Odisha Link
Bridging the Missing Links in Odisha
Browsing Tag

CBSE

ସିବିଏସ୍‌ସି ଦଶମ ଅଫଲାଇନ ପରୀକ୍ଷା ତାରିଖ…

ନୂଆଦିଲ୍ଲୀ: ଗତକାଲି ପ୍ରକାଶ ପାଇଛି ସିବିଏସ୍‌ସି ଦଶମ ଶ୍ରେଣୀ ପରୀକ୍ଷା ଫଳ। ଦଶମ ପାସ ହାର ୯୯.୦୪ ପ୍ରତିଶତ ରହିଛି। ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ବୋର୍ଡ ପକ୍ଷରୁ ଅଫ ଲାଇନ ପରୀକ୍ଷା ନେଇ ଘୋଷଣା କରାଯାଇଛି। ଅଫଲାଇନ ପରୀକ୍ଷା ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ। ପରୀକ୍ଷା…

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ। ଛାତ୍ରଛାତ୍ରୀମାନେ ଦୁଇଟି ୱେବସାଇଟ https://cbseresults.nic.in କିମ୍ବା https://cbse.gov.in କିମ୍ବା ଡିଜିଲକର ସାହାଯ୍ୟରେ ନିଜର ଫଳାଫଳ ଦେଖି ପାରିବେ। ଚଳିତ ବର୍ଷ କରୋନା କଟକଣା କାରଣରୁ ପରୀକ୍ଷା ବାତିଲ କରାଯାଇଥିବା ବେଳେ ବିକଳ୍ପ…

ଆଜି ଅପରାହ୍ନ ୧୨ଟାରେ ପ୍ରକାଶ ପାଇବ…

ନୂଆଦିଲ୍ଲୀ: ଆଜି ଅପରାହ୍ନ ୧୨ଟାରେ ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ। ଏନେଇ ସିବିଏସଇ ଏଚକ୍ୟୁ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାାଇଛି। ଛାତ୍ରଛାତ୍ରୀମାନେ https://cbseresults.nic.in କିମ୍ବା https://cbse.gov.in କିମ୍ବା ଡିଜିଲକର ସାହାଯ୍ୟରେ ନିଜର ଫଳାଫଳ ପାଇ ପାରିିବେ। ଏହା ପୂର୍ବରୁ…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ।  ଛାତ୍ରଛାତ୍ରୀମାନେ http://cbseresults.nic.in ୱେବସାଇଟରୁ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ପାସ୍‌ ହାର ୯୯.୩୭% ରହିଛି।  ଛାତ୍ରଙ୍କ ପାସ୍ ହାର ୯୯.୧୩ ପ୍ରତିଶତ ରହିଥିବା  ବେଳେ ୯୯.୬୭ ଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷ ଯୁକ୍ତ ଦୁଇ…

ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ…

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ। ଦିନ ୨ଟାରେ ରେଜଲ୍ଟ ପ୍ରକାଶ ପାଇବା http://cbseresults.nic.in ୱେବସାଇଟରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ହୋଇନଥିଲା। କରୋନା ପାଇଁ ପରୀକ୍ଷା ବାତିଲ କରାଯାଇଥିଲା। ମାଟ୍ରିକ ଭଳି ବିକଳ୍ପ…

୨୦୨୨ ଶିକ୍ଷାବର୍ଷ ପାଇଁ ନୂଆ ନିୟମ ଘୋଷଣା…

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ବୋର୍ଡ ପରୀକ୍ଷାକୁ ନେଇ ଗତ ୨ ବର୍ଷ ହେଲା ଜାରି ରହିଥିବା ଅନିଶ୍ଚିତତା ମଧ୍ୟରେ ବଡ଼ ଘୋଷଣା କରିଛି ସିବିଏସ୍‌ଇ। ୨୦୨୨ ଶିକ୍ଷାବର୍ଷ ପାଇଁ ବୋର୍ଡ ପରୀକ୍ଷା ନିୟମରେ ସିବିଏସ୍‌ଇ ପକ୍ଷରୁ ପରିବର୍ତ୍ତନ କରାଯାଇଛି। ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଦୁଇଟି…

ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ…

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ପିଲାଙ୍କ ହିତଙ୍କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା ନେଇ କହିଛନ୍ତି ସୁପ୍ରିମକୋର୍ଟ। ତେବେ ମୂଲ୍ୟାୟନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲେ ଛାତ୍ରଛାତ୍ରୀ। ଦାଏର ହୋଇଥିଲା ଏକାଧିକ ମାମଲାକୁ…

ଦ୍ୱାଦଶ ରେଜଲ୍ଟ ନେଇ ସତ୍ୟପାଠ ଦାଖଲ କଲା…

ନୂଆଦିଲ୍ଲୀ: ଦ୍ୱାଦଶ ରେଜଲ୍ଟ ନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ଥରେ ସତ୍ୟପାଠ ଦାଖଲ କରାଯାଇଛି। ପୂର୍ବ ପଦ୍ଧତିରେ ଆଉ ୨ଟି ବିନ୍ଦୁ ଯୋଡ଼ି ସତ୍ୟପାଠ ଦାଖଲ କରିଛି ସିବିଏସଇ। ଫଳରେ କମ୍ପୁ୍ୟଟେସନ ନେଇ କିଛି ବିବାଦ ଥିଲେ ସମାଧାନ ପାଇଁ କମିଟି ଗଠନ କରାଯିବ। ରେଜଲ୍ଟ ପ୍ରକାଶ ପରେ କୌଣସି ପିଲା…

ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସିବିଏସଇର…

ନୂଆଦିଲ୍ଲୀ: ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସିବିଏସଇ ପକ୍ଷରୁ ସବୁ ସ୍କୁଲକୁ ନିର୍ଦ୍ଦେଶ। କରୋନା କାରଣରୁ କିଛି ସ୍କୁଲ ପ୍ରାକ୍ଟିକାଲ/ଇଣ୍ଟରନାଲ ଆସେସମେଣ୍ଟ କରିନାହାନ୍ତି। ଯେଉଁମାନେ କରିପାରିନଥିବେ ତୁରନ୍ତ ଅନଲାଇନରେ କରାଇବାକୁ ସିବିଏସଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନଲାଇନରେ ଆସେସମେଣ୍ଟ କରି ଜୁନ…

୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି…

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ଏବେ ମୂଲ୍ୟାୟନକୁ ନେଇ ଛାତ୍ରଛାତ୍ରୀ ଅଭିଭାବକଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହିଛି। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ ବୋଲି ସିବିଏସଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀ…