Odisha Link
Bridging the Missing Links in Odisha
Browsing Tag

Bande Utkala Janani

ଧର୍ମେନ୍ଦ୍ରଙ୍କୁ ମାନିଲେନି ଦର୍ଶକ;…

ଓଏଲ୍‌ ବ୍ୟୁରୋ: ଗୁରୁବାର ଓଡ଼ିଶାରେ ପୁରୀ-ହାୱାଡା ମାର୍ଗରେ ଦ୍ରୁତଗାମୀ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଦୁଇ…

ଉତ୍କଳ ଦିବସରେ ଗାଁଠୁ ସହର ସବୁଠି…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ରାଜ୍ୟ ପାଳନ କରିବ ଉତ୍କଳ ଦିବସ ଅର୍ଥାତ୍‌ ପ୍ରତିଷ୍ଠା ଦିବସ। ଏପ୍ରିଲ ୧ ଉତ୍କଳ ଦିବସ ଅବସରରେ ସାରା ରାଜ୍ୟରେ ସାମୂହିକ 'ବନ୍ଦେ ଉତ୍କଳ ଜନନୀ' ଗାନ ପାଇଁ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାର ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ‘ବନ୍ଦେ…

ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନିତ ହେବ…

ଭୁବନେଶ୍ୱର: ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନିତ ହେବ। ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ…

କେମିତି ଗାଇବେ ରାଜ୍ୟ ସଂଗୀତ, କ’ଣ…

ଭୁବନେଶ୍ବର: କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଦେଶ ବିଦେଶର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଯେଭଳି ଏକତାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଜାତି…

ରାଜ୍ୟ ବିଜେଡି କାର୍ଯ୍ୟାଳୟରେ…

ଭୁବନେଶ୍ବର: ଆଜି ୫ଟା ୩୦ମିନିଟ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରାଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ସାଢ଼େ ୪କୋଟି ଓଡିଶାବାସୀ ରାଜ୍ୟ, ଦେଶ ଏବଂ ବିଦେଶ…

ନୟାଗଡ଼: କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ…

ନୟାଗଡ଼: ଆଜି ଅପରାହ୍ନ ୫ଟା ୩୦ ସମୟରେ ପ୍ରତି ଓଡ଼ିଆଙ୍କ ମୁହଁରେ ଗୁଞ୍ଜରୀତ ହୋଇଛି ବନ୍ଦେ ଉତ୍କଳ ଜନନୀ ସଂଗୀତ। କରୋନା ମହାମାରୀ ମୁକାବିଲାରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମସ୍ତ ଓଡ଼ିଆ ବନ୍ଦେ ଉତ୍କଳ ଜନନୀ…

ଅଖ୍ୟାତ ପଲ୍ଲୀରୁ ଆମେରିକା, ଓଡ଼ିଆ ଗାଇଲେ…

ଭୁବନେଶ୍ବର: ପୂର୍ବ ପ୍ରସ୍ତୁତି ସରିଥିଲା। ଅପେକ୍ଷା ଥିଲା ସେଇ ମୁହୂର୍ତ୍ତକୁ। ଓଡ଼ିଶାର ଅଖ୍ୟାତ ପଲ୍ଲୀ, ସହର ଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶ ବାହାରେ ଯେଉଁଠି ଓଡ଼ିଆମାନେ ଅଛନ୍ତି ସଭିଏଁ ପ୍ରସ୍ତୁତ ହେଉଥିଲେ। ଭାରତୀୟ ସମୟ ଠିକ ୫ଟା ୩୦ରେ କୋଟି କୋଟି କଣ୍ଠରେ ଗୁଞ୍ଜରି ଉଠିଲା ଗୋଟିଏ କାଳଜୟୀ କବିତାର…

‘ବନ୍ଦେ ଉତ୍କଳ ଜନନୀ’…

ଭୁବନେଶ୍ବର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ 'ବନ୍ଦେ ଉତ୍କଳ ଜନନୀ' ଗୀତକୁ ରାଜ୍ୟସଂଗୀତ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ସରକାର। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଓଡ଼ିଶା ଓ ଓଡ଼ିଶା ବାହାରେ ରହୁଥିବା ସବୁ ଓଡ଼ିଆ ଆସନ୍ତାକାଲି ସଂଧ୍ୟା ୫ଟା ୩୦ରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ…

ବିରୋଧିଙ୍କ ଟାର୍ଗେଟରେ ନବୀନ, କହିଲେ…

ଭୁବନେଶ୍ୱର: ମହାମାରୀ କରୋନା ସଙ୍କଟ ସମୟରେ କୋଭିଡ ଯୋଦ୍ଧାଙ୍କ ସମ୍ମାନରେ ଶନିବାର ଅପରାହ୍ନ ୫ଟା ୩୦ ସମୟରେ 'ବନ୍ଦେ ଉତ୍କଳ ଜନନୀ' ଗୀତ ଗାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ଉଭୟ ବିଜେପି ଓ କଂଗ୍ରେସ ସ୍ବାଗତ କରିଛିନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି…

ପୁଣି ‘ବନ୍ଦେ ଉତ୍କଳ ଜନନୀ’…

ଭୁବନେଶ୍ବର: କରୋନା ଲଢ଼େଇରେ ସାମିଲ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ଓଡ଼ିଆମାନଙ୍କୁ ମେ' ୩୦ ତାରିଖ ସଂଧ୍ୟା ୫ଟା ୩୦ରେ ସମୁହ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବା ଲାଗି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ଆହ୍ବାନକୁ ଦଳ, ମତ ଓ ଅଞ୍ଚଳ…