Odisha Link
Bridging the Missing Links in Odisha
Browsing Tag

CHINA

ଧୂଳି ଝଡ଼ରେ ୩୪୧ଜଣ ଲୋକ ନିଖୋଜ

ନୂଆଦିଲ୍ଲୀ: ଧୂଳି ଝଡ଼ରେ ୩୪୧ଜଣ ଲୋକ ନିଖୋଜ। ଏହି ଘଟଣାଟି ଚୀନର ବେଜିଙ୍ଗରେ ଘଟିଛି। ଲୋକମାନେ ଯାତାୟତ କଲା ସମୟରେ ହେଡଲାଇଟ ଲାଗାଇ ଯାତାୟତ କରୁଛନ୍ତି। ଧୂଳି ଝଡ଼ ପାଇଁ ୪୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ଏହି ଧୂଳି ଝଡ଼ ପରେ ବାୟୁ ସ୍ତର ୫୦୦ଅତିକ୍ରମ କରିଛି। ୧୦ବର୍ଷ ପରେ ପୁଣି ଥରେ ଚୀନବାସୀ…

LACରେ ସ୍ଥିତି ସୁଦୃଢ଼: ରାଜନାଥ ସିଂ

ନୂଆଦିଲ୍ଲୀ: LAC ସ୍ଥିତି ନେଇ ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ, ଲଦାଖର ପୋଙ୍ଗଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି। ପୋଙ୍ଗଙ୍ଗର ଉତ୍ତର-ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ପ୍ରତ୍ୟାହାର ହେଉଛି। ଚୁକ୍ତି ଅନୁସାରେ ୪୮ ଘଣ୍ଟା ଭିତରେ ସୈନ୍ୟ…

୯ଥର କମାଣ୍ଡରସ୍ତରୀୟ ବୈଠକ ବିଫଳ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦର କୌଣସି ସମଧାନ ହୋଇ ନାହିଁ। ଦୁଇ ଦେଶ ମଧ୍ୟରେ ହୋଇଥିବା ୯ଥର କମାଣ୍ଡରସ୍ତରୀୟ ବୈଠକରେ କୈଣସି ସମାଧାନ ହୋଇ ନାହିଁ। ଦୁଇ ଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ନଥିବା ବେଳେ ଏବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପିପୁଲ୍ସ ଲିବରେସନ…

ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ଯବାନ

ସିକିମ୍: ପୁଣି ମୁହାଁମୁହିଁ ହେଲେ ଭାରତ ଚୀନ ସେନା। ସିକିମ୍‌ ସୀମା ନାକୁ ଲା'ରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକଚୁଆଲ କନଟ୍ରୋଲ(ଏଲଏସି) ରେ ବିବାଦୀୟ ସ୍ଥିତି ଭିତରେ ସିକ୍କିମରେ ଭାରତ ଓ ଚୀନ୍ ଭିତରେ ପୁଣି ଆଜି ସଂଘର୍ଷ। ମୁହାଁମୁହିଁ ବେଳେ ଚୀନର ୨୦ ସୈନିକ ଆହତ…

ଲଦାଖରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର…

ନୂଆଦିଲ୍ଲୀ: ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ପାଇଁ ଚୀନ୍କୁ ଭାରତର ପ୍ରସ୍ତାବ। ପୂର୍ବ ଲଦାଖରେ ଥିବା ସମସ୍ତ ବିବାଦସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ପାଇଁ ଗତକାଲି ଅନୁଷ୍ଠିତ ନବମ ପର୍ଯ୍ୟାୟ ଆଲୋଚନାରେ ଚୀନ୍କୁ ଭାରତ ପ୍ରସ୍ତାବ ଦେଇଛି। ଦୀର୍ଘ ୧୫ ଘଣ୍ଟା ଧରି ଆଲୋଚନା…

ପୁଣି ପଦାରେ ପଡ଼ିଲା ଚୀନର ମନମାନି,…

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଲାଗି ରହୁଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବସୁଛୁ ଗୋଟାଏ ପରେ ଗୋଟାଏ ବୈଠକ। କିନ୍ତୁ ଏସବୁ ମଧ୍ୟରେ ବଦଳୁ ନାହିଁ ଚୀନର ଭାରତ ବିରୋଧୀ ମନୋଭାବ।ଗୋଟାଏ ପଟେ ଆଲୋଚନା ଚାଲୁଥିବା ବେଳେ ଅନ୍ୟପଟେ ଭାରତକୁ ଅଡ଼ୁଆରେ ପକାଇବା ପାଇଁ ଉଦ୍ୟମ କରୁଛି ଚୀନ।…

