Odisha Link
Bridging the Missing Links in Odisha
Browsing Tag

Delhi Violence

ଦିଲ୍ଲୀ ହିଂସାକାଣ୍ଡ: ଆଉ ଜଣେ ଅଭିଯୁକ୍ତ…

ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସା ଓ ଲାଲ କିଲ୍ଲାରେ ଧାର୍ମିକ ଧ୍ୱଜା ଉଡ଼ାଇବା ମାମଲାରେ ଆଉ ଜଣେ ଗିରଫ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଇକବାଲ୍‌ ସିଂହ। ମଙ୍ଗଳବାର ରାତିରେ ପଞ୍ଜାବର ହୋଶିୟାରପୁରରୁ ଦିଲ୍ଲୀ ପୁଲିସ୍ ତାଙ୍କୁ ଗିରଫ…

ଦିଲ୍ଲୀ ହିଂସା ଘଟଣା: ଅଭିନେତା ଦୀପ…

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାର ଅଭିଯୁକ୍ତ ଅଭିନେତା ଦୀପ ସିଦ୍ଧୁଙ୍କୁ ଗିରଫ। ଦୀପ ସିଦ୍ଧୁଙ୍କୁ ଗିରଫ କରିଛି ପୋଲିସ। ଏନେଇ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ପକ୍ଷରୁ ସୂଚନା ମିଳିଛି। ପ୍ରାୟ ୧୫ ଦିନ ଫେରାର ପରେ ଧରାପଡିଛନ୍ତି ଦୀପ ସିଦ୍ଧୁ। ଦୀପ ସିଦ୍ଧୁଙ୍କ ନାଁରେ ପୋଲିସ ଏକ…

ଦିଲ୍ଲୀ ହିଂସା: ଅପରାହ୍ନରେ ସଂସଦରେ…

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ସଂସଦରେ ପୁଣି ଥରେ ହଙ୍ଗାମା ହୋଇଛି। ବୁଧବାର ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀମାନେ ହୋହଲ୍ଲା ହଟ୍ଟଗୋଳ କରିବା ସହିତ ଗୃହକାର୍ଯ୍ୟ କରାଇ ନ ଦେବାରୁ ସଂସଦକୁ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟ ସଭାକୁ ମଧ୍ୟାହ୍ନ ୧୨ଟା ଏବଂ ଲୋକ ସଭାକୁ ମଧ୍ୟାହ୍ନ ଅପରାହ୍ନ…

ଦିଲ୍ଲୀ ହିଂସା ପାଇଁ ହୋଲି ଖେଳିବେନି…

ନୂଆଦିଲ୍ଲୀ: ଚଳିତ ବର୍ଷ ହୋଲି ପାଳିବେ ନାହିଁ ଅରବିନ୍ଦ କେଜ୍ରିଓ୍ୱାଲ। ନିକଟରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ହୋଲି ପାଳିବେ ନାହିଁ ବୋଲି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ନୁହଁନ୍ତି ତାଙ୍କ…

ଦିଲ୍ଲୀ ହିଂସା: ଗିରଫ ହେଲା ମହମ୍ମଦ…

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ହିଂସାକାଣ୍ଡ ସମୟରେ ପୁଲିସ ଉପରକୁ ଗୁଳି ଚଳାଇଥିବା ଶାହାରୁଖଙ୍କୁ ଶେଷରେ ଗିରଫ କରାଯାଇଛି। ୯ଦିନର ଲୁଚକାଳି ଖେଳ ପରେ ଅଭିଯୁକ୍ତକୁ ଧରିଛି ପୋଲିସ୍। ଦିଲ୍ଲୀର କ୍ରାଇମବ୍ରାଞ୍ଚ ଟିମ୍ ଉତ୍ତରପ୍ରଶେର ସାମଲିରୁ ମହମ୍ମଦ ଶାହାରୁଖକୁ ଗିରଫ କରିଛି। ଶାହାରୁଖକୁ ବର୍ତ୍ତମାନ…

ଦିଲ୍ଲୀ ହିଂସା: ସଂସଦରେ ବିରୋଧୀଙ୍କ…

ନୂଆଦିଲ୍ଲୀ: ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟର ଆଜି ହେଉଛି ୨ୟ ଦିନ। ଦିଲ୍ଲୀ ହିଂସାକୁ ନେଇ ସଂସଦର ଉଭୟ ଗୃହରେ ବିରୋଧିଙ୍କ ହଟ୍ଟଗୋଳ। ଫଳରେ ଉପରାଷ୍ଟ୍ରପତି ରାଜ୍ୟସଭାକୁ ଅପରାହ୍ନ ୨ଟା ଯାଏ ମୁଲତବୀ ରଖିଛନ୍ତି। ସେହିପରି ଲୋକସଭାରେ ମଧ୍ୟ ବିରୋଧୀ ହଙ୍ଗାମା କରିଥିବାରୁ ୧୨ଟା ଯାଏ ମୁଲତବୀ ଘୋଷଣା…

ସରକାର ଦିଲ୍ଲୀରେ ଶାନ୍ତି ଫେରିବା ନେଇ…

ନାଗପୁର: ଦିଲ୍ଲୀ ହିଂସାକୁ ନେଇ ରାଜନୀତି ଥମୁନାହିଁ। ଅନ୍ୟପଟେ ଦିଲ୍ଲୀ ହିଂସାରେ ୩୫ ଜଣଙ୍କ ମୃତ୍ୟୁ ହେବା ସହ ୨୦୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ଦଲ୍ଲୀ ଦଙ୍ଗାକୁ ନେଇ ପ୍ରତିକ୍ରୟିୟା ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସାଧାରଣ ସମ୍ପାଦକ ସୁରେଶ ଭୈୟାଜୀ ଯୋଷୀ। ସେ କହିଛନ୍ତି ଯେ,…

ଦିଲ୍ଲୀ ଦଙ୍ଗା: ଆପ୍‌ ନେତାଙ୍କ ଘରୁ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଅଶାନ୍ତ। ଦିଲ୍ଲୀ ଦଙ୍ଗାରେ ଏପର୍ଯ୍ୟନ୍ତ ୩୫ ଜଣଙ୍କ ଜୀବନ ଚାଲିଗଲାଣି। ଦଙ୍ଗାକୁ ନେଇ ପୁଲିସ ବିଭାଗକୁ ନିନ୍ଦା ଏବଂ ଅପବାଦର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ଏହି ଦଙ୍ଗା ପଛରେ ଏବେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଆପ ନେତା ତଥା…

ଆଇବି କର୍ମଚାରୀ ଅଙ୍କିତ ହତ୍ୟା ମାମଲା,…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଅଶାନ୍ତ। ଏହାରି ମଧ୍ୟରେ ଜେପି ନେତା କପିଲ ମିଶ୍ରା ଆଣିଛନ୍ତି ଗୁରୁତର ଅଭିଯୋଗ। ସେ ଆମ ଆଦମି ପାର୍ଟିର ପାର୍ଷଦ ତାହିର ହୁସେନଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ହିଂସା କରୁଥିବା ଯୁବକଙ୍କ ସହିତ ଆମ ଆଦମି ପାର୍ଟିର କାଉନସିଲର୍ ତାହିର ହୁସେନ ହାତରେ…

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୩୦କୁ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ରବିବାର ଠାରୁ ଆରମ୍ଭ ହୋଇଥିବା ହିଂସା ଘଟଣାରେ ଏଯାବତ୍ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଗତ ବୁଧବାର ସୁଦ୍ଧା ୨୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୩ ଜଣଙ୍କର ହସ୍ପିଟାଲରେ ଚିକିତ୍ସିତ ହେବେ ସମୟରେ।ମୃତ୍ୟୁ ଘଟିଛି। ଏବେ ବି…