Odisha Link
Bridging the Missing Links in Odisha
Browsing Tag

BOUDH

ରାଜନୀତି ରାଲିରେ ଯୋଗ ଦେଇ ଶିକ୍ଷୟିତ୍ରୀ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ। ସବୁଠି ଚାଲିଛି ରାଜନୈତିକ ଦଳର ରାଲି। ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳୁଛି ବଡ଼ ବଡ଼ ରାଲି। ଏସବୁ ମଧ୍ୟରେ ଜଣେ ଶିକ୍ଷୟିତ୍ରୀ ରାଲିରେ ଯୋଗଦେଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବିରୋଧରେ…

ବୌଦ୍ଧର ବିରଳ ରଥ: ବ୍ୟବହାର ହୁଏ ଏହି…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଶ୍ରୀଜିଉଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ତେବେ ପୁରୀ ବ୍ୟତୀତ ସମଗ୍ର ଦେଶ ଓ ରାଜ୍ୟର ଜଗନ୍ନାଥ ପୀଠରେ ବହୁତ ଧୁମଧାମରେ…

୩ ପୁଲିସ କର୍ମଚାରୀ ନିଲମ୍ବିତ

ଓଏଲ୍‌ ବ୍ୟୁରୋ : ଗଞ୍ଜେଇ କାରବାର ଅଭିଯୋଗରେ ୩ ପୁଲିସ କର୍ମଚାରୀ ନିଲମ୍ବିତ। ଗଞ୍ଜେଇ କାରବାରରେ ସହାୟତା କରୁଥିବା ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ବୌଦ୍ଧ ଏସ୍‌ପି। ଗଞ୍ଜେଇ ବେପାରୀଙ୍କୁ ଛାଡ଼ିଦେବା ସହ କ୍ୱାର୍ଟର୍ସରେ ଗଞ୍ଜେଇ ରଖିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଜଣା ପଡିଛି। ଖବର…

ନାଳରୁ ମିଳିଲା ମୃତଶରୀର

ଓଏଲ୍ ବ୍ୟୁରୋ : ସାମ୍ନାକୁ ଆସିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତ ଖବର। ମନମୁଣ୍ଡା ବାଇପାସର ଏକ ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ମୃତକ ବ୍ୟାଙ୍କ କର୍ମଚାରୀ ଜଣକ ହେଉଛନ୍ତି ଦେଉଳି ଗ୍ରାମର ଚିତ୍ତରଞ୍ଜନ ନାଏକ। ମୃତ ବ୍ୟାଙ୍କ କର୍ମଚାରୀ ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କର କର୍ମଚାରୀ…

ବୌଦ୍ଧରେ ଲ୍ୟାଣ୍ଡମାଇନ ବିସ୍ଫୋରଣ,…

ଓଏଲ୍ ବ୍ୟୁରୋ : ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ୫୦ ବନବିଭାଗ କର୍ମଚାରୀ ଅଳ୍ପକେ ବଞ୍ଚିଗଲେ। ବୌଦ୍ଧ ଜିଲ୍ଲା ଲକଡପାଜୁ ଜଙ୍ଗଲରେ ଲାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବନବିଭାଗ କର୍ମଚାରୀ ମାନେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ…

ଉମା ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ…

ଭୁବନେଶ୍ବର: ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ଉମା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ୍‌ କରୁଥିବା ବେଳେ ଗୁଳି ବିନିମୟ ହୋଇଛି। ଘଣ୍ଟେକି ୨ ଘଣ୍ଟା ନୁହେଁ ପ୍ରାୟ ୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ଗୁଳିବିନିମୟ। ସବୁଠାରୁ ବଡ଼କଥା ହେଲା…

ଘାରୁଛି କରୋନା ଭୟ, ମୃତଦେହ ଛୁଉଁ…

ବୌଦ୍ଧ: ରାଜ୍ୟରେ କାୟା ମେଲାଉଛି କରୋନା ସଂକ୍ରମଣ। ଦିନକୁ ଦିନ କରୋନା ମାମଲା ରାଜ୍ୟରେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ଦୈନିକ ୬ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ସାମନାକୁ ଆସିଛି ଏକ ଅଭାବନୀୟ ଘଟଣା। ଖବର ମୁତାବିକ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର…

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ହରଭଙ୍ଗା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଏକ ବାଇକକୁ ମିନି ଟ୍ରକ ଧକ୍କା ଦେବା ଫଳରେ ବାଇକ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଡିକସିରା ନିକଟରେ ଘଟିଛି। ମୃତକ ପୁରୁଣାକଟକ ଥାନା ତିଳେଇମୁଣ୍ଡା ଗ୍ରାମର ରତ୍ନାକର…

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବାପ-ପୁଅ…

ବୌଦ୍ଧ: ରାଜ୍ୟରେ କିଛି ଦିନ ହେଲା ପ୍ରାୟତଃ ସବୁ ଜଙ୍ଗଲରେ ନିଆଁ ଜଳୁଛି। କିଛି ଦୁବୃର୍ତ୍ତ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଗତକାଲି ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟିଏ ଦିଆସିଲି ଓ ୨ ଟି ଟାଙ୍ଗିଆ…

ବାପାଙ୍କ ଅନ୍ତିମ ସଂସ୍କାର ସାରି…

ବୌଦ୍ଧ: ବାପା ପଛେପଛେ ଚାଲିଗଲା ପୁଅ। ପୁରୀରୁ ବାପାର ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଚାଲିଗଲା ପୁଅର ଜୀବନ । ଏହି ଅଭାବନୀୟ ଘଟଣାଟିବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଡ଼ାକୋଠାରେ ଘଟିଛି। ମୃତକ ହେଲେ ସୁବର୍ଣ୍ଣପୁର ତରଭା ଅଞ୍ଚଳରଅରୁଣ ମେହେର। ପ୍ରକାଶ ଯେ, ଅରୁଣପୁରୀ ସ୍ବର୍ଗଦ୍ବାରରେ ନିଜ…