ଗ୍ଵାଦର ସହର ଚାରିପଟେ ପ୍ରାଚୀର ବୁଲାଇଲା…

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍‌ ସରକାରଙ୍କ ମିଳିତ ପ୍ରତିଷ୍ଠାନ ‘ସିପିଇସି’ କର୍ତ୍ତୃପକ୍ଷ ଗ୍ଵାଦର ସହର ଚାରି ପଟେ ପ୍ରାଚୀର ବୁଲାଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଛି। ୧୦ ଫୁଟ୍‌ ଉଚ୍ଚ ଏହି ପ୍ରାଚୀର ୩୦ କିଲୋମିଟର ଅଞ୍ଚଳକୁ ଆବଦ୍ଧ କରିବ। ଏହି ପ୍ରକଳ୍ପକୁ ପହରା ଦେବା…

ଚନ୍ଦ୍ରରେ ହେବ ପନିପରିବା ଚାଷ !

ନୂଆଦିଲ୍ଲୀ: ଚନ୍ଦ୍ରରେ ହେବ ପନିପରିବା ଚାଷ। ଏନେଇ ଚୀନ ଗବେଷଣା ଆରମ୍ଭ କରିଛି । ଚୀନର ବୈଜ୍ଞାନିକମାନେ ଚନ୍ଦ୍ରରୁ ମାଟି ଆଣି ତାହାକୁ କିପରି ଉପଯୋଗ କରାଯିବ, ସେନେଇ ରିସର୍ଚ୍ଚ କରୁଛନ୍ତି। ଚନ୍ଦ୍ରରେ ଥିବା ମାଟିରେ ପୋଷକ ତତ୍ତ୍ୱ ନାହିଁ। ଫଳରେ ଏହା ସବଜି ଚାଷ ନିମନ୍ତେ ଅନୁକୂଳ ନୁହେଁ । ଏହାର ଉପଯୋଗ…

ଜହ୍ନରୁ ନମୁନା ଆଣିଲା ‘ଚାଙ୍ଗ୍‌…

ବେଜିଂ: ଜହ୍ନରୁ ନମୁନା ଆଣିଲା 'ଚାଙ୍ଗ୍‌ ଇ-୫'। ଆମେରିକା, ସୋଭିଏତ ସଂଘ ପରେ ଚାଇନାକୁ ଏହି ବଡ଼ ସଫଳତା ମିଳିଛି। ଚନ୍ଦ୍ରରୁ ନମୁନା ଧରି ପୃଥିବୀକୁ ଫେରିଛି ଚାଇନାର 'ଚାଙ୍ଗ୍‌ ଇ-୫' ଯାନ। ପଥର ଏବଂ ଆବର୍ଜନା ନମୁନା ଧରି ଏହି ଯାନ ପୃଥିବୀକୁ ଫେରିଛି। ଗୁରୁବାର ମୋଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ…

ଭାରତ ପରେ ଚାଇନାର ଡିଜିଟାଲ ଷ୍ଟ୍ରାଇକ୍‌,…

ବେଜିଂ: ଭାରତ ପରେ ଚାଇନାର ଡିଜିଟାଲ ଷ୍ଟ୍ରାଇକ୍। ଚାଇନାକୁ ଆମେରିକାର ବିରୋଧ ପରେ ଏଭଳି ବଡ଼ ପଦକ୍ଷେପ ନେଇଛି ଚାଇନା। ମଙ୍ଗଳବାର ଚାଇନା ୧୦୪ଟି ଆପ୍‌କୁ ଆପ୍‌ ଷ୍ଟୋରରୁ ହଟାଇ ଦେଇଛି। ବ୍ୟାନ ହୋଇଥିବା ୧୦୪ ଆପ୍‌ ମଧ୍ୟରେ ଆମେରିକାର ଗୋଟିଏ ଆପ୍‌ ଟ୍ରିପଆଡଭାଇଜର ରହିଛି। ଅନ୍ୟ ଆପଗୁଡ଼ିକ ମଧ୍ୟରେ ଅଧିକାଂଶ…