Odisha Link
Bridging the Missing Links in Odisha
Browsing Tag

close

ଟ୍ୱିନ୍ ସିଟିରେ ୫୦% କର୍ମଚାରୀରେ ଚାଲିବ…

ଭୁବନେଶ୍ବର: ଅକ୍ଟୋବର ମାସରେ ସରକାରୀ ଅଫିସ୍‌ ଚାଲିବା ନେଇ ଗାଇଡଲାଇନ। ଟ୍ୱିନ୍ ସିଟିରେ ୫୦% କର୍ମଚାରୀରେ ଚାଲିବ ଅଫିସ୍। କେଉଁ କର୍ମଚାରୀ ଆସିବେ, କିଏ ଆସିବେ ନାହିଁ ତାହା ବିଭାଗୀୟ ମୁଖ୍ୟ ସ୍ଥିର କରିବେ। ଏଥିସହ ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ ଛୁଟି ରହିବ। ଏ ନେଇ ସାଧାରଣ…

ଆସନ୍ତା ୧୩ ତାରିଖ ବନ୍ଦ ରହିବ ଭୁବନେଶ୍ବର…

ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ରବିବାର ଦିନ ବନ୍ଦ ରହିବ ୧ ନମ୍ବର ହାଟ। ରବିବାର ଦିନ ନିଟ୍ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୟୁନିଟ-୧ ହାଟକୁ ୬ ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା…

ଶନିବାର ସରକାରୀ ଅଫିସ୍‌ ଛୁଟି, ୫୦%…

ଭୁବନେଶ୍ବର: ସେପ୍ଟେମ୍ବର ମାସରେ ଶନିବାର ସରକାରୀ ଅଫିସ୍‌ ଛୁଟି ରହିବ। ବାକି ଦିନରେ ଭୁବନେଶ୍ୱର ଓ କଟକର ସମସ୍ତ ଅଫିସ୍‌ ଖୋଲା ରହିବ। ୫୦% କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ। ଗ୍ରୁପ୍‌ ଏ ଅଧିକାରୀମାନେ ଅଫିସ୍‌ ଆସିବା ସହ କେଉଁ ୫୦% କର୍ମଚାରୀ କେବେ ଆସିବେ ତାହା ଜଣାଇବେ। ମାତ୍ର‌ ଏସ୍‌ଆରସି ଅଫିସ,…

ହୀରାକୁଦ: ବନ୍ଦ ହେଲା ଆଉ ୪ ଗେଟ୍

ହୀରାକୁଦ: ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି। ଫଳରେ ହୀରାକୁଦର ଡ୍ୟାମ୍‌ର ଆଉ ୪ ଗେଟ୍‌କୁ ବନ୍ଦ କରାଯାଇଛି। ଏବେ ମୋଟ ୩୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୫ ଲକ୍ଷ ୨୩ ହଜାର ୮୮୧ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୬୫ ହଜାର ୧୧୬ ଘନଫୁଟ ଜଳ…

ପୂଜା ଛୁଟି ଯାଏଁ ସ୍କୁଲ, କଲେଜ ବନ୍ଦ:…

ଭୁବନେଶ୍ବର: ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ…

କରୋନା: କାଲିଠୁ ଶ୍ରୀଜିଉଙ୍କ ଦର୍ଶନ…

ପୁରୀ: କରୋନା ପାଇଁ କାଲିଠୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଦର୍ଶନ ବନ୍ଦ ରହିଲେ ମଧ୍ୟ ପୂର୍ବ ଭଳି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଚାଲୁ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି ପୁରୀ ଜିଲ୍ଲା…

ମାର୍ଚ୍ଚ ୩୧ ଯାଏଁ ଭୁବନେଶ୍ବର-କଟକରେ…

ଭୁବନେଶ୍ବର: କରୋନା କଟକଣାକୁ ଦ୍ବେତନଗରୀରେ ଅଧିକ କଡ଼ାକଡ଼ି କରାଯାଇଛି। ଆଜି ଠାରୁ ଭୁବନେଶ୍ବର ଓ କଟକର ସମସ୍ତ ମଲ୍‌ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି କମିଶନରେଟ୍‌ ପୁଲିସ। ସହରାଞ୍ଚଳ ପୁଲିସ ଆଇନର ଧାରା ୩୫ ଅନୁସାରେ ୧୬ ମାର୍ଚ୍ଚ ଠାରୁ ୩୧ ମାର୍ଚ୍ଚ ଯାଏଁ ଉଭୟ ସହରରେ ମଲ୍‌ ବନ୍ଦ ରହିବ।…

କରୋନା ପାଇଁ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ବର: କରୋନା ପାଇଁ ବନ୍ଦ ରହିବ ନନ୍ଦନକାନନ। ଆସନ୍ତା ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ନନ୍ଦନକାନନ। ଏନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ…

୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳିରେ…