Odisha Link
Bridging the Missing Links in Odisha
Browsing Tag

Biju Janata Dal

ନୂଆ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ଆଧୁନିକ ଓ ଭବ୍ୟ ଶୈଳୀରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବରୋଧୀ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଛନ୍ତି। ହେଲେ ଅନ୍ୟପଟେ ସରକାରୀ ସ୍ତରରେ ଉଦଘାଟନୀ ଉତ୍ସବ ପାଇଁ ସବୁ ପ୍ରକାରର ପ୍ରସ୍ତୁତି…

ଅଗ୍ରିଆ ସମାଜ ପାଇଁ ଭବନ ଘୋଷଣା ପରେ…

ଓଏଲ୍‌ ବ୍ୟୁରୋ: ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଝାରସୁଗୁଡ଼ା। ଝାରସୁଗୁଡ଼ା ସିଂହାସନ ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର କସରତ। ମେ' ୧୦ରେ ପଡ଼ିବ ଭୋଟ। ତାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ରଣନୀତି ଆପଣାଉଛନ୍ତି ବିଭିନ୍ନ ଦଳ। ନିର୍ବାଚନକୁ ଆଉ ୬ ଦିନ ବାକିଥିବା…

ବର୍ଷକ ତଳେ କହିଥିଲେ, ‘ମୁଁ…

ଭୁବନେଶ୍ବର: ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚାରେ ପୂର୍ବତନ ସାଂସଦ ତଥାଗତ ସତପଥୀ। ଗତବର୍ଷ ତଥାଗତ ସତପଥୀ ଏକ ବଡ଼ ବୟାନ ରଖିଥିଲେ। ସେ କହିଥିଲେ, ୨୦୧୯ ମେ’ ୩୦ ତାରିଖ ପରଠାରୁ ଆଉ ସିଏ ବିଜେଡିରେ ନାହାଁନ୍ତି। ଅନ୍ୟପଟେ ଆଜି ବିଜୁ ଜନତା ଦଳର ନୂତନ ରାଜ୍ୟ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବରେ…

ପଦ୍ମପୁର ପାଇଁ ପ୍ରସ୍ତୁତି, ବିଜେଡି ମଙ୍ଗ…

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ପରାଜିତ ହୋଇଥିବା ବିଜୁ ଜନତା ଦଳ ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ କଲାଣି ଅଙ୍କକଷା। ନିର୍ବାଚନ ପାଇଁ ୧୦ ତାରିଖ ବାହାରିବ ବିଧିବଦ୍ଧ ବିଜ୍ଞପ୍ତି। ତାପୂର୍ବରୁ ବିଜୁ ଜନତା ଦଳ ନେତାଙ୍କୁ ଦାୟିତ୍ବ ବାଣ୍ଟିଛି। ଏଥିସହିତ ସ୍ଥାନୀୟ ନେତାଙ୍କ ଉପରେ ଭରସା ରଖି ଗୁରୁ…

ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା…

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ। ୧୯୯୭ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। କୋଭିଡ କଟକଣା ଭିତରେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରୁଛି। ଦଳ ପକ୍ଷରୁ ସକାଳେ…

କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର:…

ଭୁବନେଶ୍ୱର : କୌଣସି କୋଠାକୁ ସିଲ୍‍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ । ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଦେଓ କହିଛନ୍ତି…

BJD ଇତିହାସରେ ପ୍ରଥମ: ରାଜ୍ୟ…

ଭୁବନେଶ୍ବର: ବିଜୁ ଜନତା ଦଳରେ ଜଣେ ନେତା କୌଣସି ପଦବୀ ପ୍ରାପ୍ତ ହେବା ପରେ ତାଙ୍କୁ ଦଳ ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯିବା ଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ…

ଜାତୀୟ ସଂଗୀତ ବଦଳରେ ବିଜୁ ବନ୍ଦନା,…

ଭୁବନେଶ୍ବର: ଅଗଷ୍ଟ ୧୫ରେ ସାରା ଦେଶ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଗତକାଲି ସକାଳେ ଭୁବନେଶ୍ବର ସ୍ଥିତ ବିଜୁ ଜନତା ଦଳ (ବିଜେଡି) ମୁଖ୍ୟାଳୟରେ ମଧ୍ୟ ଏହି ଦିବସ ପାଳିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ତାଙ୍କ ତରଫରୁ ପତାତା ଉତ୍ତୋଳନ କରିଥିଲେ…

୨୪ରେ ବିଜେଡ଼ି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆଗାମୀ ୨୫ରେ ନବୀନ ପଟ୍ଟନାୟକଙ୍କ ୫ମ ପାଳିର ପ୍ରଥମ ବିଧାନସଭା ଅନୁଷ୍ଠିତ ହେବେ। ତେବେ ସୂଚନା ଆସିଛି ଯେ, ଆସନ୍ତା ୨୪ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ବିଧାନସଭା ପୂର୍ବରୁ ଦଳର ରଣନୀତି ପ୍ରସ୍ତୁତ ନେଇ ଏହି ବୈଠକ ବସିବାକୁ ଯାଉଅଛି। ଏହି ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ…

୨୦୧୯ ନିର୍ବାଚନ: ରାଜନୀତିକୁ ଓହ୍ଲାଇବେ…

ଭୁବନେଶ୍ବର: ବିଜେଡି ମୁଖିଅ‍ା ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ କରିବ ବୋଲି ଘୋଷଣା କରିବା ପରେ ଏବେ ଦଳରେ ମହିଳା ଅ‍ାଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନୁରୂପ ଭାବେ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ଅଧିକ ମହିଳାଙ୍କୁ ସୁଯୋଗ ଦେବ ବୋଲି…