Odisha Link
Bridging the Missing Links in Odisha
Browsing Tag

covid19

ନିଜକୁ ଆଇସୋଲେସନରେ ରଖିଲେ ସାଉଥି…

ଚେନ୍ନାଇ: ମହାମାରୀ କରୋନା ସଂକ୍ରମଣ କାରଣରୁ ସିନେ ଜଗତର ସମସ୍ତ ସିନେମା ଶୁଟିଂ ବନ୍ଦ କରାଯାଇଥିଲା। ବର୍ତ୍ତମାନ ପରିସ୍ଥିତ ଅନୂକୁଳ ହେବାରୁ ଅନେକ ସିନେମା ଶୁଟିଂ ଆରମ୍ଭ ହୋଇଛି । କିନ୍ତୁ ସାଉଥି ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମାର ଶୁଟିଂକୁ ମଝିରୁ ସ୍ଥଗିତ କରାଯାଇଛି। ତାଙ୍କର ଅପ୍ କମିଂ ସିନେମା…

ଡଙ୍ଗାରେ ହସ୍ପିଟାଲ୍‌ ଗଲେ କରୋନା ରୋଗୀ,…

ହାଇଦ୍ରାବାଦ: ଆମ୍ବୁଲାନ୍ସ ବଦଳରେ ଡଙ୍ଗାରେ ହସ୍ପିଟାଲ୍‌ ଗଲେ କରୋନା ରୋଗୀ। ଏଭଳି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ ଦୋଡ଼ାଭରମ୍ ଗାଁରୁ। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଡ଼ଙ୍ଗା ଦ୍ୱାରା କରୋନା ଆକ୍ରାନ୍ତଙ୍କୁ ମେଡ଼ିକାଲକୁ ନିଆଯାଇଛି। କରୋନା ସଂକ୍ରମିତଙ୍କୁ ମେଡ଼ିକାଲ ନେବା ପାଇଁ ସ୍ଥାନୀୟ…

କରୋନା: ରାଜ୍ୟରେ ଆଉ ୨୯୪୯ ପିଜଟିଭ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା। କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଅଧିକ ଟେଷ୍ଟିଂ କରାଯାଉଛି। ଯେଉଁଥିପାଇଁ ରାଜ୍ୟରେ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଆଜି ରାଜ୍ୟରେ ଜିଲ୍ଲାରୁ ୨୯୪୯ ଜଣ କରୋନା ପଜିଟିଭ ଚିହ୍ନଟ…

ଦେଶରେ ୪ହଜାର ଡେଇଁଲା କରୋନା…

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ବା କରୋନା ଭାଇରସ୍‌ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଦିନକୁ ଦିନ ଏହି ମହାମାରୀ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ କ୍ରମାଗତ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ସକାଳ ୯ଟା ସୁଦ୍ଧା ଦେଶରେ…

୧୮୨ ଦେଶକୁ ବ୍ୟାପିଲା କରୋନା

ଭୁବନେଶ୍ବର: ପ୍ରାଣଘାତୀ କରୋନା ସାରା ବିଶ୍ବରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮୨ ଦେଶକୁ କରୋନା ବ୍ୟାପିସାରିଲାଣି। ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ୧୭୬ ଦେଶକୁ କରୋନା ବ୍ୟାପିଥିବା ବେଳେ ଆଜି ଏହା ୧୮୨ ଦେଶକୁ…

କରୋନା: ଏକାଠି ହୋଇ ପାରିବେନି ୭ରୁ ଅଧିକ…

ଭୁବନେଶ୍ବର: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏଥି ସହ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ମୁକାବିଲା କରିବା ପାଇଁ ଓଡିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମା…

କରୋନା ମୃତ୍ୟୁ: ଚୀନକୁ ଟପିଲା ଇଟାଲୀ

ନୂଆଦିଲ୍ଲୀ: କରୋନା ଏବେ ବିଶ୍ୱର ୧୭୬ ରାଷ୍ଟ୍ରରେ ଏହାର କାୟା ବିସ୍ତାର କରିସାରିଲାଣି। ବିଶ୍ୱର ୨ଲକ୍ଷ ୪୫ ହଜାର ୯୯୬ ଜଣ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୧୦,୦୪୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଚୀନରେ କରୋନାର ପ୍ରକୋପ ହ୍ରାସ ପାଉଥିବା ବେଳେ ଇଟାଲୀରେ କିନ୍ତୁ କରୋନା…

ଭାରତରେ କରୋନା ଆକ୍ରାନ୍ତ ୧୯୫କୁ ବୃଦ୍ଧି

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯୫ ଛୁଇଁଲାଣି। ୧୯୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୬୩ ଭାରତୀୟ ଥିବା ବେଳେ ୩୨ ଜଣ ବିଦେଶୀ ନାଗରିକ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୪ ଜଣଙ୍କର ମୃତ୍ୟୁ…

କରୋନା : ଘରେ ରହି କାମ କରିବେ ରିଜର୍ଭ…

ମୁମ୍ବାଇ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଲଗାତାର ବଢୁଥିବାରୁ କରୋନା ସଂକ୍ରମଣର ମୁକାବିଲା କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍‌ ଏକ ବଡ ନିଷ୍ପତ୍ତି ନେଇଛି। ଆଜି ରିଜର୍ଭ ବ୍ୟାଙ୍କ୍‌ ତା’ର କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଜାରି କରିଛି। ମହାରାଷ୍ଟ୍ରର ମୁମ୍ବାଇରେ ଥିବା…

ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ପାଇଁ ଏବେ ସାରା ବିଶ୍ବ ଭୟଭୀତ। କରୋନା ଭୟରେ ଜଣେ ସନ୍ଦିଗ୍ଧ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଦିଲ୍ଲୀର ଜଣେ ବ୍ୟକ୍ତି କରୋନା ସନ୍ଦେହରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସେ…