Odisha Link
Bridging the Missing Links in Odisha
Browsing Tag

BOUDH

ଓଲଟିଲା ବସ୍ , ଅଳ୍ପକେ ବର୍ତ୍ତିଲେ…

ବୌଦ୍ଧ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ ଜଣ ଯାତ୍ରୀ। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାଟି ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ମସିଣାପଡା ମେହେରୁଣୀ ନାଲ ନିକଟରେ ଘଟିଛି। ଡ଼ଲଫିନ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡିଥିଲା।…

ଯାତ୍ରୀ ଉପରେ ଚଢ଼ିଗଲା ବସ୍

ବୌଦ୍ଧ: ଯାତ୍ରୀଙ୍କ ମୁଣ୍ଡ ଉପରେ ଚଢ଼ି ଗଲା ବସ୍। ଏହି ଦୁଃଖଦ ଘଟଣାଟି କଣ୍ଟାମାଳ ନିକଟରେ ଘଟିଛି। ଯାତ୍ରୀ ଜଣଙ୍କ ବସରେ ଚଢ଼ିବା ସମୟରେ ତାଙ୍କ ପାଦ ଖସି ଯାଇଥିଲା। ସେହି ସମୟରେ ବସଟି ତାଙ୍କମୁଣ୍ଡ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଅନୁଯାୟୀ,ଆଜି ସକାଳ ପ୍ରାୟ ସାଢ଼େ…

ଡମ୍ପର ଧକ୍କାରେ ପରିବାରର ୩ ସଦସ୍ୟ ମୃତ

ବୌଦ୍ଧ : ସଡ଼କ ଦୁର୍ଘଟଣାରେ ପରିବାରର ୩ ସଦସ୍ୟ ମୃତ। ଏହି ଅଭାବନୀୟ ଘଟଣାଟି ମନମୁଣ୍ଡା- କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଦୁର୍ଘଟଣାର ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସହିତ ତାଙ୍କ ପୁଅ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଅଟୋର ପଛପଟକୁ ଏକ ଡମ୍ପର ଧକ୍କା…

୩.୫ କୋଟି ହଡ଼ପ ମସୁଧା: କଂକ୍ରିଟ୍‌ ବଦଳରେ…

ବୌଦ୍ଧ: ସରକାର ଲୋକଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି। ମାତ୍ର ତୃଣମୂଳ ସ୍ତରରେ ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ହୋଇଯାଉଛି ବାଟମାରଣ। ବୌଦ୍ଧ ଭଳି ଏକ ପଛୁଆ ଜିଲ୍ଲାରେ ଏଭଳି ଏକାଧିକ ମହାଦୁର୍ନୀତି ସାଧାରଣରେ ଉଦ୍‌ବେଗ ସୃଷ୍ଟି କରୁଛି। ବୌଦ୍ଧ ଜିଲ୍ଲୋ ପ୍ରତିବର୍ଷ ବନ୍ୟା ପରିସ୍ଥିତି…

ଗିରଫ ହେଲେ ବୌଦ୍ଧ ଡେପୁଟି କଲେକ୍ଟର

ବୌଦ୍ଧ: ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରଫ। ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଗିରଫ କଲା ଝାରସୁଗୁଡ଼ା ଟାଉନ ଥାନା ପୋଲିସ। ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରପ କରାଯାଇଛି। ବିଟିଏମ୍‌ ଫାଣ୍ଡିରେ ରଖି ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ପଚରାଉଚରା କରାଯିବ। ସୂଚନା…

ବୌଦ୍ଧ ଜିଲ୍ଲାରୁ କରୋନ ନେଲା ପ୍ରଥମ…

ବୌଦ୍ଧ: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ରାଜ୍ୟରେ ଆଜି ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଏହା ମଧ୍ୟରେ ଜଣେ ବୌଦ୍ଧ ଜିଲ୍ଲାର ଅଛନ୍ତି। ସେ ଜଣେ ମହିଳା। ତାଙ୍କୁ ୬୫ ବର୍ଷ ହୋଇଥିଲା।ବୌଦ୍ଧ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧,୧୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୭୮ ଜଣ ସୁସ୍ଥ ହୋଇସାରିଲେଣି।…

ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର

ବୌଦ୍ଧ: ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର। ପୁରୁଣା କଟକ ବୁରୁଗୁଡ଼ା ଗାଁ ନିକଟସ୍ଥ ପାହାଡ଼ି ଲକ୍ଷ୍ମୀ ନାଳରେ ଫଶି ରହିଥିବା ଶିଶୁ ଉଦ୍ଧାର। ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ୫ ବର୍ଷର ଶିଶୁର ଗୋଡ଼ ପଥର ସନ୍ଧିରେ ଫସି ଯାଇଥିଲା। ଗୋଡ଼ ନବାହାରିବାରୁ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପ ପୁଅ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସିଙ୍ଗାରୀ ଢାବା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ପୁଅ ଗୁରୁତର ଅଛି। ଗୁରୁତର ଥିବା ପୁଅକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଜୁରାମୁଣ୍ଡା ଗାଁର ସୁଜିତ ଦାସ ତାଙ୍କ ୨…

ମଣ୍ଡିରେ ଭିଜୁଛି କ୍ୱିଣ୍ଟାଲ୍…

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଝିପି ଝିପି ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଥିବା ମଣ୍ଡିରେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଧାନବସ୍ତା ଭିଜି ନଷ୍ଟ ହୋଇ ଯାଇଛି । ବିଶେଷ କରି କଣ୍ଟାମାଲ ବ୍ଲକର ଖଟଖଟିଆ ମଣ୍ଡି, ବଘିଆପଡା, ରକ୍ସା, ମୁଣ୍ଡିପଦର ଏବଂ ହରଭଙ୍ଗା ବ୍ଲକର ରାମଗଡ଼, ବାମଣ୍ଡା ଆଦି ମଣ୍ଡିରେ ଶହ ଶହ…

ଆଜି ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ଆଜି ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ। ଫଳରେ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଳ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସହ…