Odisha Link
Bridging the Missing Links in Odisha
Browsing Tag

Delhi

ଯମୁନା ନଦୀର କରାଳ ରୂପ, ଜଳବନ୍ଦୀରେ…

ଓଏଲ୍ ବ୍ୟୁରୋ: ଦିଲ୍ଲୀର ଅନେକ ଅଂଚଳରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ଚାରିଆଡେ ପଶିଲାଣି ପାଣି, ଉଛୁଳିଲାଣି ଯମୁନା ନଦୀ। ପ୍ରବଳ ବର୍ଷା ଯୋଗୁଁ ସମଗ୍ର ଉତ୍ତର ଭାରତ ବେହାଲ ଥିବା ବେଳେ ଏବେ ରାଜଧାନୀ ଦିଲ୍ଳୀ ପାଇଁ ଯମୁନା ନଦୀ ବିପଦ ସୃଷ୍ଟି କରିଛି। ନଦୀ ପାଣି ଉଛୁଳି ଏବେ ଦିଲ୍ଳୀର ତଳିଆ…

ନ୍ୟାୟ ପାଇଁ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ,…

ଓଏଲ୍‌ ବ୍ୟୁରୋ: ନ୍ୟାୟ ପାଇଁ ନୂଆଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଛନ୍ତି ଦେଶର ଷ୍ଟାର କୁସ୍ତିଯୋଦ୍ଧାମାନେ। ଦିନ ଗଡ଼ିବା ସହିତ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଗତକାଲି ବିଜେପି ସାଂସଦ ପ୍ରୀତମ ମୁଣ୍ଡେ ପରୋକ୍ଷରେ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ବେଳେ ଏବେ ୧୯୮୩ ବିଶ୍ୱକପ୍…

ସିସୋଦିଆଙ୍କୁ ଆଶ୍ୱସ୍ତି, ୭ ଘଣ୍ଟା ପାଇଁ…

ଓଏଲ୍‌ ବ୍ୟୁରୋ: ଆମ୍‌ ଆଦମୀ ପାର୍ଟିର ଦ୍ବିତୀୟ ସର୍ବଶ୍ରେଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷଙ୍କୁ ଅସୁସ୍ଥ ପତ୍ନୀଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ପ୍ରଦାନ…

ଆଜି ଅପରାହ୍ନରେ ନବୀନ-ମୋଦି ଭେଟଘାଟ,…

ଓଏଲ୍‌ ବ୍ୟୁରୋ: ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଦାବି ଦୋହରାଇବେ ନବୀନ। ଦିଲ୍ଲୀରେ ପହଞ୍ଚିବା ପରେ ନବୀନ କହିଛନ୍ତି ଓଡ଼ିଶାର ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ। ୪ ଦିନିଆ ଦିଲ୍ଲୀ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା:…

ଓଏଲ୍‌ ବ୍ୟୁରୋ: ନୂଆକରି ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇଥିବା ଆମ୍‌ ଆଦମୀ ପାର୍ଟି ପାଇଁ ଅଡ଼ୁଆ କରୁଛି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା। କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜେରା କରିିଛି ସିବିଆଇ। ରବିବାର ଦିନ କେଜ୍ରିଓ୍ବାଲ ସିବିଆଇ ଦପ୍ତରରେ…

ଚିନ୍ତା ବଢ଼ାଉଛି ପ୍ରଦୂଷଣ: ବିିଶ୍ୱର ୫୦ଟି…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ସାରା ବିଶ୍ବରେ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି ପ୍ରଦୂଷଣ। ଏସବୁ ମଧ୍ୟରେ ୨୦୨୨ ପାଇଁ ବିଶ୍ବର ସବୁଠାରୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରୁ ଭାରତରେ ୩୯ଟି ସହର ରହିଛି। ଓଡ଼ିଶାର ତାଳଚେର ଏହି ତାଲିକାରେ…

ଆପ୍‌କୁ ଝଟକା, ମେୟର ନିର୍ବାଚନ ପରେ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଜିତିବା ପରେ ଦିଲ୍ଲୀ ମେୟର ଓ ଡେପୁଟି ମେୟର ପଦ ହାତେଇବା ପରେ ଆମ୍‌ ଆଦମୀ ପାର୍ଟିକୁ ଲାଗିଛି ଝଟକା। ଏମସିଡି ନିର୍ବାଚନ ଜିତିଥିବା କାଉନସିଲର ପବନ ସେରାୱତ ଆଜି ଦଳ ବଦଳ କରିଛନ୍ତି। ସେ ଆପ୍‌କୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଆପ୍‌ ଛାଡ଼ି…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବିକ, ସୀତାରମଣଙ୍କୁ ହସ୍ପିଟାଲର ପ୍ରାଇଭେଟ୍‌ ଓ୍ବାର୍ଡରେ ତାଙ୍କର ଚିକିତ୍ସା ଜାରି ରହିଛି। ୬୩ ବର୍ଷିୟ ସୀତାରମଣଙ୍କୁ ପାଖାପାଖି ଦିନ ୧୨ ଟାରେ ହସ୍ପିଟାଲ…

ଜାମିନ ଆବେଦନ ଫେରାଇ ନେଲା ଶ୍ରଦ୍ଧା…

ଓଏଲ୍‌ ବ୍ୟୁରୋ : ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଶ୍ରଦ୍ଧା ମୃତ୍ୟୁ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଅଫତାବ ନିଜର ଜାମିନ ଫେରାଇ ନେଇଥିବା ଖବର ସାମ୍ନାକୁ ଆସିଛି। ଅଫତାବ ଓ ତାଙ୍କ ଓକିଲଙ୍କ ମଧ୍ୟରେ ବୁଝାମଣା ଠିକ୍ ନଥିବା ଯୋଗୁ ସେ ନିଜ ଜାମିନ ଫେରସ୍ତ କରିନେଇଥିବା ଜଣାପଡିଛି। ଚର୍ଚ୍ଚିତ ଶ୍ରଦ୍ଧା…

ପୁଣିଥରେ ରାଜଧାନୀବାସୀଙ୍କୁ ମହଙ୍ଗା ମାଡ଼

ଓଏଲ୍‌ ବ୍ୟୁରୋ: ଇଂରାଜୀ ନବବର୍ଷ ପୂର୍ବରୁ ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼ । ପୁଣିଥରେ ବଢ଼ିଲା ସିଏନଜି ମୂଲ୍ୟ। ଶନିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି କରିଛି । ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି।…