Odisha Link
Bridging the Missing Links in Odisha
Browsing Tag

Ganjam

କଲରାପତରିଆ ବାଘ ଉଦ୍ଧାର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରେ ଫାଶରେ ଫସିଲା କଲରାପତରିଆ ବାଘ । ଶିକାର କରିବାକୁ ଆସିଥିବା ସମୟରେ ବାଘଟି ଜାଲରେ ଫସିଯାଇଥିଲା। ତେବେ ଫାସଟିକୁ କିଏ ବସାଇଥିଲା ଜଣା ପଡ଼ିନାହିଁ। ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ବାର୍‌ହା ଧରିବା ପାଇଁ ବିଛା ଯାଇଥିଲା…

ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ପୁହୁଣ୍ଡି ଗାଁର ଏକ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବିଜୟ ଗୌଡଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୌଡ ବୋଲି ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି। ସୂଚନା ଅନୁଯାୟୀ, ଶନିବାର ଦିନ ପାତ୍ରପୁର ବ୍ଲକ ଜରଡ଼ା…

ଗଞ୍ଜାମରେ ବନ୍ଦ ହେବ ୨ କୋଭିଡ୍‌…

ଗଞ୍ଜାମ: କରୋନାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଖୋଲାଯାଇଥିବା ୨ କୋଭିଡ୍‌ ହସ୍ପିଟାଲ ବନ୍ଦ କରାଯିବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲ ଓ ଗୋଳନ୍ଥରା ଅଶ୍ୱିନୀ ହସ୍ପିଟାଲ ବନ୍ଦ କରାଯିବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲକୁ ୨୦ରୁ ବନ୍ଦ ହେବ ଏବଂ ଅଶ୍ୱିନୀ ହସ୍ପିଟାଲ ଡିସେମ୍ବର ୩୧ ତାରିଖରୁ ବନ୍ଦ…

ଟିଣ ଡବାରୁ ୩ କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ…

ଗଞ୍ଜାମ: ଟିଣ ଡ଼ବାରୁ ୩୦ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୁଲିସ କୃଷ୍ଣପୁର ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।ପୁଲିସ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।…

ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ…

ହିଞ୍ଜିଳିକାଟୁ: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଯୌତୁକ ନିର୍ଯାତନା ମାମଲା। ଏପରିକି ଯୌତୁକ ପାଇଁ ବଧୂ ହତ୍ୟା କରାଯାଉଥିବା ଅଭିଯୋଗ ବାରମ୍ବାର ରାଜ୍ୟରେ ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ଯୈାତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ହୋଇଛି। ମୃତକ ଜଣକ ସ୍ଥାନୀୟ…

ଗଞ୍ଜାମରେ ଡ଼ିସେମ୍ବର ଯାଏଁ ବନ୍ଦ ରହିବ…

କରୋନା: କରୋନାର ଦ୍ବିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ‌୍ଲା ପ୍ରଶାସନର ଜରୁରୀ କାଳିନ ବୈଠକ। ଦ୍ବିତୀୟ ପ୍ରବାହ ରୋକିବାକୁ ସତର୍କତା ଅବଲମ୍ବନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ଏହା ସହିତ ଗଞ୍ଜାମ ଜିଲ୍ଲାରେ ଡ଼ିସେମ୍ବର ପହିଲା ଯାଏଁ ସମସ୍ତ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।…

ବୋମା ବିସ୍ଫୋରଣରେ ଜଣେ ମୃତ, ୨ ଗୁରୁତର

ଗଞ୍ଜାମ: ଗଞ୍ଜାମ ବଡ଼ଗଡ଼ ଭୀମପୁର ଗାଁରେ ବୋମା ବିସ୍ପୋରଣ। ବୋମା ଭିଡୁଥିବାବେଳେ ବିସ୍ପୋରଣ ଘଟିଥିବା ଜଣାପଡିଛି। ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭୀମପୁର ଗ୍ରାମର ବୁଲୁ ମଳିକ। ଆହତ ଦୁଇ ଜଣ ହେଲେ ଭୀମପୁର ଗ୍ରାମର ନନ୍ଦିଆ ନାୟକ ଓ ପ୍ରକାଶ…

ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ବ୍ରହ୍ମପୁର: ଗଞ୍ଜାମ ବଡ଼ ବଜାର ଥାନା ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ। ଆଜି ସକାଳେ ଆସିକା-ବ୍ରହ୍ମପୁର ମୁଖ୍ୟରାସ୍ତାର ଫାଷ୍ଟ୍ ଗେଟ୍ ନିକଟସ୍ଥ ଶ୍ରୀକ୍ଷେତ୍ର ବିହାର ପାଖ ରାସ୍ତା କଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି। ମୃତକଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ…

ମୁହାଣ ଖୋଳିଲେ ଗାଁ ଲୋକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୋତାଗଡ଼ରେ ମୁହାଣ ଖୋଲିଲେ ଗାଁ ଲୋକ । ଋ଼ଷିକୁଲ୍ୟା ନଦୀ ସମୁଦ୍ରରେ ଯାଇ ମିଶିଛି। ଏହାର ମୁହାଣରେ ଦୀର୍ଘ ବର୍ଷ ଧରି ବାଲି ଭର୍ତ୍ତି ହେବା ଫଳରେ ପୋତି ହୋଇ ରହିଥିଲା । ଯାହା ଫଳରେ ପ୍ରବଳ ବର୍ଷା ହେବା କାରଣରୁ ଗାଁରେ ନଦୀ ପାଣି ପସିବା ସହ ନାନା ସମସ୍ୟା ସୃଷ୍ଟି ହୁଏ।…

ଭଲ ଖବର: କରୋନା ମୁକ୍ତ ହେଲା ଗଞ୍ଜାମର…

ଖଲ୍ଲିକୋଟ: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ବହୁ ପଦକ୍ଷେପ ନେଉଛନ୍ତି। ଏସବୁ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ସବ୍‌ଡିଭିଜନ ଅଧିନରେ ଥିବା ପୋଲସରା ବ୍ଲକ ପ୍ରଥମ…