Odisha Link
Bridging the Missing Links in Odisha
Browsing Tag

BOUDH

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୨…

ବୌଦ୍ଧ : କୋକାକୋଲା ବୋଝେଇ ଟ୍ରକ୍ ଏବଂ ପରିବା ବୋଝେଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଦୁଗୁଦା ଠାରେ ଦୁର୍ଘଟଣା ଘଟିଛି। ଏକ ପରିବା ବୋଝେଇ ଟ୍ରକ୍ ବରଗଡରୁ ଭୁବନେଶ୍ବର ଆସୁଥିଲା। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚାନ ଅନୁସାରେ, ବୌଦ୍ଧ ଜିଲ୍ଲା…

ଯୁବତୀଙ୍କୁ ଦୁଷ୍କର୍ମ

ବୌଦ୍ଧ : ହରଭଙ୍ଗା ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୋଲିସ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପତ୍ନୀ ତାଙ୍କୁ ଏହି କାମରେ ସହଯୋଗ କରିଥିବାର ସୂଚନା ମିଳିଥିଲା । ସୂଚନା ଅନୁସାରେ ଗତ ୮ ତାରିଖ ରାତିରେ ଯୁବତୀଙ୍କୁ ଡାକିନେଇ ଦୁଷ୍କର୍ମ କରିଥିଲେ।…

ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨…

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଲ୍ଲିକପଡ଼ା ପଞ୍ଚାୟତ ଭାବପୁର ଗ୍ରାମରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ। ଗତକାଲି ରାତିରେ ପୀଡ଼ିତା ନିଜେ ହରଭଙ୍ଗା ଥାନାରେ ଗଣଦୁଷ୍କର୍ମ ସମ୍ପର୍କରେ ଅଭିଯୋଗ କରିଛନ୍ତିା ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସବୁଦିନ ପରି ସେ ଗତ ରବିବାର ଦିନ ସକାଳେ…

ସ୍ବଛ ଭାରତ ସର୍ବେକ୍ଷଣ: ସବୁଠାରୁ…

ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ବର୍ଷ ତଳେ ଭାରତରେ ଆରମ୍ଭ ହୋଇଥିଲା ସ୍ଵଛ ଭାରତ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ନିକଟରେ ଏକ ସର୍ଭେ କରାଯାଇଛି। ଏଥିପାଇଁ ସରକାର ସ୍ବଚ୍ଛ ସର୍ବେକ୍ଷଣ ଗ୍ରାମୀଣ ୨୦୧୯ ସର୍ଭେ କରିଥିଲେ। ଏହି ସର୍ଭେ ଦେଶର ୬୮୩ ଜିଲ୍ଲା ଏବଂ ୧୭,୨୦୯ ଗ୍ରାମରେ…

୫ ଟଙ୍କିଆ ଆହାର ଖାଇଲେ ପାଣ୍ଡିଆନ୍

ବୌଦ୍ଧ: ବୌଦ୍ଧରେ ୫ଟଙ୍କିଆ ଆହାର ଖାଇଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍। ଏଥିସହିତ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ଏନଏଚଏମ(ଜାତୀୟ ସ୍ୱାସ୍ଥ୍ୟ ମିଶନ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଆହାର ଖାଇଛନ୍ତି। ସୂଚନାଥାଉକି, ଆଜି ବୌଦ୍ଧ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍,…

ଭାରସାମ୍ୟ ହରାଇ ଗଛରେ ପିଟିହେଲା…

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ଅଞ୍ଚଳରେ ଶିବ ମନ୍ଦିର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରେହୀଙ୍କର ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତରଙ୍କୁ ନିକଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା…

ଜ୍ୱାଇଁର ଗୋଡ଼ ହାଣିଦେଲା ଶ୍ବଶୁର

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଡୁଙ୍ଗୁରିଗୁଡା ଗ୍ରାମରେ ଏକ ଅଭାବନିୟ କାଣ୍ଡ ଘଟିଯାଇଛି। ଜ୍ୱାଇଁର ଗୋଡ଼ ହାଣିଦେଇଛି ଶ୍ବଶୁର। ଅଭିଯୁକ୍ତ ଜଣକ ହେଲେ ଶଶୀ ମହାଳିକ ଆହତ ଜ୍ୱାଇଁ ହେଲେ ବରପଦର ଗାଁର ସୌରଭ ଦଣ୍ଡିଆ। ଲିଖିତ ଭାବେ ଆହତଙ୍କ ବାପା ଚିତ୍ରସେନ ଦଣ୍ଡିଆ ଥାନାରେ ଅଭିଯୋଗ କରିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧରେ…

ବୌଦ୍ଧ: ବୌଦ୍ଧ ଜିଲ୍ଲାବାସୀଙ୍କୁ ଶିଳ୍ପାଚଂଳର ସୁବିଧା ଏବଂ ଏହାର ଉପକାରିତା ପ୍ରଦାନ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଡ୍ରିମ ପ୍ରୋଜେକ୍ଟ ‘ମେକ୍ ଇନ୍ ଓଡିଶା’ ଜରିଆରେ ଆଜି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ୍ରେ ଓଡିଶାର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍ଘାଟନ…

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା

ବୌଦ୍ଧ : ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ଠାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।ତେବେ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ଦୁଇ ଗୋଡ…

ବଉଦ ଜିଲ୍ଲା: ବର୍ଷାରେ ବାମଣ୍ଡାଗାଁ…

ବଉଦ: ଆଉ ଅଳ୍ପ ଦିନପରେ ଓଡ଼ିଶା ଛୁଇଁବ ମୌସୁମୀ। କହିବାକୁ ଗଲେ ଓଡ଼ିଶାର ମୁଣ୍ଡ ଉପରେ ମୌସୁମୀ। ଗତକାଲି ରାତିରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ସେହିପରି ବଉଦ ଜିଲ୍ଲାର ବାମଣ୍ଡା ଗ୍ରାମରେ ମଧ୍ୟ ବର୍ଷା ହୋଇଥିଲା। କାଣିଚାଏ ବର୍ଷାରେ ମଧ୍ୟ ଗାଁ ଦାଣ୍ଡ ପୋଖରୀ…