Odisha Link
Bridging the Missing Links in Odisha
Browsing Tag

close

୧୦ ଦିନ ବନ୍ଦ ରହିବ ଜିରାଙ୍ଗ ବୌଦ୍ଧ…

ଗଜପତି: ୧୦ ଦିନ ବନ୍ଦ ରହିବ ଜିରାଙ୍ଗ ବୌଦ୍ଧ ମନ୍ଦିର। ଗଜପତି ଜିଲ୍ଲା ଚନ୍ଦ୍ରଗିରି ନିକଟ ଜିରାଙ୍ଗ ଠାରେ ଥିବା ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ୧୦ ଦିନ ବନ୍ଦ ରହିବ। ମନ୍ଦିରର ଲାମା ଗୁରୁଜୀ ଟେମ୍ପୋ ଆମ୍ପଲଙ୍କ ସୂଚନା ଅନୁଯାୟୀ, ଫେବୃଆରୀ ୨୨ରୁ ମାର୍ଚ୍ଚ ୩…

ମାର୍ଚ୍ଚ ୧୫ରୁ ବ୍ୟାଙ୍କ ଧର୍ମଘଟ, କେତେ…

ନୂଆଦିଲ୍ଲୀ: ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପାଇଁ କେନ୍ଦ୍ର ବଜେଟ୍‌ରେ ଦିଆଯାଇଥିବା ପ୍ରସ୍ତାବକୁ ଜୋରଦାର ବିରୋଧ କରିଛନ୍ତି ବ୍ୟାଙ୍କ ସଂଘ। ଏହାକୁ ନେଇ ବ୍ୟାଙ୍କ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ମାର୍ଚ୍ଚ ୧୫ରୁ ୧୬ ଦୁଇଦିନିଆ ଧର୍ମଘଟ କରାଯିବ ବୋଲି କହିଛନ୍ତି। ୯ଟି ବ୍ୟାଙ୍କ ସଂଘକୁ ନେଇ…

ଜାନୁଆରୀ ୩୧ ତାରିଖ ଯାଏଁ ବନ୍ଦ ରହିବ…

ନୂଆଦିଲ୍ଲୀ: ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ପରିଦର୍ଶକଙ୍କ ପାଇଁ ବନ୍ଦ ରହିବ ଲାଲ୍‌ କିଲ୍ଲା। ଏନେଇ ଗତକାଲି ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ଏକ ଆଦେଶନାମାରେ କହିଛି। ବନ୍ଦ ରହିବା ନେଇ ଆଦେଶନାମାରେ କିଛି ଉଲ୍ଲେଖ ନାହିଁ। ଗତ ସାଧାରଣତନ୍ତ୍ର ଦିବସ ଦିନ ଆନ୍ଦେଳନକାରୀ କୃଷକମାନେ ବଳପୂର୍ବକ ଲାଲ୍‌ କିଲ୍ଲା…

ଆଜିଠୁ ୯ ଦିନ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ଆଜିଠୁ ୯ ଦିନ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରତିବର୍ଷ ଭଳି ଚଳିତବର୍ଷ ଜାନୁଆରୀ ୧୫ରୁ ୨୩ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଏହି ସମୟରେ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶରଞ୍ଜନ ଦାଶ ସୂଚନା ଦେଇଛନ୍ତି।…

ବାର୍ଡ ଫ୍ଲୁ ପାଇଁ ୧୫ ଦିନ ବନ୍ଦ ରହିବ…

ଭୋପାଳ: ଡ଼ରେଇଲାଣି ବାର୍ଡ ଫ୍ଲୁ। ଏବେ ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଲାଣି। କେରଳ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ଶହଶହ ସଂଖ୍ୟାରେ ପକ୍ଷୀଙ୍କ ଶରୀରରୁ ବାର୍ଡ ଫ୍ଲୁ ଭୂତାଣୁ ଠାବ ହୋଇଛି। ଏଥିପାଇଁ ବିଭିନ୍ନ ରାଜ୍ୟ ସରକାରମାନେ ହାଇଆଲର୍ଟ ଜାରି…

