Odisha Link
Bridging the Missing Links in Odisha
Browsing Tag

Covid

କରୋନା ନେଲା ଆଉ ୬୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୫୩କୁ ବୃଦ୍ଧି ପାଇଛି। ଏନେଇ…

କରୋନା ସଂକ୍ରମଣ ଅଥିକ ହେଲେ ବାତିଲ୍‌ ହେବ…

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉମାତ୍ର ଦୁଇ ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ବାଧା ସୃଷ୍ଟି କଲାଣି।ବିଦେଶୀ ନାଗରିକଙ୍କ ଆଗମନ ସହିତ ଗ୍ରୀଡା ଭିଲେଜରେ ଆଥଲେଟଙ୍କ ସଂକ୍ରମଣ ହାର ବଢ଼ୁଛି। ତେଣୁ ଅଲିମ୍ପିକ୍‌ ଆୟୋଜନ ନେଇ ଏବେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି। ଟୋକିଓ ଅଲିମ୍ପିକ୍ସ…

ସ୍ବାସ୍ଥ୍ୟକର୍ମୀ ବିକିଦେଲେ ଟିକା!

କେନ୍ଦୁଝର: ସାରା ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏସବୁ ମଧ୍ୟରେ ଟିକା ବିକ୍ରି ନେଇ ଅଭିଯୋଗ କରିଛନ୍ତି ଲୋକେ। କେନ୍ଦୁଝର ଜିଲ୍ଲା ସବଡିଭିଜନର ଶାଳନିଆ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାରଳା ଗାଁରେ କରୋନା ଟିକା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଗାଁକୁ ଟିକା ନେଇ ଯାଉଥିବା…

କୋଭିଡ୍‌ ଅନାଥ ଶିଶୁମାନଙ୍କ ପାଇଁ…

ଉଭୟ ପିତା-ମାତା ଅଥବା ଏକକ-ଜନନୀ ବା ଏକକ ପିତାଙ୍କୁ ହରାଇ ଥିବା ପିଲାଙ୍କୁ ମିଳିବ ମାସିକ ୨,୫୦୦ ଟଙ୍କା କେବଳ ମୁଖ୍ୟ ଉପାର୍ଜନକାରୀ ବାପା ବା ମା' ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ୧,୫୦୦ ଟଙ୍କା ଜଣେ ବି ଅସହାୟ ଶିଶୁ ଯେପରି ବାଦ୍ ନପଡ଼ନ୍ତି ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭେଣ୍ଟିଲେଟରରେ କୋଭିଡ୍‌କୁ ହରାଇଲା ୧୫…

ଭୁବନେଶ୍ବର: କୋଭିଡ୍‌ର କଳା ବାଦଲ ଭିତରେ ଧାପେ ସୂର୍ଯ୍ୟାଲୋକ ପରି ଉଭା ହୋଇଛି ଏ ଖବର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କୋଭିଡ୍‌‌କୁ ପରାଜିତ କରିଛି ୧୫ ଦିନର ଏକ ଶିଶୁ କନ୍ୟା। କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁରର ଅଙ୍କିତ ଅଗ୍ରଓ୍ବାଲ ଓ ପ୍ରୀତି ଅଗ୍ରଓ୍ବାଲଙ୍କ କୋଳକୁ ଗତମାସରେ ଏକ ଶିଶୁକନ୍ୟା…

ଦୁଇ ଡୋଜ୍‌ ଟିକା ନେବା ପରେ ବି ଚାଲିଗଲା…

ନୂଆଦିଲ୍ଲୀ: କୋଭିଡ୍‌ରୁ ମୁକ୍ତି ପାଇଁ ଟିକା ଏବେ ସବୁଠୁ ବଡ଼ ସାହାରା ପାଲଟିଥିବା ବେଳେ ଦିଲ୍ଲୀରୁ ଏକ ଦୁଃଖଦ ଖବର ଆସିଛି। ଦୁଇ ଡୋଜ୍‌ ସମ୍ପୂର୍ଣ୍ଣ ଟିକା ନେବା ପରେ ବି ଏହା ଜୀବନ ରକ୍ଷାକାରୀ ହୋଇ ପାରିନାହିଁ। ଟିକା ନେଇ ସାରିଥିବା ଜଣେ ଡାକ୍ତର କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀର ସରୋଜ…

କୋଭିଡ୍‌ ରୋଗୀକୁ ଶ୍ମଶାନ ମନା

ଭଞ୍ଜନଗର: ଯଦି କୋଭିଡ୍‌ରେ ମୃତ୍ୟୁ ହୋଇଛି ତେବେ ସେ ଶବ ଶ୍ମଶାନରେ ଦାହ ହୋଇପାରିବନାହିଁ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗ୍ରାମବାସୀ। ଗ୍ରାମରେ ଥିବା ସର୍ବସାଧାରଣ ଶ୍ମଶାନ ଫାଟକରେ କଣ୍ଟାଝାଟି ଦେଇ ବନ୍ଦ କରି ଦେଇଛନ୍ତି ଗ୍ରାମବାସୀ। ଜୀବନ ଥିବା ବେଳେ ଅବହେଳା ଓ ଅସୁବିଧା ଭିତରେ ଜୁଝୁଥିବା…

କୋଭିଡ୍‌ ନିୟମ ଭାଙ୍ଗି କରୁଥିଲେ…

ମୁନ୍ନାର: କେରଳରେ ଚର୍ଚ ଅଫ୍‌ ସାଉଥ୍‌ ଇଣ୍ଡିଆ (ସିଏସ୍‌ଆଇ)ର ୪୮୦ ଜଣ ପ୍ରମୁଖ ପୂଜକଙ୍କ ନାମରେ ମାମଲା ରୁଜୁ କରିଛି ରାଜ୍ୟ ପୁଲିସ। ସେମାନେ କୋଭିଡ୍‌ କଟକଣାକୁ ଅମାନ୍ୟ କରି ମୁନ୍ନାରରେ ଏକ ଖ୍ରୀଷ୍ଟିଆନ ଧର୍ମସଭାରେ ଏକତ୍ରିତ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ଗତକାଲି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି।…

ଦେଶରେ କୋଭିଡ୍‌ ପରିଚାଳନା: ଅସନ୍ତୋଷ…

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ସାଂସଦ ସୁବ୍ରମନ୍ୟନ୍‌ ସ୍ବାମୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରସା କରିବା ବୃଥା ବୋଲି ସେ କହିଛନ୍ତି। ଦେଶର କୋଭିଡ୍‌ ପରିଚାଳନା ଭାର କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ…

ସରକାରଙ୍କ ବଡ଼ ଘୋଷଣା!

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଗତ ଯେଉଁମାନେ ପଞ୍ଜିକୃତ ହୋଇନାହାନ୍ତି ସେମାନେ ସାମ୍ବାଦିକ ଭାବରେ ଗଣା ନୁହନ୍ତି। ପରୋକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏଭଳି ଜଣାଇଛନ୍ତି। ଗତବର୍ଷ ପରି ଏ ବର୍ଷ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌…