Odisha Link
Bridging the Missing Links in Odisha
Browsing Tag

CHINA

ଚନ୍ଦ୍ରପୃଷ୍ଠରୁ ୨ କିଲୋ ନମୁନା ଆଣିବ…

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଅନାବିଷ୍କୃତ ମୃତ୍ତିକା ଓ ଶିଳା ଆଣିବ ଚୀନ୍। ନମୁନା ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚୀନ୍‌ ମଙ୍ଗଳବାର ଦିନ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ତା’ର ମହାକାଶଯାନ ଅବତରଣ କରାଇଥିବା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ଚୀନ୍‌ର ‘ଚାଙ୍ଗ୍‌ଇ-୫ ଲୁନାର ପ୍ରୋବ୍‌’ ଚନ୍ଦ୍ରପୃଷ୍ଠରେ…

ଚୀନ୍‌‌କୁ ଭାରତୀୟ ବିମାନ ପ୍ରବେଶ ନିଷେଧ,…

ଚୀନ୍‌କୁ ଭାରତୀୟ ବିମାନ ଉଡ଼ାଣ ଉପରେ ସାମୟିକ ଭାବେ ନିଷାଧାଦେଶ ଜାରି କରିଛି ଚୀନ୍। ଉହାନ୍‌ରେ ପହଞ୍ଚିବା ପରେ ୧୯ ଜଣ ଭାରତୀୟ ଯାତ୍ରୀଙ୍କ ଠାରେ କୋଭିଡ୍‌ ପଜିଟିଭ୍‌ ଠାବ ହେବା ପରେ ଚୀନ୍‌ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚୀନ୍‌କୁ ଭିସା ମାଧ୍ୟମରେ ଯାତ୍ରା କରୁଥିବା ଭାରତୀୟ ଅଥବା ଭାରତରୁ…

ୟୁଏଇ ପ୍ରଧାନମନ୍ତ୍ରୀ ନେଲେ ଚାଇନା କରୋନା…

ଦୁବାଇ: ମହାମାରୀ କରେନା ଭାଇରସ୍‌ ସଂକ୍ରମଣରେ ସମସ୍ତେ ଭୟଭୀତ। ସାଧାରଣ ଜନତାଠୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ସମସ୍ତେ କରୋନା ଟିକା କେବେ ବାହାରିବ ସେ ଉପରେ ରଖିଛନ୍ତି ନଜର। ଏସବୁ ମଧ୍ୟରେ ବିଭିନ୍ନ ଦେଶ କରୋନା ଟିକା ପ୍ରସ୍ତୁତ କରିବାରେ ଲାଗିିଛନ୍ତି। ଏପରିକି କିଛି ଦେଶ ପ୍ରସ୍ତୁତ କରିଥିବା କରୋନା…

ଏସିଆରେ କମୁଛି ଭାରତର ପ୍ରାଧାନ୍ୟ, ଭାରତ…

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ବିଶ୍ବବାସୀଙ୍କୁ କରୁଛି ହନ୍ତସନ୍ତ। ଏହି ମହାମାରୀ ପାଇଁ କେଉଁ ଦେଶର ପୁଷମାସ ତ ଆଉ କେଉଁ ଦେଶର ସର୍ବନାଶ। ମହାମାରୀ କରୋନାରେ ଭାରତର ଆର୍ଥିକ ଅବସ୍ଥା ଭୁଷୁଡ଼ି ପଡ଼ିଛି।ଯାହାଫଳରେ ଭାରତ ଆଉ ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର (ମେଜର ପାୱାର) ବର୍ଗରେ ନାହିଁ। ମହାମାରୀ…

ଭାରତ ଉଭୟ ପକ୍ଷରୁ ଯୁଦ୍ଧ ପାଇଁ…

ଲଦାଖ୍‌: ଏଲ୍‌ଏସିରେ ତିକ୍ତତା ଲାଗି ରହିଥିବା ବେଳେ ଆଜି ବାୟୁ ସେନା ମୁଖ୍ୟ ଆରକେଏସ୍ ଭଦୋରିଆ ବଡ଼ ବୟାନ ଦେଇଛନ୍ତି। ଆରକେଏସ୍ ଭଦୋରିଆ କହିଛନ୍ତି, ଭାରତ ଉତ୍ତର ଭାରତରେ ଉଭୟ ପକ୍ଷରୁ ଲଢ଼ିବା ପାଇଁ ପ୍ରସ୍ତୁତ। ଚୀନ ଏବଂ ପାକିସ୍ତାନ ମଧ୍ୟରୁ ଯେଉଁପଟୁ ଉତ୍ତେଜନା ସୃଷ୍ଟି ହେବ ସେହି ପଟେ ମୁକାବିଲା ନେଇ…