ମାଣବସା ପାଇଁ ଏହି ଜିଲ୍ଲାରେ ସରକାରୀ…

କଟକ: ମାଣବସା ପାଇଁ ସରକାରୀ ଅଫିସ୍‌ ଛୁଟି। ଆସନ୍ତା କାଲି କଟକ ଓ କେନ୍ଦ୍ରାପଡାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ଏନେଇ ଘୋଷଣା କରିଛନ୍ତି ରାଜସ୍ବ କମିଶନର। ମାଣବସା ପାଇଁ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ପ୍ରଥମାଷ୍ଟମୀ ଛୁଟି ବାତିଲ ହୋଇଥିବାରୁ ମାଣବସାରେ ଛୁଟି ଘୋଷଣା କରାଯାଇଛି। ଭାରତ ବନ୍ଦ…

ଗଞ୍ଜାମରେ ବନ୍ଦ ହେବ ୨ କୋଭିଡ୍‌…

ଗଞ୍ଜାମ: କରୋନାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଖୋଲାଯାଇଥିବା ୨ କୋଭିଡ୍‌ ହସ୍ପିଟାଲ ବନ୍ଦ କରାଯିବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲ ଓ ଗୋଳନ୍ଥରା ଅଶ୍ୱିନୀ ହସ୍ପିଟାଲ ବନ୍ଦ କରାଯିବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲକୁ ୨୦ରୁ ବନ୍ଦ ହେବ ଏବଂ ଅଶ୍ୱିନୀ ହସ୍ପିଟାଲ ଡିସେମ୍ବର ୩୧ ତାରିଖରୁ ବନ୍ଦ…

ଡିସେମ୍ବର ୧୦ରେ ଭଦ୍ରକ ସହର ବନ୍ଦ

ଭଦ୍ରକ: ୧୦ ଡିସେମ୍ବର ଭଦ୍ରକ ସହର ବନ୍ଦ। ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଭଦ୍ରକ କଂଗ୍ରେସ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି। ଭଦ୍ରକ ଜିଲ୍ଲା ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ପାଇଁ ଭଦ୍ରକ…

ଡିସେମ୍ବର ମାସରେ ୧୪ ଦିନ ପାଇଁ ବନ୍ଦ…

ନୂଆଦିଲ୍ଲୀ: ସାଧାରଣତଃ ବ୍ୟାଙ୍କଗୁଡିକ ପ୍ରତ୍ୟେକ ମାସର ରବିବାର ଓ ଦ୍ୱିତୀୟ ଶନିବାରରେ ବନ୍ଦ ରହିଥାଏ। ଏହା ବ୍ୟତୀତ କୌଣସି ପର୍ବପର୍ବାଣୀ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ କରାଯାଏ। ମାତ୍ର ଡିସେମ୍ବର ମାସରେ ବ୍ୟାଙ୍କ୍‌ ୧୪ ଦିନ ବନ୍ଦ ରହିବ। ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କିଛି…

୩ ଦିନ ପାଇଁ ଭିସୁଟ୍ ବନ୍ଦ

ବୁର୍ଲା: ୩ ଦିନ ଯାଏଁ ବନ୍ଦ ରହିବ ଭିସୁଟ୍। ଭିସୁଟରୁ ଏକାଧିକ କରୋନା ପୋଜେଟିଭ ଚିହ୍ନଟ ହେବା ପରେ ୩ ଦିନ ଯାଏଁ ବନ୍ଦ ନିଷ୍ପତ୍ତି ନେଲେ ଭିସୁଟ କତ୍ତୃପକ୍ଷ। ଗତକାଲି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ କରୋନା ସମ୍ପର୍କିତ ବୈଠକ ହୋଇଥିଲା। ଏହି ବୈଠକରେ ଆସନ୍ତା ସୋମବାର ଦିନ ଯାଏ…