Odisha Link
Bridging the Missing Links in Odisha
Browsing Tag

Flight Service start

ଝାରସୁଗୁଡାରୁ ଚେନ୍ନlଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡାରୁ ଚେନ୍ନlଇକୁ ଉଡ଼ିବ ବିମାନ। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆସନ୍ତା ୨୮ ତାରିଖରୁ ଝାରସୁଗୁଡ଼ାରୁ ଚେନ୍ନlଇକୁ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ସାତ ଦିନ ସ୍ପାଇସ ଜେଟ୍ ବିମାନ ସେବା ଯୋଗାଇବ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା…

ଭୁବନେଶ୍ୱରରୁ ପୁଣେକୁ ବିମାନସେବା ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ଗତକାଲି ଏହି ବିମାନସେବାର ଶୁଭାରମ୍ଭ ହୋଇଛି। ପ୍ରତି ଶନିବାର ବ୍ୟତୀତ ଅନ୍ୟ ୬ଦିନ ମଧ୍ୟ ଏହି ବିମାନ ସେବା ଉପଲବ୍ଧ ହେବ। ଏୟାର ଏସିଆ ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୧ଟା ୫୦ରୁ ଛାଡି ପୁଣେରେ ଅପରାହ୍ନ ୩ଟା…

ସେପ୍ଟେମ୍ବର ୯ରୁ ଭୁବନେଶ୍ୱର-ସୁରାଟ…

ଭୁବନେଶ୍ୱର: ଭୁବନେଶ୍ୱର-ସୁରାଟ ଯାଉଥିବା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ସେପ୍ଟେମ୍ବର ୯ ତାରିଖରୁ ଭୁବନେଶ୍ୱରରୁ ସୁରାଟକୁ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ୱରରୁ ସୁରାଟ ଅଭିମୁଖେ ଏୟାର ଇଣ୍ଡିଆର ବିମାନ ପ୍ରତ୍ୟେକ ସୋମବାର ଏବଂ ବୁଧବାର ଦିନ ସନ୍ଧ୍ୟା ୬ଟା ୨୦ ମିନିଟ୍ ସମୟରେ ଯାତ୍ରା…

୩୧ରୁ ଭୁବନେଶ୍ଵରରୁ ବାରାଣସୀକୁ…

ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୩୧ ତାରିଖରୁ ଭୁବନେଶ୍ଵରରୁ ବାରାଣସୀକୁ ସିଧାସଳଖ ବିମାନ ଚଳାଚଳ କରିବ। ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ୭୦ ଆସନ ବିଶିଷ୍ଟ ଏହି ବିମାନ ନିୟମିତ ଏହି ରୁଟ୍‌ରେ ଯିବ ବୋଲି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ଭି.ଭି ରାଓ…

ଆରମ୍ଭ ହେଲା ଭୁବନେଶ୍ବରରୁ ସୁରଟକୁ ବିମାନ…

ଭୁବନେଶ୍ବର: ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଖୁସି ଖବର। ଆଜିଠାରୁ ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଆରମ୍ଭ ହୋଇଛି। ଆଜି ସକାଳ ୮ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ୧୮୦ଜଣ ବିମାନ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି। ଏହା…