Odisha Link
Bridging the Missing Links in Odisha
Browsing Tag

Dharmendra Pradhan

କଟକବାସୀଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ…

ଭୁବନେଶ୍ୱର: କଟକବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଉଚିତ୍‌ ପଦକ୍ଷେପ ନେବେ ବୋଲି ଟ୍ୱିଟ୍‌ ଜରିଆରେ ଆଶାପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଆରମ୍ଭ ହେଲା ‘ଶିକ୍ଷକ ପର୍ବ’

ନୂଆଦିଲ୍ଲୀ: କୌଣସି ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍‌ । ତେଣୁ ଆଜି ଦେଶ ଟକିଂ ବୁକ୍ସ ଏବଂ ଅଡ଼ିଓ ବୁକ୍ସ ଭଳି ଟେକ୍ନୋଲୋଜି ଶିକ୍ଷାକୁ ଏକ ଅଙ୍ଗ ଭାବରେ ଗ୍ରହଣ କରୁଅଛି ବୋଲି ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ଶିକ୍ଷକ ପର୍ବ’ର ଉଦ୍‌ଘାଟନୀ ଆଲୋଚନାଚକ୍ରରେ…

ସର୍ବଭାରତୀୟ ଓବିସି ଛାତ୍ର ସଂଘର…

ନୂଆଦିଲ୍ଲୀ: କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବ ଶୀଘ୍ର ପୂରଣ ହେବ ଏବଂ ଏହି ପଦବୀ ନିଯୁକ୍ତିରେ ଅନ୍ୟାନ୍ୟ ପଛୁଆ ବର୍ଗ ଓବିସି ଓ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ପ୍ରଧାନ୍ୟ ଦିଆଯିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ସର୍ବଭାରତୀୟ ଓବିସି ଛାତ୍ର ସଂଘର…

ନୂୂୂଆ ଜାତୀୟ ଶିକ୍ଷା ନୀତିକୁ ଲାଗୁ…

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦)କୁ ଲାଗୁ କରି ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ତିଆରି କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…

ଷ୍ଟେଟ୍‌ ଲିଷ୍ଟ୍‌ ଆଧାରରେ ପଛୁଆ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଗଷ୍ଟ ୧୧ - କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦାବୀ କରିବା ଅମୂଳକ । ଓଡ଼ିଶା…

ରାଜ୍ୟସଭାରେ ଗୃହୀତ ହେଲା କେନ୍ଦ୍ରୀୟ…

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଜ୍ୟସଭାରେ କେନ୍ଦ୍ର ଶାସିତ ଅଂଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ, ୨୦୨୧ ଉପରେ ପ୍ରତିକ୍ରିୟା ରଖିବା ପରେ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ…

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ଯାଳୟ ସ୍ଥାପନ ହୋଇଥିଲେ ମଧ୍ଯ ଚିକିଟି ନିର୍ବାଚନ ମଣ୍ଡଳୀରେ ଆଜିଯାଏଁ କେନ୍ଦ୍ରୀୟ ବିଦ୍ଯାଳୟ ନାହିଁ। ଉପଯୁକ୍ତ ଶିକ୍ଷା ପାଇଁ ଆନ୍ଧ୍ର…

ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ

ନୂଆଦିଲ୍ଲୀ: ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ ପରୀକ୍ଷା।ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଇଆଇଟି ଗୁଡ଼ିକରେ ଆଡମିଶନ ପାଇଁ ଏହି ପରୀକ୍ଷା ସମଗ୍ର ଦେଶରେ ହେବ। https://twitter.com/dpradhanbjp/status/1419682783723606017 ସେହିପରି ଶ୍ରୀ…

କର୍ଣ୍ଣାଟକ ରାଜନୀତିରେ ହଟଚମଟ,…

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ହଟଚମଟ। କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବା ପାଇଁ ବିଜେପି ଶୀର୍ଷ ନେତୃତ୍ବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଛି ଗୁରୁଦାୟିତ୍ବ। ସୋମବାର ଦିନ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି ବିଜେପି ଶୀର୍ଷ ନେତୃତ୍ବ। ଆଉ…

ସେପ୍ଟେମ୍ବର ୧୨ରେ ନିଟ୍‌(ୟୁଜି)…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍‌ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍‌(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆସନ୍ତାକାଲି ଅପରାହ୍ନ ୫ଟାରୁ ଏନଟିଏ ୱେବସାଇଟ୍‌ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର…