Odisha Link
Bridging the Missing Links in Odisha
Browsing Tag

BOLANGIR

ଶବ ସତ୍କାର କଲା ବିଧବା ଝିଅ,…

ବଲାଙ୍ଗିର: ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକଙ୍କ ମନରେ ଦାନା ବାନ୍ଧିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର। ଯେତେ ସଚେତନ କରିଲେ ମଧ୍ୟ ଲୋକଙ୍କ ଭିତରୁ ଦୂର ହେଉନି ଅନ୍ଧବିଶ୍ୱାସ ଓ କୁସଂସ୍କାର। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଲକ ଜଙ୍ଗଲ ପାହାଡ ଘେରା ଘୁନା ଗାଁରେ।…

ବଲାଙ୍ଗୀର: ବଟଲିଂ ପ୍ଲାଣ୍ଟ ଲୋକାର୍ପଣ…

ବଲାଙ୍ଗୀର: ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ବଲାଙ୍ଗୀର ଉପକଣ୍ଠ ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍‌ଘାଟନ କରିଛନ୍ତି। ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବାପରେ ତାଙ୍କ ଅନୁପସ୍ଥିତିରେ ରାଜ୍ୟପାଳ…

କୂଅରୁ ଉଦ୍ଧାର ହେଲା ମୃତଦେହ; ବଳି…

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ସାଲେପଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଭୁଜବଲ ପରାଭୁଏ। ତାଙ୍କ ଘର ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ମାନ୍ଦଲା ଗାଁରେ। ସୂଚନା ଅନୁସାରେ ଗତକାଲି ଭୁଜବଲଙ୍କ ମୃତଦେହ ସାଲେପଡ଼ା ଗାଁରେ ଥିବା…

ସଡକ ଦୁର୍ଘଟଣାରେ ଭାଇ ଓ ଭଉଣୀ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ମହିପୁର ଛକରେ ବାଇକକୁ ପିଟିଲା ଚାଉଳ ବୋଝେଇ ଟ୍ରକ୍। ଫଳରେ ଘଟଣାସ୍ଥଳରେ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୂରିବାହାଲ ଥାନା ଫଗୁନିଆ ଗାଁର ୨୧ ବର୍ଷ ବୟସ୍କ ମଣ୍ଟୁ ବେନିଆ ଓ ୧୬ ବର୍ଷ ବୟସ୍କ ସଞ୍ଜୁ ବେନିଆ। ଟ୍ରକଟି ତୁଷୁରା କେଡିଆ ରାଇସ ମିଲର…

ବିଧାନସଭା ଆଗରେ ଆନ୍ଦୋଳନ କରିବେ…

ବଲାଙ୍ଗିର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଜୋର ଶୋର ଦାବି ହେଉଛି। ହାଇକୋର୍ଟ ବେଞ୍ଚର ପୁନଃ ପ୍ରତିଷ୍ଠା ଦାବିରେ ବିଭିନ୍ନ ଉପାୟରେ ଆନ୍ଦୋଳନ କରି ଆସୁଛି ଜିଲ୍ଲା ଆଇନ୍‌ଜୀବୀ ସଂଘ। ଏହା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। ରାଜ୍ୟ ସରକାରଙ୍କଠାରୁ ନିରାଶ ହୋଇ ଜିଲ୍ଲା ଓକିଲ…

ପାରାମେଡିକାଲ୍‌ କର୍ମଚାରୀ କାର୍ଯ୍ୟବନ୍ଦ…

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପାରାମେଡିକାଲ୍‌ କର୍ମଚାରୀମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଗତ ୨୬ ତାରିଖରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ମେଡିକାଲରେ ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ। ଏପରିକି ଆଇସିୟୁ ଭିତରେ ପଶି…

ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାରେ…

ବଲାଙ୍ଗିର : ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲିଥିବାବେଳେ ନକଲି ପରିକ୍ଷାର୍ଥୀ ଧରାପଡିଛି । ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲାରେ ଦେଖିବାକି ମିଳିଛି । ଗତକାଲି ଗଣିତ ପରୀକ୍ଷା ଚାଲିଥିବା ବେଳେ ବଲାଙ୍ଗୀର ସହର ପି ଆର ହାଇସ୍କୁଲରେ ପତିତପାବନ ସ୍କୁଲର ଜଣେ ଛାତ୍ରଙ୍କ ଗଣିତ ଭଲ ହେଉନଥିବାରୁ ସେ ତାଙ୍କ…

ଶୋଇଥିବା ଅବସ୍ଥାରେ ମା’କୁ ଜୀଅନ୍ତା…

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାଡବାହଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ଶଯ୍ୟାଶାୟୀ ମାଆକୁ ଜୀଅନ୍ତା ଜାଳିଦେଲା ନୃଶଂସ ପୁଅ । ପାରିବାରିକ କଳହକୁ ନେଇ ଏଭଳି ଉନ୍ମତକାଣ୍ଡ ଘଟାଇଛି ପୁଅ । ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାଡବାହଲ ଗାଁରେ ୭୫ବର୍ଷ ବୟସ୍କ ଶଯ୍ୟାଶାୟୀ…

ଦବଙ୍ଗ ବିଧାୟକ ଅଟକ, ଜେରା କରୁଛି…

ବଲାଙ୍ଗୀର: ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ଉଠବସ୍ କରାଇଥିବା ଘଟଣାକୁ ନେଇ ବିଧାୟକ ସରୋଜ ମେହେରଙ୍କୁ ଅଟକ ରଖିଛି ପୁଲିସ୍। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଥିବା ଜଣାପଡ଼ିଛି। ତେବେ ପୁଲିସ୍ ତାଙ୍କୁ କେଉଁଠି ଜେରା କରୁଛି, ତାହା ଜଣାପଡ଼ିଛି। ବଲାଙ୍ଗୀର ଏସପି…

ରାଜ୍ୟର ବିଭିନ୍ନ କୋଚିଂ ସେଣ୍ଟର ଯାଞ୍ଚ…

ବଲାଙ୍ଗୀର: ସୁରଟର ତକ୍ଷଶୀଳା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ପରେ ଓଡ଼ିଶା ସରକାର ବିଭିନ୍ନ କୋଚିଂ ସେଣ୍ଟର ଗୁଡ଼ିକ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ଯାଞ୍ଚ କରିବା ପାଇଁ ଓଡ଼ିଶାର ବିଭିନ୍ନ କୋଚିଂ ସେଣ୍ଟର ଗୁଡ଼ିକ ଯାଞ୍ଚ କରିଥିଲା। ଆଜି ବଲାଙ୍ଗୀର ଜିଲ୍ଲାର…