ଚୀନ୍ ପ୍ରଥମେ ସମସ୍ତ ବିବାଦୀୟ ସ୍ଥାନରୁ…

ନୂଆଦିଲ୍ଲୀ: ଗତକାଲି କମାଣ୍ଡର ସ୍ତରୀୟ ବୈଠକ ଦୁଇ ଦେଶର ସେନା ଅଧିକାରୀଙ୍କ ଉପସ୍ଥିତିରେ ବସିଥିଲା। ଏହି ବୈଠକ ପ୍ରାୟ ୧୨ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏହି ବୈଠକଠି ଲଦାଖରେ ଭାରତ-ଚୀନ୍ ମଧ୍ୟରେ ତିକ୍ତତା ଉପରେ ଚାଲିଥିଲା । ଭାରତ ପକ୍ଷରୁ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ଭାରତ…

ଏଲଏସି ବିବାଦ : ଭାରତ-ଚୀନ୍ ମଧ୍ୟରେ କୋର…

ନୂଆଦିଲ୍ଲୀ : କିଛି ଦିନ ହେବ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ସୃଷ୍ଚି ହୋଇଥିଲା । ବର୍ତ୍ତମାନ ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନାରେ ପ୍ରଥମ ଥର ପାଇଁ ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ନବୀନ…

ଗଲୱାନ‌ ସଂଘର୍ଷରେ ଚୀନ ସୈନିକଙ୍କର ମଧ୍ୟ…

ନୂଆଦିଲ୍ଲୀ : କରୋନା ପାଇଁ ସାରା ଦେଶ ଚିନ୍ତାରେ ଥିବା ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଏହା ଗତ ଜୁନ ମାସରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ।ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ଚୀନ ଗଲୱାନରେ ହୋଇଥିବା ଏହି ସଂଘର୍ଷରେ କୌଣସି ସେନା ଯବାନଙ୍କ ମୃତ୍ୟୁ…

ସେନାଙ୍କୁ ବିଚଳିତ କରିବା ପାଇଁ ସୀମାରେ…

ନୂଆଦିଲ୍ଲୀ : ଭାରତୀୟ ସେନାଙ୍କୁ ବିଚଳିତ କରିବା ନୂଆ ନୂଆ ଅଜବ କାରନାମା କରୁଛି ଚୀନ। ଲଦାଖରେ ଭାରତ-ଚୀନ ସୀମା ବିବାଦ ଜାରି ରହିଥିବା ବେଳେ ଚୀନର ସୈନ୍ୟମାନେ ସୀମାରେ ଲାଉଡସ୍ପିକର ଲଗାଇ ପଞ୍ଜାବୀ ଗୀତ ବଜାଉଛନ୍ତି। ତେବେ ଚୀନ ଏ ଲାଉଡସ୍ପିକର ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦର ଫିଙ୍ଗର-୪ ଇଲାକାରେ…

ଦେଶ ପାଇଁ କଡ଼ା ପଦକ୍ଷେପ ନେବାକୁ ପଛାଇବୁ…

ନୂଆଦିଲ୍ଲୀ: ସୀମା ବିବାଦ ନେଇ ରାଜନାଥ ସିଂହଙ୍କ ବିବୃତି। ଲଦାଖର ସ୍ଥିତି ନେଇ ରାଜ୍ୟସଭାରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି। ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ବର୍ତ୍ତମାନ ଯାଏ ସମାଧାନ ହୋଇ ନାହିଁ। ଭାରତୀୟ ସୀମା ରେଖାକୁ ଗ୍ରହଣ କରିବାକୁ ଚୀନ ଏପର୍ଯ୍ୟନ୍ତ ପ୍ରସ୍ତୁତ…