Odisha Link
Bridging the Missing Links in Odisha
Browsing Tag

Ganjam

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୨ ମୃତ, ୮…

ଓଏଲ୍‌ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ମଧ୍ୟରେ ୬ଜଣ ପୁରୁଷ,୪ ଜଣ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ନିଖୋଜ…

ଓଏଲ୍‌ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ। ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ। ସମୁଦ୍ରରେ ବୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣା ପଡିଛି। ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଆର୍ଯ୍ୟପଲ୍ଲୀ ସମୁଦ୍ରରେ…

ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା:…

ଓଏଲ୍‌ ବ୍ୟୁରୋ: ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କବିସୂର୍ଯ୍ୟନଗର ସମାବେଶରେ ଯୋଗ ଦେଇ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ଉଦ୍ୟମ କରାଯିବ ବୋଲି ଆହ୍ବାନ ଦେଇଛନ୍ତି ନବୀନ ପଟ୍ଟନାୟକ। ଜୟ ମା' ତାରାତାରିଣୀ କହି ଉଦବୋଧନ ଆରମ୍ଭ କରିଥିଲେ ନବୀନ…

ପେଟ୍ରୋଲ ଦୀପ ଫାଟି ଶିଶୁ କନ୍ୟା ମୃତ

ଓଏଲ୍‌ ବ୍ୟୁରୋ : ପେଟ୍ରୋଲ ଦୀପ ନେଇଗଲା ଶିଶୁର ଜୀବନ। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଘଟିଛି। ପେଟ୍ରୋଲ ଦୀପ ଲଗାଇବା ବେଳେ ଦୀପ ଫାଟି ଯିବାରୁ ଗୋଟିଏ ପରିବାରର ୪ ଜଣ ଜଳି ଯାଇ ଗୁରୁତର ହୋଇଥିଲେ। ଗୁରୁତରମାନେ ହେଲେ ବାପା, ମାଆ, ଝିଅ ଓ ୪ ବର୍ଷର…

ଗୋପାଳପୁର ବେଳାଭୂମି ମହୋତ୍ସବ ଆଜିଠୁ…

ଓଏଲ୍‌ ବ୍ୟୁରୋ : ଗୋପାଳପୁରରେ ତାରକାଙ୍କୁ ଦେଖିବା ପାଇଁ ଭିଡ଼ ଜମିବ। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ ଯାହା ୨୮ ତାରିଖ ଯାଏଁ ଚାଲିବାର ସୂଚନା ମିଳିଛି। ବ୍ରହ୍ମପୁରର ଗୋପାଳପୁର ଠାରେ ୨ବର୍ଷ ପରେ ପୁଣିଥରେ ଆୟୋଜିତ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। କରୋନାର…

ଭିଜିଲାନ୍ସ ଜାଲରେ କୁବେର କ୍ରୀଡା ଶିକ୍ଷକ

ଓଏଲ୍‌ ବ୍ୟୁରୋ: ଖେଳ ଶିକ୍ଷକଙ୍କ ଖେଳ ଶେଷ ! ଭିଜିଲାନ୍ସ ସ୍କାନରରେ କ୍ରୀଡା ଶିକ୍ଷକ। ଯାହାଙ୍କର ରହିଛି ଅମାପ ସମ୍ପତ୍ତି। ଏଭଳିକି ପେଟ୍ରୋଲ ପମ୍ପ୍‌ଠୁ ଆରମ୍ଭ କରି ଗ୍ୟାସ୍‌ ଗୋଦାମ ରହିଛି। ଏଭଳି ଜଣେ କୁବେଶ କ୍ରୀଡା ଶିକ୍ଷକଙ୍କ ଘରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍। ଗଞ୍ଜାମ ଜିଲ୍ଲା ପାତ୍ରପୁର…

୧୦୮ ଆମ୍ବୁଲାନ୍ସ-ଯାତ୍ରୀବାହୀ ବସ୍‌…

ଓଏଲ୍‌ ବ୍ୟୁରୋ: ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍‌ ଓ ୧୦୮ ଆମ୍ବୁଲାନ୍ସ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କରଡାବାଡି ଟୋଲ ଗେଟ ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସାଇକ୍ରୀଷ୍ଣା ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ…

ଗଞ୍ଜାମ: ଉନ୍ନୟନ କାର୍ଯ୍ୟ ସମୀକ୍ଷାକଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଅଧାରେ ରହିଗଲା ବାହାଘର, ବେଦୀରୁ ବରକୁ…

ବ୍ରହ୍ମପୁର: ଅଧାରେ ରହିଗଲା ବାହାଘର। ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଦସେଇପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାହାଘର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବାହା ବେଦୀରୁ ବରକୁ ଉଠାଇ ନେଲା ପୋଲିସ। ସୂଚନା ମୁତାବକ, ବର…

ଗଞ୍ଜାମ: କାଲିଠୁ ମେ’୨ ଯାଏଁ ବନ୍ଦ…

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଲାଗୁ କରିଛନ୍ତି କଟକଣା। ଏସବୁ ମଧ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବଡ଼ ନିଷ୍ପତ୍ତି ନେଲା ଗଞ୍ଜାମ ପ୍ରଶାସନ। ସୋମବାରଠୁ ମେ' ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ…