Odisha Link
Bridging the Missing Links in Odisha
Browsing Tag

ASI

ଏଏସଆଇ ଦ୍ବାରା ବାଇଶି ପାହାଚ ଯାଞ୍ଚ

ପୁରୀ: ଆଜି ଶ୍ରୀମନ୍ଦିର ବାଇଶି ପାହାଚକୁ ଏଏସଆଇର ସୁପରିଟେଣ୍ଡେଣ୍ଟ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚର ଦୁର୍ବଳ ପଥର ଓ ଯୋଡେ଼ଇ ଆଦିକୁ ଯାଞ୍ଚ କରାଯାଇଛି। ଏଥିସହ ମହାଲକ୍ଷ୍ମୀ ମନ୍ଦିରରେ ପାଣି ଗଳୁଥିବା ବିମ୍ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଏଏସଆଇର ଯାଞ୍ଚ ପରେ ଏ ସମ୍ପର୍କିତ ରିପୋର୍ଟ…

ହାଜତ ମୃତ୍ୟୁ ମାମଲା: ଏଏସ୍ଆଇ ଓ…

ଜୟପୁର : କୋରାପୁଟ ଜୟପୁର ସଦର ଥାନା ଗ‌ଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ମାମଲାରେ ଏଏସ୍ଆଇ ଓ କନେଷ୍ଟବଲ୍ ନିଲମ୍ବିତ। ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ କାର୍ଯ୍ୟରତ କନେଷ୍ଟବଲ୍ ଡି କେ ମାଝି ଓ ଏଏସ୍ଆଇ ସପନ ସରକାରଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ…

ଭିଏତନାମରୁ ମିଳିଲା ୧୧ଶହ ବର୍ଷ ପୁରୁଣା…

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାନ (ଏଏସ୍‌ଆଇ)କୁ ମିଳିଛି ବଡ଼ ସଫଳତା। ଭିଏତନାମରେ ୯ମ ଶତାବ୍ଦୀର ଏକ ବିଶାଳ ଶିବଲିଙ୍ଗ ପାଇଛନ୍ତି ଏଏସ୍‌ଆଇ କର୍ତୃପକ୍ଷ। ଏ ନେଇ ଟୁଇଟରରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‌ ଜୟଶଙ୍କର। ଆଜି ଭିଏତନାମର ମାଇ…

କୋଣାର୍କରେ ସଂସ୍କୃତି ସଚିବ

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସାଧା ପଥର ଖଞ୍ଜିବା ପ୍ରସଙ୍ଗର ସ୍ଥିତି ଅନୁଧ୍ୟାନ ପାଇଁ କୋଣାର୍କରେ ପହିଞ୍ଚିଛନ୍ତି ସଂସ୍କୃତି ସଚିବ। ସଂସ୍କୃତି ସଚିବଙ୍କ ସହ ୭ ଜଣିଆ ଟିମ୍‌ ମନ୍ଦିରର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ସଚିବ ଓ ଏଏସଆଇ…

ଏଏସଆଇ ସହ ଆଲୋଚନା ହେବ: ସଂସ୍କୃତି ସଚିବ

ଭୁବନେଶ୍ବର: କୋଣାର୍କ ମନ୍ଦିରରେ ସାଧା ପଥର ଲାଗିବା ନେଇ ସଂସ୍କୃତି ସଚିବ ନିଜର ପ୍ରତିକ୍ରିୟା ରଖିଛନ୍ତି। ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସଚିବ ଓ ଏଏସଆଇ ସହ ବୈଠକ ବସିଥିଲା। ସୂର୍ଯ୍ୟ ମନ୍ଦିର କୋଣାର୍କ ପ୍ରତି କୌଣସି ବିପଦ ନଥିବା ସେତେବେଳେ ଏଏସଆଇ ସ୍ପଷ୍ଟ କରିଥିଲା। ଯେଉଁ ସାଧା ପଥର ଲାଗିଛି…

କଳାହାଣ୍ଡିରେ ୨୩ଶହ ବର୍ଷ ତଳର ନଗର…

ଭବାନୀପାଟଣା: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍ଅ‍ାଇ) ସଂସ୍ଥାନ ଭୁବନେଶ୍ବର କ୍ଷେତ୍ରର ଖନନ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଠାରେ ମୌର୍ଯ୍ୟ ସାମ୍ରାଜ୍ୟ ସମସାମୟିକ ଖ୍ରୀଷ୍ଟପୂର୍ବ ୩୨୨-୧୮୫ ସମୟର ଏକ ନଗର ସଭ୍ୟତା ଅ‍ାବିଷ୍କାର କରାଯାଇଛି। ଖନନ ସମୟରେ ରାଜକୀୟ ଠାଣିର ରୂପା…