍ଥାନ ରାଜନୀତି। ଆଜି ସଚିନ୍‌ ପାଇଲଟ୍‌ ଆଣ୍ଡ କୋ ଟିମ୍‌କୁ ହାଇକୋର୍ଟଙ୍କ ରାୟ ପରେ ଆଶ୍ବସ୍ଥି ମିଳିଛି। ଏପରିକି ହାଇକୋର୍ଟଙ୍କ ରାୟ ପରେ ନୂଆ ମୋଡ଼ରେ ରାଜସ୍ଥାନ ରାଜନୀତି। ଏପରିକି ରାଜ୍ୟପାଳ କାଲରାଜ ମିଶ୍ର ଓ ମୁଖ୍ୟମନ୍ତ୍ରୀ…

ରାଜସ୍ଥାନ ରାଜନୀତି: ପାଇଲଟ୍‌ ଆଣ୍ଡ କୋକୁ…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ବାଚସ୍ପତି ସିପି ଯୋଶୀଙ୍କୁ ଝଟକା ଲାଗିଥିବା ବେଳେ ପାଇଲଟ୍‌ ଆଣ୍ଡ କୋକୁ ଆଶ୍ବସ୍ତି ମିଳିଛି। ବିଧାନସଭା ବାଚସ୍ପତି ଦେଇଥିବା ନୋଟିସକୁ ସ୍ଥଗିତ ରଖିଛନ୍ତି ହାଇକୋର୍ଟ। ଫଳରେ ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ପାରିବେ ନାହିଁ। ସୂଚନାଥାଉକି, ଅନ୍ୟ ମାମଲା…

କଂଗ୍ରେସ ପାର୍ଟି କେବଳ ଗେହଲଟଙ୍କର…

ଜୟପୁର: ରାଜସ୍ଥାନ ରାଜନୈତିକରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସଚିନ ପାଇଲଟ୍। ବିଜେପିକୁ ଯିବାକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଛି ସେଥିରେ ନିଜେ ବିରାମ ଲଗାଇଛନ୍ତି ସଚିନ୍‌ ପାଇଲଟ୍। ସେ କହିଛନ୍ତି ମୁଁ ବିଜେପିକୁ ଯିବାର ନାହିଁ। କଂଗ୍ରେସ ପାର୍ଟି କେବଳ…

ଗେହଲଟଙ୍କ ଭାଇଙ୍କ ଘରେ ପଶିଲା ଇଡି

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଭାଇଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପଶିଛି। ଏକ ସାର ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭାଇ ଅଗ୍ରେସେନ ଗେହଲଟଙ୍କ ଘର ଓ ଫାର୍ମ ହାଉସରେ ଚଢ଼ାଉ କରିଛି।…

ରାଜସ୍ଥାନ ରାଜନୀତି: ପାଇଲଟ୍‌ ଓ ତାଙ୍କ…

ଜୟପୁର: ରାଜସ୍ଥାନ ରାଜନୀତିରେ ରାଜନୈତିକ ସଙ୍କଟ। ଚାଲି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପାଇଲଟ୍‌ ଓ ତାଙ୍କ ସମର୍ଥକଙ୍କୁ ଆଶ୍ବସ୍ତି। ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ସଚିନ ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅଶ୍ଵସ୍ତି ଦେଇଛନ୍ତି। ଏହି ସମୟ ମଧ୍ୟରେ…