Odisha Link
Bridging the Missing Links in Odisha
Browsing Tag

Bijay Mohanty

ଅଭିନେତା ବିଜୟ ମହାନ୍ତିଙ୍କୁ…

ଭବାନୀପାଟଣା: ମଞ୍ଚ ଓ ସିନେମାର ଅପ୍ରତିଦ୍ୱନ୍ଦୀ ଅଭିନେତା ବିଜୟ ମହାନ୍ତିଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ ନାଟ୍ୟାନୁଷ୍ଠାନ କଳାହାଣ୍ଡି ଥିଏଟର୍ ତରଫରୁ ଆୟୋଜିତ ହୋଇଯାଇଛି ଏକ ଶ୍ରଦ୍ଧାଞ୍ଜଳି ସଭା। ଜୁମ୍ ଆପ୍ ଦ୍ୱାରା ଡିଜିଟାଲ୍ ପ୍ଲାଟଫର୍ମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦୁଇ ମିନିଟ୍ ନୀରବ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ…

ଭୁବନେଶ୍ବର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଜୟ ମହାନ୍ତି। ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ପଞ୍ଚଭୂତରେ ଲୀନ ହୋଇଛି। ତାଙ୍କର ଶେଷକୃତ୍ୟରେ କୋଭିଡ୍ କଟକଣା ପାଇଁ ପରିବାରର ଅଳ୍ପ ସଦସ୍ୟ ଉପସ୍ଥିତ ଥିଲେ।…

ବାହୁଡ଼ିଗଲେ ବିଜୟ

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ। ୭୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋାଇଛି। ଆଜି ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସିାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଶତାଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସିନେ ପ୍ରେମୀଙ୍କ ମନରେ ଘର…

ବିଜୟ ମହାନ୍ତିଙ୍କୁ ନେଇ ଗୁଜବ,…

ଭୁବନେଶ୍ବର: ଓଡ଼ିଆ ସିନେମା ଜଗତର ଅନ୍ୟତମ ଶିଖର ପୁରୁଷ ବିଜୟ ମହାନ୍ତି ଦୀର୍ଘଦିନ ଧରି ଅସୁସ‌୍ଥ ଥିବା ବେଳେ ପ୍ରଥମେ ହାଇଦ୍ରାବାଦ ଓ ଏବେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସାମାଜିକ ଗଣମାଧ୍ୟମରେ ଆଜି କିଛି ନକରାତ୍ମକ ଗୁଜବ ବିଜୟଙ୍କ…

ଭୁବନେଶ୍ବରରେ ପହଁଞ୍ଚିଲେ ବିଜୟ ମହାନ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପହଁଞ୍ଚିଲେ ଓଡ଼ିଆ ସିନେ ଜଗତର ବର୍ଷିୟାନ୍‌ ଅଭିନେତା ବିଜୟ ମହାନ୍ତି। ଦୀର୍ଘ ଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବରିଷ୍ଠ ଅଭିନେତା ଆସନ୍ତାକାଲି ଭୁବନେଶ୍ୱରରେ ପହଁଚିଛନ୍ତି।। ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ…

ଓଡ଼ିଶା ଫେରୁଛନ୍ତି ବିଜୟ ମହାନ୍ତି, କହିଲେ…

ଭୁବନେଶ୍ୱର: ଓଡ଼ିଶା ଫେରୁଛନ୍ତି ଓଡ଼ିଆ ଫିଲ୍ମ ଜଗତର ମହାନ୍‌ ଅଭିନେତା ବିଜୟ ମହାନ୍ତି। ଦୀର୍ଘ ଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବରିଷ୍ଠ ଅଭିନେତା ଆସନ୍ତାକାଲି ଭୁବନେଶ୍ୱରରେ ପହଁଚିବେ।। ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ ଦିନ ପରେ…

ଓଡ଼ିଶା ଫେରିବେ ବିଜୟ ମହାନ୍ତି

ଭୁବନେଶ୍ୱର: ସୁସ୍ଥ ହେବା ପରେ ଓଡ଼ିଶା ଫେରିବେ ଅଭିନେତା ବିଜୟ ମହାନ୍ତି। ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଛି। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ…

ଅଭିନେତା ବିଜୟ ମହାନ୍ତି ସୁସ୍ଥ, ଖୁବ୍‌…

ଭୁବନେଶ୍ବର: ପ୍ରସିଦ୍ଧ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ତେବେ ସେ ଏବେ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ତନ୍ଦ୍ରା ରାୟ ସୂଚନା…