Odisha Link
Bridging the Missing Links in Odisha
Browsing Tag

covid19

କରୋନା ସତର୍କତା : ଜ୍ୱର, କାଶ, ଥଣ୍ଡା…

ଭୁବନେଶ୍ବର: ଦିନକୁ ଦିନ ଦେଶରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ କଟକଣା ଲାଗୁ ହୋଇଛି। ନିୟମ ମୁତାବକ, କୌଣସି ବ୍ୟକ୍ତିକୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ତାଙ୍କୁ ୪ ଦିନର ଛୁଟି ମିଳିବ। ଏବଂ ସେ ୧୪ ଦିନ ପାଇଁ ହୋମ…

କରୋନା: ଆଇସିଏସଇ ଓ ଆଇଏସସି ପରୀକ୍ଷା…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରୋନା ମୁକାବିଲା ପାଇଁ ଦେଶରେ ବିଭିନ୍ନ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ବେଳେ ଆଜି ଆଇସିଏସଇ ଓ ଆଇଏସସି ପରୀକ୍ଷା ସ୍ଥଗିତ କରାଯାଇଛି। ଆଜି ଠାରୁ ମାର୍ଚ୍ଚ ୩୧ ମଧ୍ୟରେ ହେବାକୁ…

କରୋନା: ୧୬୮ ଟ୍ରେନ୍‌ ବାତିଲ୍

ନୂଆଦିଲ୍ଲୀ: କରୋନା ପାଇଁ ୧୬୮ ଟ୍ରେନ୍‌ ବାତିଲ୍‌ କରିଛି ଭାରତୀୟ ରେଳବାଇ। ମାର୍ଚ୍ଚ ୨୦ରୁ ୩୧ ମଧ୍ୟରେ ଚାଲିବାକୁ ଥିବା ୧୬୮ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ବହୁ ସଂଖ୍ୟାରେ ଯାତ୍ରୀମାନେ ଯାତ୍ରା ବାତିଲ୍‌ କରିଥିବାରୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। କରୋନା ଯୋଗୁଁ ଗୋଟିଏ ସପ୍ତାହରେ ଭାରତୀୟ…

କରୋନା : ଭାରତରେ ଆକ୍ରାନ୍ତ ସଂଖ୍ୟା…

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬୬କୁ ବୃଦ୍ଧି। ୧୬୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୪୧ ଭାରତୀୟ ଥିବା ବେଳେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି। ମହାରାଷ୍ଟ୍ରରେ ଭାରତରେ ସର୍ବାଧିକ କରୋନା ଆକ୍ରାନ୍ତ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ…

କରୋନା: ଜେଇ ମେନ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରୋନା ସତର୍କତା ପାଇଁ ଜେଇ ମେନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏପ୍ରିଲ ୫, ୭, ୯ ଓ ୧୧ରେ ଜେଇ ମେନ୍‌…

କରୋନା ପାଇଁ ପ୍ଲାଟଫର୍ମ ଟିକେଟ ୫୦ ଟଙ୍କା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ଜନଗହଳି ନ କରିବାକୁ ସତର୍କତା ଜାରି କରାଯାଇଛି। ଏଥସହ ଜନଗହଳିପୂର୍ଣ୍ଣ ସ୍ଥାନରେ ଭିଡ଼ କମାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଫଳରେ ରେଳ ଷ୍ଟେସନଗୁଡ଼ିକରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କା କରାଯାଇଛି। ଏନେଇ ଆଜି ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି…

କରୋନା: କେଉଁମାନେ ମାସ୍କ୍‌ ପିନ୍ଧିବା…

ଭୁବନେଶ୍ୱର: କରୋନା ଭାଇରସର ସ୍ଥିତିକୁ ନେଇ ଲୋକମାନେ ଭୟଭୀତ। କରୋନା ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ସମସ୍ତେ ଏଥିପାଇଁ ମାସ୍କ୍‌ ପିନ୍ଧୁଛନ୍ତି। ମାତ୍ର ସମସ୍ତଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ଏନେଇ ଆଜି ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର…

କରୋନା: କଳକାରଖାନା କର୍ମଚାରୀଙ୍କ ପାଇଁ…

ଭୁବନେଶ୍ୱର: କରୋନାକୁ ନେଇ କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ୍‌ ମୁତାବକ କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ଯେପରି ହାତ ଧୋଇବେ ଏବଂ ସଫା ସୁତରା…

କରୋନା: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର…

ଜେନିଭା: କରୋନା ଭାଇରସ୍ କୁ ନେଇ ଏବେ ସାରା ବିଶ୍ବରେ ସଚେତନତା ବାର୍ତ୍ତା ଦିଆଯାଉଛି। ନେତା, ଅଭିନେତା, ଖେଳାଳୀ ସମସ୍ତେ ଦେଶବାସୀଙ୍କୁ ହାତ ଧୋଇବାର ପ୍ରଣାଳୀ ବିଷୟରେ ଅବଗତ କରାଇ ସଚେତନ କରାଉଛନ୍ତି। ଏଭଳି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ପାଦେ ଆଗେଇ ‘ସେଫ୍ ହ୍ୟାଣ୍ଡ ଚ୍ୟାଲେଞ୍ଜ’ ଅଭିଯାନର ଆରମ୍ଭ…

କରୋନା: ଜଣେ ଭାରତୀୟ ଯବାନ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀର ଜଣେ ଯବାନ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେନାବାହିନୀରେ କରୋନା ଆକ୍ରାନ୍ତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଗତକାଲି ଯବାନ ଜଣଙ୍କ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଯବାନଙ୍କୁ ଅଲଗା ରଖାଯାଇ ତାଙ୍କ ଚିକିତ୍ସା ଚାଲିଛି। ସେନା ସୂତ୍ରରୁ ପ୍ରକାଶ ଯେ,…