Odisha Link
Bridging the Missing Links in Odisha

ଯୁବତୀଙ୍କୁ ଦୁଷ୍କର୍ମ

ବୌଦ୍ଧ : ହରଭଙ୍ଗା ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୋଲିସ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପତ୍ନୀ ତାଙ୍କୁ ଏହି କାମରେ ସହଯୋଗ କରିଥିବାର ସୂଚନା ମିଳିଥିଲା ।

ସୂଚନା ଅନୁସାରେ ଗତ ୮ ତାରିଖ ରାତିରେ ଯୁବତୀଙ୍କୁ ଡାକିନେଇ ଦୁଷ୍କର୍ମ କରିଥିଲେ। ପିଡ଼ିତା ଅଭିଯୋଗ ଆଣିବା ପରେ ପୋଲିସ ଉଭୟଙ୍କୁ ବାଣିଗୋଛ୍ଛାରୁ ସ୍ଥାନରୁ ଗିରଫ କରିଥିଲା ।

Comments are closed.