Odisha Link
Bridging the Missing Links in Odisha
Browsing Tag

Bomb Attack

ପେଟ୍ରୋଲ ଦେବାକୁ ମନାକରିବାରୁ ବୋମାମାଡ,…

ଚଣ୍ଡିଖୋଲ: ପେଟ୍ରୋଲ ଦେବାକୁ ମନା କରିବାରୁ ବୋମା ମାଡ଼ କଲେ ଦୁର୍ବୃତ୍ତ। ଏଥିରେ ପେଟ୍ରୋଲ ପମ୍ପ କର୍ମଚାରୀ ଆହାତ ହୋଇଛନ୍ତି। ଏହି ଘଟଣାଟି ଯାଜପୁର ଜିଲ୍ଲା ବୈରୀଠାରେ ଶୁକ୍ରବାର ରାତି ୧୦ଟା ଘଟିଛି। ପ୍ରାକସ ଯେ, ପେଟ୍ରୋଲ ପମ୍ପ ବନ୍ଦ ହେବା ସମୟରେ ଦୁଇ ଜଣ ବ୍ୟକ୍ତି ତେଲ ପକାଇବାକୁ ଆସିଥିଲେ। ଏହି…

ପେଟ୍ରୋଲ୍ ପମ୍ପ୍‌ରେ ବୋମାମାଡ

ନୟାଗଡ: ପେଟ୍ରୋଲ ପମ୍ପରେ ବୋମାମାଡ। ନୟାଗଡ ଖଣ୍ଡପଡା ଥାନା ସିଙ୍ଗାପଡା ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଛି। ସାମାନ୍ୟ ବଚସାକୁ ନେଇ ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଥିବା ସୂଚନା ମିଳିଛି। ପେଟ୍ରୋଲ ପମ୍ପରେ ବୋମା ପକାଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ବୋମାମାଡ ପଳରେ ନିଆଁ ଲାଗି…

ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

ବାଲିଗୁଡ଼ା: ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼। ଫୁଲବାଣୀ ଟାଉନ୍ ଥାନା କାଳୀମନ୍ଦିର ନିକଟ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଟିଟନ ବେହେରାଙ୍କ ଘର ଉପରେ ବୋମାମାଡ ହୋଇଛି। ରାତ୍ର ପ୍ରାୟ ୨.୪୫ ମିନିଟରେ ୪ ଜଣ ଦୁବୃର୍ତ୍ତ ଦୁଇଟି ବାଇକରେ ଆସି ଟିଟନଙ୍କ ଘର ଉପରେ…

ପୁଲିସ ଉପସ୍ଥିତିରେ ଦୁର୍ବୃତ୍ତଙ୍କ ବୋମା…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟରେ ପୁଣି ଥରେ ବୋମା ମାଡ଼ ହୋଇଛି। ପୁଲିସ ଉପସ୍ଥିତିରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଉପସ୍ଥିତିରେ ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ସିସିଟିଭିରେ ବୋମାମାଡ ଦୃଶ୍ୟ…

ଯୁବକଙ୍କ ଉପରକୁ ବୋମାମାଡ, ଦୁର୍ବୃତ୍ତ…

ଭୁବନେଶ୍ଵର: ଭୁବନେଶ୍ଵର ଉପଖଣ୍ଡ ବାଳକାଟି ସାଇଫନ୍ ଛକରେ ଥିବା ଏକ ଘର ଉପରେ ବୋମାମାଡ। ବୋମାମାଡ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନାଯୋଗ୍ୟ ଯେ, ସୋମବାର ରାତ୍ରି ପ୍ରାୟ ୧୦ଟା ୩୦ମିନିଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ବୋମାମାଡ କରି ଫେରାର ହୋଇଯାଇଛନ୍ତି। ସାଇଫନ୍ ଛକରେ ଥିବା ଘର ନିକଟରେ…

କସର୍ଦ୍ଦା ଉପରକୁ ବୋମାମାଡ଼

କଟକ : କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । କସର୍ଦ୍ଦା ଅଞ୍ଚଳରେ ଦୋପଟି ମେଲଣ ଚାଲିଥିବା ସମୟରେ ଏହି ବୋମା ମାଡ଼ ହୋଇଥିଲା । ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଫଳରେ ୨ ଘଣ୍ଟା ଧରି ଦୋପଟି ମେଲଣ ଶୋଭାଯାତ୍ରା ବନ୍ଦ…

କୋର୍ଟରେ ବୋମାମାଡ଼

ଲକ୍ଷ୍ନୌ: କୋର୍ଟ ପରିସରରେ ବୋମାମାଡ଼। ଆଜି ଅପରାହ୍ନରେ ଲକ୍ଷ୍ନୌର ୱଜିରଗଞ୍ଜ କୋର୍ଟ ପରିସରରେ ବୋମାମାଡ଼ ହୋଇଛି। ଏହି ବୋମାମାଡ଼ରେ ଅନେକ ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ୱଜିରଗଞ୍ଜ ପହଞ୍ଚି ୩ଟି ଜୀବନ୍ତ ବୋମା ଜବତ କରିବା ସହ ତଦନ୍ତ ଜାରି କରିଛି। ଜାତୀୟ ଗଣମାଧ୍ୟମ ସୂଚନା…