Odisha Link
Bridging the Missing Links in Odisha
Browsing Tag

Dead

ପରଲୋକରେ ସିରାଜଙ୍କ ବାପା, ଭାବବିହ୍ବଳ…

ନୂଆଦିଲ୍ଲୀ: ପରଲୋକରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତା ମହମ୍ମଦ ଘୋଷ। ଅଷ୍ଟ୍ରେଲିଆ ଗସ୍ତରେ ସିରାଜ ଥିବାବେଳେ ଗତକାଲି ତାଙ୍କା ବାପାଙ୍କ ୫୩ ବର୍ଷ ବୟସରେ ନିଧନ ହୋଇଛି। ସେ ଦୀର୍ଘ ଦିନ ଧରି ଫୁସଫୁସ ଜନିତ ରୋଗରେ ପୀଡ଼ିତ ଥିଲେ। ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ସିରାଜ ଭାଙ୍ଗି…

କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ୩ ବିଜେପି…

ଶ୍ରୀନଗର: ଅତଙ୍କବାଦୀଙ୍କ ଟାର୍ଗେଟରେ ବିଜେପି ନେତା। ଗୁରୁବାର ବିଳମ୍ବିତ ସଂଧ୍ୟାରେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ତିନିଜଣ ସ୍ଥାନୀୟ ବିଜେପି ନେତାଙ୍କ ଉପରକୁ ଆତଙ୍କୀ ଆକ୍ରମଣ। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନିଶ୍ଚିତ କରି…

ପରଲୋକରେ ଗୁଜୁରାଟର ପୂର୍ବତନ…

ଅହମଦାବାଦ: ପରଲୋକରେ ବରିଷ୍ଠ ରାଜନେତା ତଥା ଗୁଜାରଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ। ଗୁରୁବାର ସକାଳେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ମେଡିକାଲରେ ଚିକିତ୍ସିତ ହେବା ସମୟରେ ତାଙ୍କର ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ…

ରାଜ୍ୟସଭା ସାଂସଦ ଅଶୋକ ଗାସ୍ତିଙ୍କ ପରଲୋକ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କ ପରଲୋକ। ଅଶୋକ ଗାସ୍ତି କରୋନାରେ ଆକ୍ରାନ୍ତ ଥିଲେ। ୧୫ ଦିନ ହେଲା ତାଙ୍କୁ ବାଙ୍ଗାଲୋରର ମଣୀପାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୫୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତେବେ ଗାସ୍ତିଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍ଗୟା…

ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି…

ଗୁଣୁପୁର: ରାୟଗଡ଼ା ଜିଲ୍ଲାର ଗୁଣୁପୁର ବିଧାନସଭା ଆସନର ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁୁଟ୍ଟିକାଙ୍କର ପରଲୋକ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାମମୂର୍ତ୍ତି ମୁଟ୍ଟିକା ଗୁଣୁପୁର ବିଧାନସଭା ଆସନରୁ ବିଜେଡିର…

ପରଲୋକରେ ବର୍ଷିୟାନ୍ ସିନେ ନିର୍ଦ୍ଦେଶକ…

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ବର୍ଷିୟାନ୍‌ ନିର୍ଦ୍ଦେଶକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସାରଦା ପ୍ରସନ୍ନ ନାୟକଙ୍କ ପରଲୋକ। ବୁଧବାର ସନ୍ଧ୍ୟାରେ ୯୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ନାୟକଙ୍କ ପରଲୋକ ଘଟିଛି। ଏନେଇ ସୂଚନା ଦେଇଛନ୍ତି ତାଙ୍କର…

ଅନୁଗୁଳରେ ବଜ୍ରାଘାତ: ଚାଲିଗଲା ୨ ଜୀବନ,…

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବଜ୍ରାଘାତ। ବୁଧବାର ଅପରାହ୍ନରେ ବଜ୍ରାଘାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଗୋରୁଗାଈ ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ନାଲକୋ ସି.ପି.ପି ହାଟିଙ୍ଗରେ ବଜ୍ରାଘାତ ଘଟି ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ମୃତକ ମାନେ ହେଲେ ରାମଚନ୍ଦ୍ର କସବ(୨୫) ଏବଂ ଦଶରଥ ମୁର୍ମୁ(୨୭)।…

କଦଳୀ ପାଟୁଆ ଭେଳା ଓଲଟି ୨ ଭାଇ ମୃତ

ଯାଜପୁର: କଦଳୀ ପାଟୁଆ ଭେଳା ଓଲଟି ୨ ଭାଇ ମୃତ। ଯାଜପୁର ବରୀ ବ୍ଲକ ମନ୍ଦାଳୀ ପଞ୍ଚାୟତର ମେଦୁଆକୂଳ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। କଦଳୀ ପାଟୁଆର ଭେଳାରେ ଦୁଇଜଣ ଯାଉଥିବା ବେଳେ ୧୧ କେଭି ଲାଇନ୍ ସଂସ୍ପର୍ଶରେ ଆସି ଉଭୟଙ୍କର ପ୍ରାଣହାନି ଘଟିଛି। ମୃତକ ଦୁଇ ଜଣ ହେଲେ ଶୁଭ୍ରଜିତ ବେହେରା(୨୪) ଓ…

୨୦୦ ଟଙ୍କା ପାଇଁ ଦୁଇ ଭାଇଙ୍କ ମୃତ୍ୟୁ

ଯାଜପୁର: ମାତ୍ର ୨ଶହ ଟଙ୍କା ପାଇଁ ଚାଲିଗଲା ଦୁଇ ଭାଇଙ୍କ ଜୀବନ। ଯାଜପୁର ଜିଲ୍ଲା କାଳିଆପାଣି ମହ୍ଲାର ସାହି ମାଙ୍କେଡିଆ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ପରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ୨ ଶହ ଟଙ୍କାକୁ ନେଇ…

‘ବ୍ଲାକ୍ ପାନ୍ଥର’ ଅଭିନେତା…

ନୂଆଦିଲ୍ଲୀ : ହଲିଉଡର ସୁପରହିଟ୍ ଫିଲ୍ମ 'ବ୍ଲାକ୍ ପାନ୍ଥର'ର ଅଭିନେତା ଚ୍ୟାଡଓ୍ବିକ୍ ବୋସମ୍ୟାନଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ୪୩ବର୍ଷୀୟ ଚ୍ୟାଡଓ୍ବିକ୍‌ଙ୍କର କୋଲନ୍ କ୍ୟାନସରେ ମୃତ୍ୟୁ ଘଟିଛି। ଚ୍ୟାଡଓ୍ବିକ୍‌ଙ୍କ ମୃତ୍ୟୁ ଖବର ଶୁଣି ସବୁଆଡେ ଶୋକର ଲହରୀ ଖେଳିଯାଇଛି। ତାଙ୍କ ପ୍ରଶଂସକଙ୍କ ଟାରୁ ଆରମ୍ଭ…