Odisha Link
Bridging the Missing Links in Odisha
Browsing Tag

ill

ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପେଟରେ ପାଣି ଜମିବା କାରଣରୁ ସେ ଗୁରୁତର ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ତାଙ୍କର ଡାକ୍ତରଖାନାରେ ଡାଏଲିସିସ୍‌ ଚାଲିଛି। ବର୍ତ୍ତମାନ ସୁଦ୍ଧା…

କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ…

ଓଏଲ୍‌ ବ୍ୟୁରୋ: ନିକଟରେ ରାଜ୍ୟ ବିଜେପିର 'ରାଜ୍ୟ ପଦାଧିକାରୀ ବୈଠକ' ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ରାଜ୍ୟ ବିଜେପିର ଆଗ ଧାଡ଼ିର ନେତା ସାମିଲ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ବୈଠକରେ ଅନୁପସ୍ଥିତ ଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହୋଇଥିଲା। ହେଲେ ସେ…

ବାହାଘର ଭୋଜି ଖାଇ ୧୦୦ରୁ ଉର୍ଦ୍ଧ୍ବ…

ପଟ୍ଟାମୁଣ୍ଡାଇ: ବାହାଘର ଭୋଜି ଖାଇ ୧୦୦ରୁ ଉର୍ଦ୍ଧ୍ବ ବରଯାତ୍ରୀ ଅସୁସ୍ଥ। ପଟ୍ଟାମୁଣ୍ଡାଇ ମାଟିଆ ଗାଁର କୁନାଲ ମଲ୍ଲିକଙ୍କ ବାହାଘରରେ ବରଯାତ୍ରୀମାନେ ବାହାଘର ଭୋଜି ଖାଇ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ…

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ। ଶରୀର ସହ ଅଣ୍ଟା ବ୍ୟଥା ଓ ଦୁର୍ବଳ ଅନୁଭବ କରୁଛନ୍ତି। ଅଧିକ ଚଲାବୁଲା କରିପାରୁନଥିବାରୁ ଚିକିତ୍ସା ନହୋଇ ଘରେ ପଡିରହିଛନ୍ତି। ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସେ କହିଛନ୍ତି ଯେ, କିଛି ଦିନ ହେଲା ତାଙ୍କୁ କିଛି ଭଲ ଲାଗୁନାହିଁ। କିଛି ଖାଇବାକୁ…

ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ। ସିବିଆଇ ଅଫିସ ସାମ୍ନାରେ ହଠାତ ଅସୁସ୍ଥ ହୋଇପଡିଛନ୍ତି ନରସିଂହ ମିଶ୍ର। ଆଜି କଂଗ୍ରେସ ପକ୍ଷରୁ ଏକ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଥିଲା। ସିବିଆଇର ନିଷ୍କ୍ରିୟତା ବିରୋଧରେ କଂଗ୍ରେସ ପକ୍ଷରୁ ଏହି ରାଲି କରାଯାଇଥିଲା। ଏକ ଖୋଲା ଜିପରେ…

ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା…

ଭୁବନେଶ୍ୱର: ବିଜେପି ନେତ୍ରୀ ତଥା ବ୍ରଜରାଜନଗରର ପୂର୍ବତନ ବିିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ। ସେ ଶନିବାର ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ସେ ଡାଇବେଟିସ୍‌ ଓ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଶନିବାର ଦିନ ସ୍ୱାସ୍ଥ୍ୟବସ୍ଥା…

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ଅସୁସ୍ଥ,…

ନୂଆଦିଲ୍ଲୀ: ଅସୁସ୍ଥ ହେଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ତାଙ୍କୁ ପ୍ରବଳ ଜ୍ଵର ହୋଇଥିବାବେଳେ ସେ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଏପରିକି ତାଙ୍କ ପାଖରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିବା ଖବର ଜାତୀୟ ଗଣମାଧ୍ୟମରେ…

ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା…

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡା. ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନୂଆଦିଲ୍ଲୀ ସ୍ଥିତ ଏମ୍‌ସରେ କାର୍ଡିଓଥୋରାସିସ୍‌ ସେଣ୍ଟରରେ ମନମୋହନଙ୍କୁ ରଖି ତାଙ୍କର ଚିକିତ୍ସା କରାଯାଉଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରବିବାର ରାତିରେ…

ଶିବସେନାର ବରିଷ୍ଠ ନେତା ଅସୁସ୍ଥ,…

ମୁମ୍ବାଇ: ଗୋଟିଏ ପଟେ ଶିବସେନା ସରକାର ଗଠନ କରିବା ପାଇଁ ଉଦ୍ୟମ ଚଲାଇଥିବା ବେଳେ ଶିବସେନାର ଟାଣୁଆ ତଥା ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି। ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା…