Odisha Link
Bridging the Missing Links in Odisha
Browsing Tag

Barsha Priyadarshini

ବର୍ଷା ଅନୁଭବ ମାମଲା ଉପରେ…

ନୂଆଦିଲ୍ଲୀ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲାରେ ବର୍ଷାଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି। ଶୁଣାଣୀ କରି ସୁପ୍ରିମକୋର୍ଟ ଅନୁଭବଙ୍କ ପକ୍ଷରୁ ପଟିଆଲା ହାଉସକୋର୍ଟରେ ଦାଖଲ ହୋଇଥିବା ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି।…

ବର୍ଷା-ଅନୁଭବ ବିବାଦ, ବର୍ଷାଙ୍କ ଆବେଦନ…

ନୂଆଦିଲ୍ଲୀ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲାରେ ବର୍ଷାଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷାଙ୍କ ଟ୍ରାନ୍ସଫର ପିଟିସନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ ଜରିଆରେ…

ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ପକ୍ଷରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରାଯାଇଛି। ବର୍ଷାଙ୍କୁ ଡିସେମ୍ବର ୧୦ରେ ହାଜର ହେବାକୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ନୋଟିସ୍ କରିଛନ୍ତି। ଅନୁଭବ ମହାନ୍ତିଙ୍କ ପକ୍ଷରୁ…

ବର୍ଷାଙ୍କ ଅଭିଯୋଗ ପରେ ପୋଲିସର ତଦନ୍ତ

କଟକ: ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଗତକାଲି ବେଡ୍‌ରୁମ୍‌ରେ ପଶି ଭିଡିଓ ସୁଟିଂ କରୁଥିବା ଯୁବକଙ୍କୁ ଡକାଇଛି ପୋଲିସ୍। ଦୁଇ ଯୁବକ ସୁଜିତ୍‌ ଓ ଖଗେନ୍ଦ୍ରଙ୍କୁ ଡକାଇଛି ପୁରୀଘାଟ ଥାନା ପୋଲିସ। କାଲି ମଧ୍ୟାହ୍ନରେ ଖାଇବାକୁ ଦେଲା ବେଳେ ସୁଟିଂ କରିଥିଲେ ଦୁଇ ଯୁବକ।…

ଘରେ ସମସ୍ୟାର ସମାଧାନ ନ ହେବାରୁ କୋର୍ଟର…

ଭୁବନେଶ୍ବର: ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପରିବାରିକ କଳହ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି। ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅନ୍ୟ ନାରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ସାଂଘାତିକ ଅଭିଯୋଗ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି। ଏହାର ଉତ୍ତରରେ ଅନୁଭବ କହିଛନ୍ତି ଯେ, ଜଣେ…

ଗଣମାଧ୍ୟମକୁ ଅନୁଭବଙ୍କ ନିବେଦନ: ଗୁଜବ…

ଭୁବନେଶ୍ବର: ବିଗତ ଦୁଇଦିନ ହେଲା ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। ପାରିବାରିକ ହିଂସା ନିରୋଧ ଆଇନ ଆଧାରରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷା ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ପାଲଟା…

ଅନୁଭବ ଓ ବର୍ଷା: କାହା ପିଟିସନ୍‌ରେ…

ଭୁବନେଶ୍ବର: ବିଗତ ଦୁଇଦିନ ହେଲା ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। ପାରିବାରିକ ହିଂସା ନିରୋଧ ଆଇନ ଆଧାରରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷା ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ଅନୁଭବ ବି…

ଶାରୀରିକ ସମ୍ପର୍କ ପାଇଁ ଅରାଜି ଥିଲେ…

ଭୁବନେଶ୍ବର: ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଏବେ ଦାଣ୍ଡରେ ଗଡ଼ି ହାଟରେ ପଡ଼ିଲାଣି। ପାରିବାରିକ ହିଂସା ନିରୋଧ ଆଇନ ଆଧାରରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷା ଅନୁଭବଙ୍କ ବିରୋଧରେ ମାମଲା କରିଛନ୍ତି। ଆସନ୍ତା ୭ ତାରିଖରେ ଏହି…