Odisha Link
Bridging the Missing Links in Odisha
Browsing Tag

Guideline

ସ୍କୁଲ୍ ବ୍ୟାଗ୍ ଓଜନ ନେଇ ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଏଣିକି କମିବ ପିଲାଙ୍କର ସ୍କୁଲ୍‌ ବ୍ୟାଗ୍ ଓଜନ। ପିଲାଙ୍କ ଓଜନ ଠାରୁ ବହି ବ୍ୟାଗ୍‌ର ଓଜନ ୧୦ ପ୍ରତିଶତରୁ କମ୍‌ ରହିବ। ଯଦି ପିଲାର ଓଜନ ୨୦ କେଜି ହୋଇଥିବ ସେ ୨କେଜିି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଯିବ। ଯଦି ଏହାଠାରୁ ଅଧିକ ଓଜନର ବସ୍ତାନୀ ଧରି ଛାତ୍ରଛାତ୍ରୀ ସ୍କୁଲକୁ ଯା’ନ୍ତି, ତା’ହେଲେ…

ଡିସେମ୍ବର ପାଇଁ କରୋନା ଗାଇଡ୍‌ଲାଇନ୍:…

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡିସେମ୍ବର ମାସ ପାଇଁ ଜାରି କରିଛନ୍ତି କରୋନା ଗାଇଡ୍‌ଲାଇନ୍। ଗାଇଡ୍‌ଲାଇନ୍‌ରେ ପୂର୍ବପରି କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିବ। ଯେଉଁ ଅଞ୍ଚଳରେ କଟକଣା ଜାରି ରହିଛି ସେଠାରେ କଡାକଡି ନିୟମ ପାଳନ କରାଯିବ। ଏହି କଟକଣା ଡିସେମ୍ବର ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ…

ଆସିଲା ଅନଲକ୍-୫ ଗାଇଡଲାଇନ: ଜାଣନ୍ତୁ କଣ…

ନୂଆଦିଲ୍ଲୀ: ଅନଲକ୍-୫ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଅନଲକ୍-୫ ଗାଇଡଲାଇନରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ ରହିବ। ଅଳ୍ପ କିଛି କଟକଣା ରଖି ଅବରୋଧ ଅଂଚଳରେ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ସ୍କୁଲ ଓ କୋଚିଂ ସେଂଟର ଖୋଲିବା…

ଆସିଲା ଅନ୍‌ଲକ୍-୪ ଗାଇଡଲାଇନ୍:…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାରି ମଧ୍ୟରେ ଆଜି ଅନ୍‌ଲକ୍-୪ ଦେଇ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କ’ଣ ରହିବ ରୂପରେଖା, ସେନେଇ ଆଜି ସୂଚନା ଦେଇଛି କେନ୍ଦ୍ର ଗୃହ ବିଭାଗ। ଗାଇଡଲାଇନ୍‌ ଅନୁସାରେ ସେପ୍ଟେମ୍ବର ୭ରୁ…

ଅନ୍‌ଲକ୍‌-୩ : ଉଠିଲା ରାତ୍ରକାଳୀନ…

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅଣାୟତ୍ତ ଥିବା ବେଳେ କେନ୍ଦ୍ର ସରକାର ଜାରି କରିଛନ୍ତି ଅନ୍‌ଲକ୍-୩ ଗାଇଡଲାଇନ୍। କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏଁ ଲକ୍‌ଡାଉନ୍‌ ଜାରି। ରାତ୍ରକାଳୀନ କର୍ଫ୍ୟୁ କଟକଣାକୁ ଉଠାଇଲେ ସରକାର। ଗାଇଡ଼ ଲାଇନ ଅନୁସାରେ ଅଗଷ୍ଟ ୧ରୁ ନାଇଟ କର୍ଫ୍ୟୁ ହଟିବ। କିିନ୍ତୁ ଅଗଷ୍ଟ…

କରୋନା: କଳକାରଖାନା କର୍ମଚାରୀଙ୍କ ପାଇଁ…

ଭୁବନେଶ୍ୱର: କରୋନାକୁ ନେଇ କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡଲାଇନ୍‌ ମୁତାବକ କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ଯେପରି ହାତ ଧୋଇବେ ଏବଂ ସଫା ସୁତରା…

କରୋନା ଦାଉରୁ ବର୍ତ୍ତିବା ପାଇଁ ୧୦ ଉପାୟ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୬୫୨୪ ଜଣଙ୍କର କରୋନା ଭାଇରସ୍‌ରେ ମୃତ୍ୟୁ ହୋଇଛି। ଭାରତରେ କରୋନାରେ ଆକ୍ରାନ୍ତ ସଂଖ୍ୟା ୧୧୪ ଥିବା ବେଳେ ୨ଜଣଙ୍କ ମୃତ୍ୟୁ…

କରୋନା ପାଇଁ ପରିବହନ ବିଭାଗର ଗାଇଡଲାଇନ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଗାଇଡଲାିନ ଜାରି କଲା ରାଜ୍ୟ ପରିବହନ ବିଭାଗ। ଗାଇଡଲାଇନ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଗାଇଡଲାଇନ ମୁତାବକ ବସ୍‌ରେ ଓଭରଲୋଡିଂ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ। ନିର୍ଦ୍ଦିଷ୍ଟ ସିଟ୍ ଠାରୁ ଅଧିକ…

ସ୍କୁଲକୁ କରୋନା ଗାଇଡଲାଇନ

ଭୁବନେଶ୍ବର: ଦିନକୁ ଦିନ ନିଜ କାୟା ବିସ୍ତାର କରି ଅଣାୟତ୍ତ କରିଥିବା କରୋନା ଭାଇରସର ମୁକାବିଲା ପାଇଁ ସ୍କୁଲଗୁଡିକୁ ଗାଇଡଲାଇନ। କରୋନା ପାଇଁ ସ୍କୁଲଗୁଡିକୁ ଗାଇଡଲାଇନ ଜାରି କରିଛନ୍ତି ସ୍ବାସ୍ଥ୍ୟ ବିଭାଗ। ଗାଇଡଲାଇନ ମୁତାବକ, ପିଲାମାନେ ସାନିଟାଇଜରରେ ହାତ ଧୋଇବେ, ରୁମାଲ୍‌ ଦେଇ ଛିଙ୍କିବେ ଏବଂ…

ପର୍ଯ୍ୟଟନ ବିଭାଗ ପକ୍ଷରୁ ଗାଇଡଲାଇନ

ଭୁବନେଶ୍ବର: ଏବେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପ୍ରବଳ ଭିଡ଼ ଜମୁଛି ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜିଭାତ କରି ହେବ। ହେଲେ ମଦ୍ୟପାନ କରିପାରିବେ ନାହିଁ। ନିଶାଦ୍ରବ୍ୟ ସେବନ ଉପରେ ବି କଟକଣା ଜାରି ହୋଇଛି।…