Odisha Link
Bridging the Missing Links in Odisha
Browsing Tag

ELECTION 2024

ଦିନକ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଦେଶରେ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ସେହିପରି ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ତାରିଖ ପାଖେଇ ଆସିଥିବା ବେଳେ ଆଜି ସରିବ ନେତାଙ୍କ ହାଇଭୋଲଟେଜ ପ୍ରଚାର। ଆସନ୍ତା ୧୩ ତାରିଖ ଦିନ ସୋମବାରରେ ପଡ଼ିବ ଭୋଟ। ଦେଶରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ…

ପାଣ୍ଡିଆନ ଓଡ଼ିଶାର ଇତିହାସ ଜାଣି…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ରାଜନୈତିକ ବୟାନବାଜି ବଢ଼ିବାରେ ଲାଗିଛି। ରାଜନୀତିର ମୈଦାନରେ ବିଜେଡିର ପୋଷ୍ଟର ବୟ କାର୍ତ୍ତିକ ପାଣ୍ଡିଆନ ଓ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟେ ଉଭୟଙ୍କୁ କରୁଛନ୍ତି ଜୋରଦାର ଟାର୍ଗେଟ।…

୬ଷ୍ଠ ଥର ସରକାରକୁ ଆସିଲେ ଓଡ଼ିଶାବାସୀଙ୍କ…

ଓଏଲ୍‌ ବ୍ୟୁରୋ: ଆସିଲା ଶାସକ ଦଳ ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଜାରି କରିଛନ୍ତି ନିର୍ବାଚନୀ ଇସ୍ତାହାର। ଭିଡିଓ ଜାରି କରି ନବୀନ ପଟ୍ଟନାୟକ କହିଛନ୍ତି, ଏହି ଇସ୍ତାହାର ପତ୍ର ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ। ଏହି ଇସ୍ତାହାର ପତ୍ର ଯୁବଶକ୍ତିର…

“ନବୀନ ବାବୁ କେବଳ ଓକେ ଓକେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ ପାଖେଇ ଆସିଲା। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ ବଦଳିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଥିପାଇଁ ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକ…

ଓଡ଼ିଶାରେ କିଏ ହେବ ବିଜେପିର…

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ପରେ ନବରଙ୍ଗପୁର ସମାବେଶରେ ମଧ୍ୟ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବରଙ୍ଗପୁର ମଞ୍ଚରୁ ଦୃଢ଼ୋକ୍ତି ଦେଖାଇ ପିଏମ୍‌ ମୋଦି କହିଛନ୍ତି, ଓଡ଼ିଶାରେ ଏଥର ବିଜେଡି ଯିବ। ବିଜେପି ଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ଗଢ଼ାହେବ…

ଓଡ଼ିଶା ନିର୍ବାଚନ: ୪୦ ଜଣିଆ ଷ୍ଟାର…

ଭୁବନେଶ୍ବର: : ସବୁଠି ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ବିଜେଡି, ବିଜେପି ୪୦ ଜଣିଆ ଷ୍ଟାର…

ଓଡ଼ିଶାରେ ପାଖାପାଖି ୧୬ଟି ଲୋକସଭା ଆସନରେ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ଲହର। ଦେଶରେ ଲୋକସଭା ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଯାହାଫଳରେ ସାରା ଦେଶର ନଜର ଓଡ଼ିଶା ଉପରେ ରହିଛି। ବିଶେଷଭାବେ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଓ ୨ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ…

ଆଉ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ବାହୁବଳୀ ନେତା ଭାବେ ପରିଚିତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ଟିକେଟ ମିଳିଥିବା ବେଳେ ସାଲେପୁରରୁ ଅରିନ୍ଦମ…

ଲାଗୁଛି ପୂର୍ବ ଜନ୍ମରେ ପଶ୍ଚିମବଙ୍ଗରେ…

ଓଏଲ୍‌ ବ୍ୟୁରୋ: ଦେଶରେ ଆଜି ଲୋକସଭା ନିର୍ବାଚନର ଦ୍ବିତୀୟ ଚରଣ ମତଦାନ ଚାଲିଛି। ଜନତା ଉତ୍ସାହର ସହିତ ଲୋକତନ୍ତ୍ରର ମହାପର୍ବ ପାଳନ କରୁଛନ୍ତି। ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦାରେ ପ୍ରଚାର କରୁଛନ୍ତି। ଜନସଭାକୁ ସମ୍ବୋଧିତ କରି ମୋାଦି ଟିଏମ୍‌ସି ଓ କଂଗ୍ରେସକୁ କଡ଼ା…

ଓଡ଼ିଶା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ…

ଓଏଲ୍‌ ବ୍ୟୁରୋ: ଦେଶରେ ଆଜି ଲୋକସଭା ନିର୍ବାଚନର ଦ୍ବିତୀୟ ଚରଣ ମତଦାନ ଚାଲିଛି। ଜନତା ଉତ୍ସାହର ସହିତ ଲୋକତନ୍ତ୍ରର ମହାପର୍ବ ପାଳନ କରୁଛନ୍ତି। ଆଉ ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ରାଜ୍ୟରେ ମେ ୧୩ରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ।…