Odisha Link
Bridging the Missing Links in Odisha
Browsing Tag

Farmers

ମତ୍ସ୍ୟ ସମ୍ପଦ ଯୋଜନା ଓ ଇ-ଗୋପାଲା ଆପ୍…

ନୂଆଦିଲ୍ଲୀ: ମତ୍ସ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେଇ ଏହାର ସ୍ଥାୟୀ ବିକାଶ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ୍ସ୍ୟ ସମ୍ପଦ ଯୋଜନା ଫ୍ଲାଗସିପ୍ ସ୍କିମ୍ ଆରମ୍ଭ କରିଛନ୍ତି। ଥିସହ କୃଷକଙ୍କ ପ୍ରତ୍ୟକ୍ଷ ବ୍ୟବହାର ପାଇଁ ସୂଚନା ପୋର୍ଟାଲ ଇ-ଗୋପାଲା ଆପ୍‌ର ଉଦଘାଟନ କରିଛନ୍ତି। ମତ୍ସ୍ୟ ସମ୍ପଦ ଯୋଜନା…

କ୍ୟାବିନେଟ ବୈଠକ: MSMEକୁ ଗୁରୁତ୍ବ ଓ…

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବେ କରୋନା ସଙ୍କଟ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ପ୍ରକାଶ ଜାଭେଦକର ଓ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକ ସମ୍ମିଳନୀରେ ସମସ୍ତ୍ୟ ତଥ୍ୟ ଉପସ୍ଥାପନା…

୪୪ ବର୍ଷ ପରେ ପୁଣି ଓଡ଼ିଶା ମୁହାଁ…

ଭୁବନେଶ୍ବର: ଦୀର୍ଘ ୪୪ ବର୍ଷର ବ୍ୟବଧାନ ପର ପୁଣି ଓଡ଼ିଶାମୁହାଁ ହୋଇଛନ୍ତି ପଙ୍ଗପାଳ। ଏ ନେଇ ରାଜ୍ୟର ଚାଷୀମାନଙ୍କୁ ଉପଦେଶ ଜାରି କରିଛନ୍ତି ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)। ୧୯୭୬-୭୭ ମସିହାରେ ଓଡ଼ିଶା ପଙ୍ଗପାଳ ଆକ୍ରମଣର ଶିକାର ହୋଇଥିବା ବେଳେ କୋଟି କୋଟି ସଂଖ୍ୟାରେ ମରୁଭୂମି ପଙ୍ଗପାଳ…

ନିର୍ମଳାଙ୍କ ଋଣ ପେଡ଼ି: କ୍ଷୁଦ୍ର…

ନୂଆଦିଲ୍ଲୀ: ଗତକାଲି ପ୍ରଥମ ପର୍ଯ୍ୟାରେ MSME ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ। ଗତକାଲି ଭଳି ଆଜି ମଧ୍ୟ ଅପରାହ୍ନ ୪ଟା ସମୟରେ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୨ୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀଙ୍କ ପରେ…

ଏଣିକି ଓ୍ବେବସାଇଟରେ ବିକ୍ରି ହେବ ପରିବା

ଭୁବନେଶ୍ବର: କରୋନା ଭୂତାଣୁ (କୋଭିଡ୍‌-୧୯) କୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶ ସମେତ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବାବେଳେ ଚାଷୀମାନେ ଯେପରି ଉଦ୍ୟାନ ଭିତ୍ତିକ ଫସଲ ଯଥା ଫଳ, ପନିପରିବା, ଫୁଲ, ମସଲା ଆଦି ସୁବିଧାରେ ବିକି୍ର କରିପାରିବେ ସେଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ…

ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ…

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ବଏସନା ରୋଡ଼ ଲାଖମରା ଛକରେ ଧାନ ବସ୍ତା ରଖି ରାସ୍ତା ରୋକ କରିଛନ୍ତି ଚାଷୀ। ଲାଖମରା ସୋସାଇଟିର ପାଖାପାଖି ୩୦୮ ଜଣ ଚାଷୀ ଧାନ ବିକ୍ରି ପାଇଁ ଟୋକନ୍ ନପାଇବାରୁ ରାସ୍ତାକୁ ଓହ୍ଲାଇଛନ୍ତି । ମଣ୍ଡିରେ ଧାନ ବିକି ନପାରିବା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି। ଘଟଣା…

ବିଧାୟକଙ୍କ ଘର ଆଗରେ ପ୍ରତିବାଦ

ସମ୍ବଲପୁର: ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାରେ ଧାନ ବିକ୍ରିକୁ ନେଇ ପଶ୍ଚିମ ଓଡ଼ିଶାରେ ତେଜୁଛି ଚାଷୀ ଅସନ୍ତୋଷ। ଏହି ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି ଚାଷୀ। ଏହାର ପ୍ରତିବାଦରେ ଆଜି ସମ୍ବଲପୁର ଜିଲ୍ଲାର ୪ ଜଣ ବିଧାୟକଙ୍କ ଘର ସମ୍ମୁଖରେ ଚାଷୀ ମାନେ ଧାନ ରଖି ଅବରୋଧ କରିବାକୁ…

ଆଜି ‘କିଷାନ ମନଧନ ଯୋଜନା’ର ଶୁଭାରମ୍ଭ…

ନୂଆଦିଲ୍ଲୀ: ଆଜି ଶୁଭାରମ୍ଭ ହେବ କିଷାନ ମନଧନ ଯୋଜନା। ଏହାକୁ ଶୁଭରାମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଝାଡ଼ଖ‌ଣ୍ଡ ଗସ୍ତ କରିବେ ମୋଦି। ଏହି ଗସ୍ତ ସମୟରେ ରାଞ୍ଚିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘କିଷାନ ମନଧନ ଯୋଜନା’ ଶୁଭାରମ୍ଭ କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି…

ଧାନ ମଣ୍ଡିରେ ଅନିୟମିତତା ଅଭିଯୋଗ,…

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ବ୍ରିଟିଶ ଶାସନ । ସରକାର ଚାଷୀଙ୍କ ପାଇଁ କିଛି ନକରି ଓଲଟା ସରକାରୀ ଭାବେ ପୋଲିସ ଗୁଣ୍ଡାକୁ ଲଗାଇ ଚାଷୀଙ୍କ ମୁହଁ ବନ୍ଦ କରିବାକୁ ହୀନ ପ୍ରୟାସ କରିଛି । ଚାଷୀ ତାର ସମସ୍ୟାକୁ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯିବା ସମୟରେ ଅଗଣତାନ୍ତ୍ରିକ ଭାବେ ବିରୋଧ…