Odisha Link
Bridging the Missing Links in Odisha
Browsing Tag

Ganjam

ଗଞ୍ଜାମ: ୭ ଦିନ ପାଇଁ ସବୁ ଧର୍ମାନୁଷ୍ଠାନ…

ଗଞ୍ଜାମ: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ରାଜ୍ୟରେ ଦିନକୁ ଦିନ କରୋନ ସଂକ୍ରମଣ ହାର ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ ଗଞ୍ଜାମରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ ରହିବ। ଆସନ୍ତା କାଲି…

କରୋନା ଡର: ଗଞ୍ଜାମରେ ପର୍ଯ୍ୟଟକଙ୍କ ପାଇଁ…

ଭୁବନେଶ୍ବର: ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର। ଏଥିସହ ରାଜ୍ୟରେ ମଧ୍ୟ କରୋନା ଗ୍ରାଫ୍‌ ଉପରମୁହାଁ ରହୁଛି। କରୋନା ସଂକ୍ରମଣକୁ ଦୃଷ୍ଟିର ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ ନୂଆ କଟକଣା ଜାରି କରିଛନ୍ତି। କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସପ୍ତାହର ନିର୍ଦ୍ଧିଷ୍ଟ…

ସୁରତ ଓ ମୁମ୍ବାଇ ଫେରନ୍ତାଙ୍କୁ ହୋମ…

ବ୍ରହ୍ମପୁର: ପୁଣି ଅଣାୟତ୍ତ ହେଲାଣି କରୋନା। କରୋନା ସଂକ୍ରମଣ ହାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାରୁ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁରତ ଓ ମୁମ୍ବାଇରୁ…

ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ…

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡ ଷ୍ଟେସନ ନିକଟରେ ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟଲୋକ ମୃତଦେହ ଦେଖି ଆରପିଏଫକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଆରପିଏଫ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳିନଥିବା…

କରୋନା କଟକଣା ମଧ୍ୟରେ ଦଣ୍ଡନାଚକୁ ମିଳିଲା…

ଗଞ୍ଜାମ: କରୋନା ସଂକ୍ରମଣ କାରଣରୁ ରାଜ୍ୟରେ ସମସ୍ତ ପାରମ୍ପାରିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା। ତେବେ ଦଣ୍ଡଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲାକୁ ମିଳିଛି ଅନୁମତି। କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ। ଏହା ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ସୂଚନା ମିଳିଛି।କରୋନା କଟକଣା…

ତାରାତାରିଣୀ ପାଇଁ ଆସିଲା ନୂଆ ଗାଇଡଲାଇନ୍

ଗଞ୍ଜାମ: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଲାଣି। ସଂକ୍ରମଣ ଦୃଷ୍ଟିରେ ରଖି ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ପାଇଁ ନୂଆ ଗାଇଡଲାଇନ୍ ଜାରିକରାଯାଇଛି। ଗାଇଡଲାଇନ୍ ମୁତାବକ, ଜିଲ୍ଲା ବାହାରର ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ରୋକ ଲାଗାଟାଇଛି। ଏହା ସହ ମା’ଙ୍କ ପ୍ରସାଦ…

ଗଞ୍ଜାମ: ପ୍ରଶାସନ ସହଯୋଗରେ ବିବାହ କଲେ…

ଗଞ୍ଜାମ: ଏଚ୍ଆଇଭି ଏଡସ୍ ଏଭଳି ଏକ ରୋଗ ଯାହାର ନିରାକରଣ ପାଇଁ ଏପର୍ଯ୍ୟନ୍ତ ବାହାରି ପାରିନି କୈାଣସି ଟିକା ବା ଔଷଧ । ଆଧୁନିକ ଦୁନିଆରେ ଏବେବି ଏଚ୍ଆଇଭି ଏଡସ୍ ରୋଗ ଅସ୍ପୃଶ୍ୟ ହୋଇ ରହିଛି । ଏଡସ୍ ରୋଗ ନାଁ ଶୁଣିଲେ ଲୋକେ ଯେଉଁଠି ଦୂରେଇ ଯାଉଛନ୍ତି ସେହି କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି…

ମାଉଜର ଦେଖାଇ ଲୁଟ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଲୁର ଛକ ସୁବଳୟା ଗ୍ରାମ ନିକଟରେ ଲୁଟ୍। ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍‌ ଲୁଟିନେଲେ ଦୁର୍ବୃତ୍ତ। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହୁମ୍ମାରୁ ରମ୍ଭା ଆସୁଥିବା ବେଳେ ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତ…

କଂଗ୍ରେସର ଭାଷାଜ୍ଞାନ!

ବ୍ରହ୍ମପୁର: ଆଜି ସାରା ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସ ପାଳନ କରୁଛି। ଗାନ୍ଧୀଜିଙ୍କ ତିରୋଧାନ ଦିବସ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ବଡ଼ ସମାହୋର କାର୍ଯ୍ୟକ୍ରମ ବ୍ରହ୍ମପୁରରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଚେଲ୍ଳା କୁମାର, ରାଜ୍ୟ…

ଫାଶରୁ ଉଦ୍ଧାର ହୋଇଥିବା କଲରାପତରିଆ ବାଘ…

ଭଞ୍ଜନଗର: ଫାଶରୁ ଉଦ୍ଧାର ହୋଇଥିବା କଲରାପତରିଆ ବାଘ ମୃତ। ବାଘଟିରେ ଜନ୍ତାକରେ ମୃତ୍ୟୁ ଘଟିଛି। ବନ ବିଭାଗ କିରିଆମ୍ବା ଜଙ୍ଗଲରେ ଛାଡ଼ିବାକୁ ନେଉଥିବା ବେଳେ ବାଘଟିର ମୃତ୍ୟୁ ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ବୁଗୁଡ଼ା ରେଞ୍ଜର। ତେବେ କେଉଁ କାରଣରୁ ବାଘର ମୃତ୍ୟୁର ଘଟିଛି, ତାହା ଜଣାପଡ଼ିଛି। ବାଘର ଶବ…