Odisha Link
Bridging the Missing Links in Odisha
Browsing Tag

BOLANGIR

ବିବାହ ପୂର୍ବରୁ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗିର: ବାହାଘର ଠିକ୍‌ ହୋଇଯାଇଥିବା ବେଳେ କିଛି ଦିନ ତଳେ ସରିଥିଲା ନିର୍ବନ୍ଧ। ଆଉ ଦୁଇ ମାସ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ମାତ୍ର ଏହା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଯୁବକ ଜଣଙ୍କ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବୁରୋଭାଡି ଗାଁରେ। ଶ୍ରମିକ ଭାବରେ…

ଟ୍ରାଫିକ୍ ପୋଲିସଙ୍କ ମହନୀୟତା, ଆହତ…

ବଲାଙ୍ଗିର: ଟ୍ରାଫିକ୍ ପୋଲିସଙ୍କ ମହନୀୟତା। ବଲାଙ୍ଗିରର ପାଟଣା ହୋଟେଲ ଛକରେ ଆଜି ସକାଳେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ କାର୍ଯ୍ୟରତ ଥିବା ଟ୍ରାଫିକ୍ ପୋଲିସ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଆହତ ଗୁରୁତର ଶିଶୁକନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୂଚନାମୁତାବକ,…

ଟାଇଲରେ ଚାପି ହୋଇ ଶ୍ରମିକ ମୃତ

ବଲାଙ୍ଗୀର : ଟାଇଲରେ ଚାପି ହୋଇ ଜଣେ ଶ୍ରମିକ ମୃତ ୨ ଜଣ ଗୁରୁତର। ଏହି ଅଘଟଣାଟି ବଲାଙ୍ଗୀର ପୁଲିସ ଲାଇନ ନିକଟରେ ଥିବା ଗୋପାଳ ଅଗ୍ରୱାଲଙ୍କ ଘରେ ଘଟିଛି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ , ଗୋପାଳଙ୍କ ଘର କାମ ଚାଲିଥିବା ବେଳେ ଏହି ଅଘଟଣଟି ଘଟିଛି। ଟାଇଲ ବୋହୁଥିବା ବେଳେ…

ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗିର: ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ। ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ପଡ଼ିଲା ବଳି। ବଡ଼ଖଳା ଓ ସାନଖଳାରେ ମାନସିକଧାରୀ ବଳି ପକାଇଛନ୍ତି। ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ବଳି ପଡ଼ିଛି। ପ୍ରଶାସନ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ବେଳେ ଦୋକାନ ବଜାର ବନ୍ଦ…

ଦୋକାନୀକୁ ବନ୍ଧୁକ ଦେଖାଇ ସୁନା ଚେନ ଓ…

ବଲାଙ୍ଗୀର: ବଲାଙ୍ଗୀର ସହରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ୪ ଜଣ ଦୁର୍ବୃତ୍ତ ଗ୍ରହାକ ସାଜି ଦୋକାନୀକୁ ବନ୍ଧୁକ ଦେଖାଇ ସୁନା ଚେନ , ଟଙ୍କା ଓ ମୋବାଇ ଲୁଟି ନେଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ବଲାଙ୍ଗୀର ରେଲୱେ ଷ୍ଟେସନ ରାସ୍ତା ସମୟ ପ୍ରାୟ ରାତି ୯ଟା ସମୟରେ ଦୋକାନ ବନ୍ଦ କରିବା ପାଇଁ…

ବଜ୍ରପାତରେ ଚାଲିଗଲା ୩ ମହିଳାଙ୍କ ଜୀବନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବଡ଼ତେଲେନପାଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହାମାରୀ କରୋନା ସମୟରେ ବଜ୍ରପାତରେ ଚାଲିଗଲା ୩ ଜୀବନ। ବଜ୍ରପାତରେ ୩ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ବାକି ୨ ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଛି।…

ଆଉ ୨ ଆକ୍ରାନ୍ତ ଚିହ୍ନଟ, ଅଧାରାଜ୍ୟ…

ଭୁବନେଶ୍ବର: ରାଜ୍ୟରେ ପୁଣି ବର୍ତ୍ତମାନ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି। ଆକ୍ରାନ୍ତ ୨ ଜଣ ବଲାଙ୍ଗିର ଜିଲ୍ଲ ଲେଖାରିଆ ଗ୍ରମାର ୨୨ ବର୍ଷୀୟ ଓ ୧୮ ବର୍ଷୀୟ ପୁରୁଷ। ଏବଂ ସେ ଦୁହେଁ ତାମିଲନାଡୁ ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ…

ପଶ୍ଚିମ ଓଡ଼ିଶା ଗସ୍ତରେ ମୁଖ୍ୟ ଶାସନ ସଚିବ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା…

ଦବିଲା ସୁକତେଲ ବ୍ରିଜ୍

ବଲାଙ୍ଗିର: ଦବିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ। ବ୍ରିଜ ନିର୍ମାଣକୁ ୫ ବର୍ଷ ପୁରି ନଥିବା ବେଳେ ଏହା ଦବି ଯାଇଛି। ୨୦୧୫ ମସିହାରେ ସୁକତେଲ ନଦୀ ଉପରେ ଏହି ବିଜ୍ରଟି ନିର୍ମାଣ କରାଯାଇଥିଲା। ନିମ୍ନମାନର କାମ ଯୋଗୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି।…

ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ…

ନୂଆଦିଲ୍ଲୀ: ଗଣତନ୍ତ୍ରର ମନ୍ଦିରରେ ଆକ୍ରମଣ। ଏଭଳି ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ। ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ତାଙ୍କ ପାଖକୁ କଂଗ୍ରେସର ଦୁଇ ସାଂସଦ ରମ୍ୟା ଓ ଜ୍ୟୋତି ଆସିବା ସହ ପ୍ରଥମେ ଟଣାଓଟରା କରିଥିଲେ।…